Browsing Category
Featured
ବିହାରରେ ବିରୋଧୀଙ୍କ ମହାଗଠବନ୍ଧନ: ଶିମଲାରେ ହେବ ଆଗାମୀ ବୈଠକ, କଂଗ୍ରେସ ଏବଂ ଆପ୍ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ
ନୂଆଦିଲ୍ଲୀ: ଶୁକ୍ରବାର ବିହାରର ପାଟନାରେ ବିରୋଧୀ ଦଳମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୦ ରୁ ଅଧିକ ବିଜେପି ବିରୋଧୀଦଳ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ…
ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର ଶ୍ରୀ କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular…
ତରଭୁଜ କାଟିଲା ବେଳେ ଲିଭ୍ ଇନ୍ ପାର୍ଟନର ଛାତିରେ ଛୁରୀ ଭୁସିଲା ପ୍ରେମିକା! ବୟଫ୍ରେଣ୍ଡ ମୃତ
ଗୁରୁଗ୍ରାମ : ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ଏହିଭଳି ଏକ ଖବର ଆସିଛି ହରିୟାଣାର ଗୁରୁଗ୍ରାମରୁ । ଛାତିରେ ଛୁରୀ ଭୁସି ହେବା ପରେ ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆ ଯାଇଛି, ସେଠାରେ…
ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷଣା କଲା BCCI: ଅଜିଙ୍କ୍ୟା ରାହାଣେଙ୍କୁ ଗୁରୁଦାୟିତ୍ୱ
ନୂଆଦିଲ୍ଲୀ: ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଉଭୟ ସିରିଜରେ ଦଳର ନେତୃତ୍ୱ ପଦ ନିୟମିତ…
Asia University Rankings 2023: ଏସିଆର ଟପ୍ ୨୦୦ରେ ଭାରତର ୧୮ଟି ବିଶ୍ୱବିଦ୍ୟାଳୟ, ଜାଣନ୍ତୁ କେଉଁ ସଂସ୍ଥାଗୁଡ଼ିକ ରହିଛି ଆଗରେ
ନୂଆଦିଲ୍ଲୀ: ଟାଇମ୍ସ ହାୟର ଏଜୁକେସନ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ ୨୦୨୩ ରିଲିଜ୍ ହୋଇଛି । ଯେଉଁଥିରେ ଏସିଆର ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ରାଙ୍କିଙ୍ଗ୍ ଦିଆଯାଇଛି । ର଼୍ୟାଙ୍କିଙ୍ଗରେ ସର୍ବାଧିକ…
ବଢ଼ିଲା ମୋଦୀ-ବାଇଡେନଙ୍କ ବନ୍ଧୁତ୍ୱ: ଡିଲ୍ ପରେ ଡିଲ୍ ଫାଇନାଲ, ଭାରତକୁ ମିଳିଲା ୮ଟି ବଡ଼ ବେନିଫିଟ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଣି ଥରେ ଆମେରିକାରେ ମୋଦୀ ନିଜର ମ୍ୟାଜିକ ଦେଖାଇଛନ୍ତି । ଆମେରିକାର ସାଂସଦମାନେ…
ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ସାବଧାନ : ଫାଇଦା ବଦଳରେ ହୋଇପାରେ କ୍ଷତି
ନୂଆଦିଲ୍ଲୀ : ସବୁ ସମୟରେ କୁହାଯାଉଛି ସୁସ୍ଥ ରହିବା ପାଇଁ ହେଲେ ଅଧିକ ପାଣି ପିଇବାକୁ ପଡ଼ିବ । କାରଣ ଅଧିକ ପାଣି ପିଇବା ଦ୍ୱାରା କେବଳ ଡିହାଇଡ୍ରେଶନରୁ ହିଁ ବଞ୍ଚିତ ହେବେ ନାହିଁ, ଏହା ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ ।…
ରାଜ୍ୟର ପ୍ରତି ସମବାୟ ସମିତିରେ ପ୍ରତିଷ୍ଠା ହେବ ମାଇକ୍ରୋ ଏଟିଏମ୍: ଚାଷୀଙ୍କ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଲା ସମବାୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି…
ବାରମ୍ବାର କାରର ଏସି ଚଳାଇଲେ ହୋଇଥାଏ ଇଞ୍ଜିନର କ୍ଷତି : ଜାଣି ନିଅନ୍ତୁ ବ୍ୟବହାର କରିବାର ଉପାୟ
ନୂଆଦିଲ୍ଲୀ : କାରରେ ଯାତ୍ରା କରୁଥିବା ଅଧିକାଂଶ ବ୍ୟକ୍ତି ଏସିର ବ୍ୟବହାର ଅଧିକ ପରିମାଣରେ କରିଥାନ୍ତି । ତେବେ ଏହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି । ତାହା ହେଲା କାରର ଏସି ଅଧିକ ବ୍ୟବହାର କରିବା…
(Video) ତରଭୁଜରେ ଆଙ୍କିଲେ ହନୁମାନଙ୍କ ଚିତ୍ର: ସେଫ୍ ଭିଡିଓ ସେୟାର କରି ଲେଖିଲେ ଜୟ ଶ୍ରୀ ରାମ-ଜୟ ବଜରଙ୍ଗବାଲି
ନୂଆଦିଲ୍ଲୀ: କୁହାଯାଏ ଯେ 'ଜଣେ ପ୍ରକୃତ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ କୌଣସି ପ୍ଲାଟଫର୍ମର ଆବଶ୍ୟକ କରନ୍ତି ନାହିଁ ଏବଂ ସେ ଯେଉଁଠାରେ ମଧ୍ଯ ନିଜ ପ୍ରତିଭା ଦେଖାଇଥାନ୍ତି।' ଏହି ସମୟରେ, ଏହି…