Browsing Category

Featured

ସୂର୍ଯ୍ୟାସ୍ତ ପରେ ମନା ଏହି ୫ଟି ଜିନିଷ, ଅନ୍ୟଥା ହୋଇଯିବେ ଗରିବ

ଭୁବନେଶ୍ୱର : ହିନ୍ଦୁ ଧର୍ମର ଲୋକେ ସୂର୍ଯ୍ୟଙ୍କୁ ଦେବତା ଭାବେ ପୂଜା କରନ୍ତି । ମନେକରାଯାଏ ଯେ ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଏବଂ ପାଣି ଚଢାଇବା ଦ୍ୱାରା ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ।…

କୃଷକଙ୍କ ଲାଗି ଖୁସି ଖବର, ୩ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଲାଭକାରୀ ଯୋଜନା ଘୋଷଣା କଲେ ସରକାର

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର କୃଷକମାନଙ୍କ ଲାଗି ୩ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଲାଭକାରୀ ଯୋଜନା ବିଷୟରେ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆର୍ଥିକ ବିଷୟକ ସମିତି ବୈଠକରେ…

ଭାରତୀୟ ରେଲୱେରେ ଖାଲି ପଡିଛି ୨,୭୪ ଲକ୍ଷ ପଦବୀ! ନିଯୁକ୍ତି ପାଇଁ ପଦକ୍ଷେପ ନେଉଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଚଳିତ ମାସ ପର୍ଯ୍ୟନ୍ତ ରେଲୱେରେ ୨୪.୭୪ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି । ଯେଉଁଥିରେ ୧.୭ ଲକ୍ଷରୁ ଅଧିକ କେବଳ ସୁରକ୍ଷା ଶ୍ରେଣୀରେ ରହିଛି । ଭାରତୀୟ ରେଳବାଇ ଆଇଟିଆଇ କ୍ୱେରୀ ଉତ୍ତରରେ କହିଛନ୍ତି ଯେ,…

ବାଇଡେନଙ୍କ ପାଟିରୁ ଖସିଗଲା ଭୁଲ୍, କହିଲେ ପୁଟିନ୍ ଇରାକରେ ଯୁଦ୍ଧ ହାରିବାକୁ ଯାଉଛନ୍ତି

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଏକ ମୌଖିକ ବାର୍ତ୍ତାରେ କହିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସ୍ପଷ୍ଟ ଭାବରେ ଇରାକରେ ଯୁଦ୍ଧ ହାରିବାକୁ ଯାଉଛନ୍ତି । କିନ୍ତୁ ପ୍ରକୃତରେ ସେ ୟୁକ୍ରେନ୍…

ଅପହରଣ ପରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ!

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ ପୁଣି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସୁକୁମା ଜିଲ୍ଲାରୁ ମାଓବାଦୀମାନେ ୨ ଜଣଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି ।…

ଜୁନ୍ ୩୦ରୁ ମାଗଣା ରାସନ ସେବା ବନ୍ଦ, ମିଳିବନି ଚାଉଳ-ଗହମ! କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖବର । ଆଉ ଦୁଇ ଦିନ ପରେ ରାସନ କାର୍ଡରେ ମାଗଣା ଚାଉଳ ଏବଂ ଗହମ ପାଇବେନି ଗ୍ରାହକ । କାରଣ ଜୁନ୍ ୩୦ ତାରିଖରେ ଏକ ବଡ ନିୟମରେ ପରିବର୍ତ୍ତନ ହେଉଛି । ଯାହା…

ଟି.ଏସ ସିଂହ ଦେଓ ଛତିଶଗଡ଼ର ନୂଆ Deputy CM ନିଯୁକ୍ତ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ କଂଗ୍ରେସ ଏବେ ଛତିଶଗଡ଼ ଉପରେ ଫୋକସ କରିଛି । ସେଥିପାଇଁ ନିର୍ବାଚନ ପୂର୍ବରୁ ଟି.ଏସ ସିଂହ ଦେଓଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଖୋଲିବ ୬୦ଟି Panchayat Learning Center, ୭୦ଟି ବ୍ଲକରେ ସ୍ଥାପନ ହେବ Satellite Interactive…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା…

ବଡ ପରଦାରେ ଫ୍ଲପ୍ ହେଲା ‘ଆଦିପୁରୁଷ’: ଟେଲିଭିଜନକୁ ଫେରିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’!

ଭୁବନେଶ୍ୱର: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ‘ଆଦିପୁରୁଷ’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଛି । ସିନେମାର ସଂଳାପରୁ ଆରମ୍ଭ କରି ବେଶଭୂଷା ସବୁକୁ ନେଇ ଖୁବ ଆଲୋଚନା ହୋଇଛି । ଅନେକ ପ୍ରଶଂସକ ଏବଂ…

ବର୍ଷକୁ ଦରମା ୧ କୋଟି: କେବଳ ଦୁଇଟି କୁକୁରଙ୍କର ଯତ୍ନ ନେବାକୁ ପଡ଼ିବ, ୪୨ ଦିନ ଛୁଟି ବି ମିଳିବ

ନୂଆଦିଲ୍ଲୀ: ଆଜିର ସମୟରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଅଧିକ ଅର୍ଥ ରୋଜଗାର କରିବା ପାଇଁ ଆଜିର ଯୁବପୀଢ଼ି ପାଠପଢ଼ାରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ…