Browsing Category

Featured

ଡେଙ୍ଗୁ,ମ୍ୟାଲେରିଆ ପରି ଭୟଙ୍କର ରୋଗକୁ ସାଥିରେ ଧରି ଆସିଥାଏ ବର୍ଷା, କିପରି ନିଜକୁ ସୁରକ୍ଷିତ ରଖିିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଏବେ ଦେଶର ବହୁ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏହି ବର୍ଷା ଗୋଟିଏ ପଟେ ଗରମରୁ ମୁକ୍ତି ଦେଇଥିବା ବେଳେ ଅନ୍ୟପଟେ ଏହା ବିଭିନ୍ନ ରୋଗ (ଯେପରିକି ଡେଙ୍ଗୁ, ମ୍ୟାଲେରିଆ)ର ଆଶଙ୍କାକୁ ବି ନିଜ…

ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ…

ବାସ୍ତୁଦୋଷ ଦୂର କରେ ଗଙ୍ଗାଜଳ, କମିଯାଏ କୁ-ଦୃଷ୍ଟିର ପ୍ରଭାବ

ଗଙ୍ଗାଜଳକୁ ହିନ୍ଦୁଧର୍ମରେ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ । ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ…

ବଙ୍ଗୋପସାଗରରେ ଲଘୁଚାପ , ଦୁଇ ଦିନ ପ୍ରବଳ ବର୍ଷିବ: ଏହିସବୁ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ଧରି ପ୍ରବଳ ବର୍ଷାର…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ : କଡ଼ା ଚେକିଂ ପରେ ଏପରି ଭୁଲ କାହିଁକି ?

ପୁରୀ: ପୁରୀ ଶନ୍ମନ୍ଦିରକୁ ନେଇ ଚେକିଂ ଯେତେ କଡ଼ାକଡ଼ି କଲେ ବି କିଛି ଅମାନିଆ ଲୋକମାନେ ଏହାକୁ ଖାତିର ନକରି ନିୟମର ଉଲ୍ଲଙ୍ଘନ କରୁଛନ୍ତି । କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା…

ଗବେଷଣାରୁ ଖୁଲାସା : ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଏନେଇ ଏକ ଗବେଷଣାରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ବିଶେଷଜ୍ଞଙ୍କ ମତରେ, ସ୍ପଣ୍ଡିଲାଇଟ୍ସକୁ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଗମ୍ଭୀର…

ଭୟଙ୍କର ବସ୍ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ: ବିବାହ ଉତ୍ସବ ସାରି ଘରକୁ ଫେରୁଥିଲେ ପରିବାର

ଗଞ୍ଜାମ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖଦ ଘଟଣାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଓଡିଶାବାସୀ । ଏହାକୁ ମାସେ ନ ପୁରୁଣୁରୁ ଆଉ ଏକ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ପୁଣି କିଛି ନିରୀହ ଜୀବନ । ସକାଳୁ ସକାଳୁ ବସ୍…

RBI କୁ ଫେରିଛି ଏତିକି ୨୦୦୦ ଟଙ୍କିଆ ନୋଟ: ସୂଚନା ଦେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେ' ୧୯ ତାରିଖରୁ ଭାରତରେ ଅଚଳ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ । ଏହି ନିଷ୍ପତ୍ତିକୁ ୟା ଭିତରେ ଏକ ମାସରୁ ଉଦ୍ଧାର ବିତି ସାରିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ…

ଗ୍ରାଣ୍ଟ-ଇନ-ଏଡ ପରିସର ବୃଦ୍ଧି ପାଇବ: ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା କଲେଜକୁ ମିଳିବ ସରକାରୀ ମାନ୍ୟତା, ସବିଶେଷ ତାଲିକା ମାଗିଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜାନୁଆରୀ ମାସରେ ରାଜ୍ୟ କ୍ୟାବିନେଟରେ ଅନୁଦାନପ୍ରାପ୍ତ ସରକାରୀ କଲେଜର ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଥିଲା । ରାଜ୍ୟ ସରକାରଙ୍କର ଉକ୍ତ ନିଷ୍ପତ୍ତି ଫଳରେ ୧୫ ହଜାର ୭୭୧ ଜଣ ଶିକ୍ଷକ…

ବାହାନଗା ଦୁର୍ଘଟଣା ପରେ ଓଡିଶାକୁ ମିଳିବ ‘କବଚ’ ବ୍ୟବସ୍ଥା! କ’ଣ ନିଷ୍ପତ୍ତି ନେବେ ରେଳମନ୍ତ୍ରୀ?

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦୁର୍ଘଟଣା ମଧ୍ୟରୁ ଅତି ଭୟଙ୍କର ହୋଇଛି । ଦୁର୍ଘଟରାରେ ୨୯୨ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଦିକ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବି…