Browsing Category
Featured
ଦୁଲିପ ଟ୍ରଫି: ପୂର୍ବାଞ୍ଚଳ ଦଳରେ ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ
କଟକ: ଚଳିତ ଜୁନ ମାସ ୨୮ ତାରିଖରୁ ବେଙ୍ଗାଲୁରରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଦୁଲିପ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳରେ ଦଳରେ ସାମିଲ ହୋଇଛନ୍ତି ଓଡିଶାର ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ।…
ସାଫ୍ ଚାମ୍ପିଅନ୍ସିପ୍ରେ ଲଗାତାର ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ଭାରତ
ବେଙ୍ଗାଲୁରୁ : ଭାରତ ଲଗାତର ଦ୍ୱିତୀୟ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ସାଫ୍ ଫୁଟବଲ ଚାମ୍ପିଅନ୍ସିପ୍ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୪-୦ରେ ପରାସ୍ତ…
ଫୋନ୍ ରେ ବର୍ଷା ପାଣି ପଶି ଯାଇଥିଲେ ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଉପାୟ ଦେଖିବେ ଫୋନ୍ ପୁଣି ପୂର୍ବ ପରି ଚାଲିବ
ଏବେ ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ତେଣୁ ବର୍ଷାରେ ସମସ୍ତେ ନିଜକୁ ସୁରକ୍ଷା ଦେବା ସହ ଇଲେକ୍ଟ୍ରୋନିକ୍ ଆସବାବପତ୍ରକୁ ବି ସୁରକ୍ଷା ଦେବା ଜରୁରୀ । ଏହି ଇଲେକ୍ଟ୍ରୋନିକ୍ ଆସବାବ ପତ୍ରରେ ମୋବାଇଲ୍ ଫୋନ୍ ସବୁଠାରୁ…
ଆଜି ଏକାଦଶ ଶତାବ୍ଦୀର ଅଲ-ହକିମ ମସଜିଦ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ଅଲ-ସିସି ସହ କରିବେ ସାକ୍ଷାତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଜିପ୍ଟ ଗସ୍ତର ଆଜି ଦ୍ୱିତୀୟ ଏବଂ ଶେଷ ଦିନ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକାଦଶ ଶତାବ୍ଦୀର ଐତିହାସିକ ଅଲ-ହାକିମ ମସଜିଦ ପରିଦର୍ଶନ କରିବେ, ଯାହା ଭାରତୀୟ ବୋହରା…
ପୁଟିନଙ୍କ ଶକ୍ତି ଆଗରେ ହାର ମାନିଲେ ବିଦ୍ରୋହୀ: କ୍ୟାମ୍ପକୁ ଫେରିଲେ ବିଦ୍ରୋହୀ, କହିଲେ ୟୁକ୍ରେନରେ ଯୁଦ୍ଧ ଜାରି ରହିବ
ନୁଆଦିଲ୍ଲୀ: ଋଷରେ ଦେଖା ଦେଇଥିବା ବିଦ୍ରୋହ ପୁଟିନଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛନ୍ତି । ଘରୋଇ ସେନା ସଂଗଠନ ବିଦ୍ରୋହ କରିବା ପରେ ପୁଟିନ୍ ଏକ ବଡ଼ ସଙ୍କଟ ମଧ୍ୟରେ ଫସିବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ…
ରାମ ଭକ୍ତଙ୍କ ପାଇଁ IRCTC ର ଉପହାର, ୧୩ ହଜାରରେ କରନ୍ତୁ ଏହି ତୀର୍ଥ ସ୍ଥଳର ଯାତ୍ରା
ନୂଆଦିଲ୍ଲୀ: ରାମ ଭକ୍ତଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ରେଳବାଇର ଏକ ଉଦ୍ୟୋଗ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ରାମ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଆଣିଛି। ଏହି…
୧ ଜୁଲାଇରୁ ନୂଆ ରାଶିର ସେନାପତି ହେବେ ମଙ୍ଗଳ ଗ୍ରହ, ଏହି ଲୋକମାନଙ୍କର ହେବ ବମ୍ପର ଲାଭ
ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିଜ ନିଜ ସମୟରେ ରାଶି ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଜୁଲାଇରେ ମଧ୍ୟ ବଡ଼ ବଡ଼ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ୧ଜୁଲାଇରେ ମଙ୍ଗଳ ସିଂହ ରାଶିରେ ଗୋଚର କରିବାକୁ…
ରାଶିଫଳ(ରବିବାର,୨୫ ଜୁନ,୨୦୨୩)
ମେଷ - ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ…
ଏମିତି ଗାଁ ; ଯେଉଁଠି ରହିଛି କୁକୁର ସମାଧି, ପୂଜା କରନ୍ତି ଗାଁ ଲୋକେ
ରାଜସ୍ଥାନ : ଆମେ ଜାଣିଛେ ମଣିଷ ମରିଯିବା ପରେ ତାଙ୍କ ସ୍ମୃତିରେ ସ୍ମାରକୀ କରାଯାଏ । ଆଉ ସେଇ ସ୍ମାରକୀକୁ ମଧ୍ୟ ଆମେ ପୂଜାର୍ଚ୍ଚନା କରିଥାଉ । ଆପଣ ମଧ୍ୟ ଅନେକ ସ୍ମାରକୀ ବିଷୟରେ ଜାଣିଥିବେ, ଦେଖିଥିବେ ନିଶ୍ଚୟ ।…
ପାଠପଢା ପାଇଁ ୧୫ ମିନିଟ୍, କିନ୍ତୁ ମାରପିଟ ପାଇଁ ଦରକାର ୩ ଘଣ୍ଟା: ଏ କି ଟାଇମ ଟେବୁଲ?
ନୂଆଦିଲ୍ଲୀ: ସ୍କୁଲ ସମୟରୁ ପିଲାମାନଙ୍କୁ ଟାଇମ ଟେବୁଲରେ କରି ରହିବା ଅଭ୍ୟାସ ରହିଛି । ସାରା ଦିନର ଆକ୍ଟିଭିଟିକୁ କିପରି ଏବଂ କେତେବେଳେ କରିବା ଏହାର ଏକ ଫର୍ମାଟକୁ ଟାଇମ ଟେବୁଲ ବୋଲି କୁହାଯାଏ । ନିଜ ଜୀବନଶୈଳୀ ଏବଂ…