Browsing Category
Featured
ମେଡିସିନ୍ ସପ୍ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଆସିଲା ୭୫୦କୋଟି ଟଙ୍କା, ମେସେଜ୍ ପଢିବା ପରେ ଉଡିଗଲା ହୋସ୍
ଚେନ୍ନାଇ: ଚେନ୍ନାଇରେ ଏକ ମେଡିସିନ୍ ସପ୍ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ହୋସ୍ ଉଡିଯିବା ପରି ଲାଗିଥିଲା ଯେତେବେଳେ ସେ ନିଜ ଫୋନ୍କୁ ଆସିଥିବା ଏସଏମଏସ୍ ଦେଖିଥିଲେ । ଏହି ଏସଏମଏସ୍ ଜରିଆରେ ସେ ଜାଣିବାକୁ ପାଇଲେ…
ରିଲିଜ ହେଲା Tejasର ଦମଦାର ଟ୍ରେଲର, ପାୱାରଫୁଲ ଲୁକରେ ଦେଖାଦେଲେ କଙ୍ଗନା
ନୂଆଦିଲ୍ଲୀ: ଇଣ୍ଡିଆନ ଏୟାର ଫୋର୍ସ ଡେ ଅବସରରେ କଙ୍ଗନା ରାନାୱତ ଏବଂ ନିର୍ମାତା ଆରଏସଭିପି ଫିଲ୍ମ ସୋସିଆଲ ମିଡିଆରେ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର 'ତେଜସ'ର ଦମଦାର ଟ୍ରେଲର ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରରେ…
ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ବଢିବା ଆରମ୍ଭ କଲାଣି ସୁନା ଦର, ସୁନା ବିକିବାକୁ ଅରାଜି ଗହଣା ବେପାରୀ
ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱରେ ନିବେଶକଙ୍କ ଚିନ୍ତା ବଢିଯାଇଛି । ଏହି କ୍ରମରେ ସେୟାର ବଜାରରେ କିଣାବିକା ହ୍ରାସ ଘଟିବା ନେଇ ଆଶଙ୍କା ଉପୁଜିଥିବା ବେଳେ ଅନ୍ୟପଟେ…
ବଡ଼ ଅପଡେଟ୍: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ଶୁବମନ
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ୫ମ ମ୍ୟାଚ ଅନୁଷ୍ଠିତ ଅନୁଷ୍ଠିତ ହେବ । ତେବେ ଭାରତର ଯୁବ ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ ବୀମାର ଥିବାରୁ ସେ ଖେଳିବା ନେଇ ଆଶଙ୍କା…
ବାହାନଗା ଟ୍ରାଜେଡି : ଅଚିହ୍ନା ୨୮ଟି ମୃତ ଦେହର ଶବ ସଂସ୍କାର
ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ଆହୁରୀ ଅନେକ ଶବର କୌଣସି ଠିକଣା ମିିଳିନାହିଁ । ଚିହ୍ନଟ ହୋଇନଥିବା ମୃତଦେହ ସବୁ ପ୍ରାୟ ୪ ମାସ ହେବ ଏମ୍ସରେ ରହିଥିଲା ।…
ଖାଇବା ଠାରୁ ନେଇ ଲଗାଇବା ପର୍ଯ୍ୟନ୍ତ, ଚର୍ମ ପାଇଁ ଏହି ୫ଟି ଉପାୟରେ ବ୍ୟବହାର କରନ୍ତୁ ଆଲୋଭେରା
ସାଧାରଣତଃ ଲୋକମାନେ ଆଲୋଭେରା ଥିବା ସୌନ୍ଦର୍ଯ୍ୟ ପଦାର୍ଥ ବ୍ୟବହାର କରନ୍ତି। ସଠିକ୍ ଉପାୟରେ ଏହାର ପ୍ରତ୍ୟକ୍ଷ ବ୍ୟବହାର ମଧ୍ୟ ଆପଣଙ୍କ ପାଇଁ ପ୍ରଭାବଶାଳୀ ହୋଇପାରେ। ସୌନ୍ଦର୍ଯ୍ୟ ବିଶେଷଜ୍ଞ ହରିଶ ସିଙ୍ଗଲା ଏହା…
ନୌସେନା ପରେ ଭାରତୀୟ ବାୟୁସେନା ବି ବଦଳାଇଲା ଏହାର ଧ୍ୱଜ, ଜାଣନ୍ତୁ କାହିଁକି ହେଲା ଏହି ପରିବର୍ତ୍ତନ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଭି.ଆର୍.ଚୌଧରୀ ରବିବାର ପ୍ରୟାଗରାଜରେ ବାୟୁସେନାର ବାର୍ଷିକ ପ୍ୟାରେଡ୍ ଦିବସରେ ଏହାର ନୂଆ ଧ୍ୱଜର ଅନାବରଣ କରିଛନ୍ତି । ୭୨ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି…
ବିଶ୍ୱର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ ଫେଲ୍ ମାରିଲା କାହିଁକି: ‘ହମାସ’ ଷଡ଼ଯନ୍ତ୍ରର ସମ୍ୟକ ସୂଚନା ପାଇ ନଥିଲା ଇସ୍ରାଏଲ, କେଉଁଠି ରହିଥିଲା…
ନୂଆଦିଲ୍ଲୀ: ଇସ୍ରାଏଲ ଏକ ଛୋଟ ଦେଶ ହୋଇଥିଲେ ହେଁ ତା’ର ଡିଫେନ୍ସ ସିଷ୍ଟମ ବିଷୟରେ ସାରା ବିଶ୍ୱ ଅବଗତ ଅଛି । ଇସ୍ରାଏଲକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ମଧ୍ୟରେ ସାମିଲ କରାଯାଇଥାଏ । ଇସ୍ରାଏଲ ନିକଟରେ ପାରା ଆଇରନ…
ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ମୃତ୍ୟୁସଂଖ୍ୟା ପାର କଲା ୨ହଜାର
କାବୁଲ: ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୁତ ହୋଇଛି । ଏହି ଭୁମିକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଶକ୍ତିଶାଳୀ ଭୁମିକମ୍ପରେ ଗତକାଲି ୩୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି…
ଇସ୍ରାଏଲରୁ ଆସିଲା ହମାସ ଆତଙ୍କବାଦୀଙ୍କ ବର୍ବରତାର ଚିତ୍ର , ମହିଳାଙ୍କ ଶବ ସହ କଲେ ଏପରି ଆଚରଣ ଯେ ସାରା ବିଶ୍ୱ ସ୍ତବ୍ଧ
ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ସାରା ବିଶ୍ୱ ଏବେ ଚନ୍ତିତ । ଇସ୍ରାଏଲ ଓ ହମାସ ମଧ୍ୟରେ ଏହି ଯୁଦ୍ଧକୁ ଦେଢ ଦିନରୁ…