CHARIDHAM
Browsing Category

Featured

ଦେଶରେ Lock ହୋଇଯିବ ୬୦ ପ୍ରତିଶତ ଆଧାର କାର୍ଡ! ତାଲିକାରେ ଆପଣଙ୍କ ନାଁ ଅଛି କି?

ନୂଆଦିଲ୍ଲୀ: ଖୁବଶୀଘ୍ର ଲକ୍ ହୋଇପାରେ ପ୍ରାୟ ଦେଶର ୬୦ ପ୍ରତିଶତ ଆଧାର କାର୍ଡ । ଏହାପରେ କୌଣସି କାର୍ଯ୍ୟ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହି ଖବରକୁ ଅଣଦେଖା କରିବା ଆପଣଙ୍କ ପାଇଁ ଖୁବ ମହଙ୍ଗା…

ଯୋଗୀ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଉତ୍ତରପ୍ରଦେଶର ୫୭ଟି ଜିଲ୍ଲାରେ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସାଇବର ଅପରାଧକୁ ରୋକିବା ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛି। ରାଜ୍ୟରେ ସାଇବର ଅପରାଧକୁ ରୋକିବା ପାଇଁ ୫୭ଟି ଜିଲ୍ଲାରେ ସାଇବର କ୍ରାଇମ ଷ୍ଟେସନ ସ୍ଥାପନ ପାଇଁ ପ୍ରସ୍ତାବ ଆଜି ମଞ୍ଜୁର…

(Video) କଟା ଧାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ!, ଚାଷ ଜମି ଦେଖି ମୁଣ୍ଡ ବାଡ଼େଇ କାନ୍ଦୁଛି ଚାଷୀ

କୋରେଇ: (ଓଡ଼ିଶା ଭାସ୍କର) ନା କେବେ ଭାବି ଥିଲେ ନା କେବେ ଏମିତି ଦେଖିଥିଲେ । କ’ଣ କରିବେ କେଉଁ ଆଡେ ଯିବେ କେମିତି ଚଳିବେ । କିଛି ଭାବି ପାରୁ ନାହାନ୍ତି ଏବେ, ନିଆଁ ସବୁ କିଛି ସାରିଦେଇଛି । କେତେ କଷ୍ଟ କେତେ ଦୁଃଖ…

ଅଧିକ ଚାପ ଯୋଗୁଁ ପ୍ରଭାବିତ ହୋଇଥାଏ ଶରୀରର ଏହି ୫ ଟି ଅଙ୍ଗ: ରିସର୍ଚ୍ଚରୁ ଖୁଲାସା

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଲୋକମାନେ ଅଧିକ ଚାପ ବା ଷ୍ଟ୍ରେସରେ ରହୁଛନ୍ତି l ଗବେଷଣା କହୁଛି ଯେ ଶରୀର ପାଇଁ ସାମାନ୍ୟ ଷ୍ଟ୍ରେସ ଆବଶ୍ୟକ , କିନ୍ତୁ ଏହା ଅଧିକ ହେବା ଦ୍ୱାରା ଶରୀର ପ୍ରଭାବିତ ହୋଇଥାଏ l…

ଚା’ ତିଆରି କରିବାକୁ ନେଇ କଳହ: ଖଣ୍ଡାରେ ଗଳା କାଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଉତ୍ତରପ୍ରଦେଶ: ଚା' ତିଆରି କରିବାକୁ ନେଇ ସ୍ୱାମୀ କାଟିଲା ସ୍ତ୍ରୀର ବେକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ସହରରେ । ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟା…

ବ୍ୟାଙ୍କ ସହ ଜଡିତ ଏହି କାମକୁ ୩୧ ଡିସେମ୍ବର ସୁଦ୍ଧା ଶେଷ କରନ୍ତୁ, ନଚେତ ହୋଇପାରେ ଅନେକ ସମସ୍ୟା

ଆଉ ଅଳ୍ପ ଦିନ ପରେ ଆସିବାକୁ ଯାଉଛି ନୂଆବର୍ଷ । ତେବେ ଏହି ସମୟ ସୀମା ଭିତରେ ଯଦି ଆପଣଙ୍କର କିଛି ଆର୍ଥିକ କାରବାର ସମସ୍ୟା ରହିଛି ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ । କାରଣ କିଛି ଗୁଡିଏ ଆର୍ଥିକ ସମସ୍ୟାର ସମାଧାନ…

IPL-2024ରେ ଶାର୍ଦ୍ଦୁଳଙ୍କ ଘରବାହୁଡ଼ା: ସହ ସାମିଲ ହେଲେ ବିଶ୍ୱକପର ୨ ସୁପରଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ୨ ବର୍ଷ ପର୍ଯ୍ୟନ୍ତ ନିଜ ଦଳରୁ ଦୂରେଇ ରହିବା ପରେ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପୁଣି ଥରେ ନିଜ ଘରକୁ ଫେରିଛନ୍ତି । ୨ ବର୍ଷ ପରେ ଆଉଥରେ ୟେଲୋ ଜର୍ସିରେ ନଜର ଆସିବେ ଶାର୍ଦ୍ଦୁଳ ଠାକୁର । ୨୦୨୨…

ଯାଜପୁର ରଗଡ଼ି ଜେଲ୍‌ରୁ ଭୁବନେଶ୍ୱର STF ଅଫିସ୍‌ରେ ପହଞ୍ଚିଲା ଆତଙ୍କୀ ବୁଖାରୀ

ଭୁବନେଶ୍ୱର: ଭୁବନେଶ୍ୱର STF ଅଫିସ୍‌ରେ ପହଞ୍ଚିଲା ଆତଙ୍କୀ ବୁଖାରୀ। ଯାଜପୁର ରଗଡ଼ି ଜେଲ୍‌ରୁ ବୁଖାରୀକୁ ଆଣି ପହଞ୍ଚିଲା ଏସ୍‌ଟିଏଫ୍। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣିଛି। ସୂଚନା…

ଜାତୀୟ ଗଠବନ୍ଧନ କମିଟି ଗଠନ କଲା କଂଗ୍ରେସ; ଅଶୋକ ଗେହଲଟ ଓ ଭୂପେଶ ବଘେଲଙ୍କ ସମେତ ଏହି ନେତାମାନେ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଜାତୀୟ ଗଠବନ୍ଧନ କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଏହି ବୈଠକରେ ୫ ଜଣ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ରାଜସ୍ଥାନର…

ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କାର ବର୍ଷା: ୨୪.୭୫ କୋଟିରେ କିଣିଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି । ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ କିଛି ସମୟ ପୂର୍ବରୁ ଆଇପିଏଲ ଇତିହାସରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ହୋଇଥିଲେ । କିନ୍ତୁ…