
Browsing Category
Featured
ରାଜଧାନୀରେ ପହଞ୍ଚିଲେ ଦୁଇ କେନ୍ଦ୍ର ମନ୍ତ୍ରୀ : ବିଜେପି ତରଫରୁ ଭବ୍ୟ ସ୍ୱାଗତ
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ । ଦିନିକିଆ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ ଆସିଛନ୍ତି । ବିମାନ ବନ୍ଦରରେ ବିଜେପି ତରଫରୁ…
କେନୋ ଡବଲରେ Bronze ପଦକ ହାସଲ କଲେ ଅର୍ଜୁନ-ସୁନୀଲ: ପଦକ ସଂଖ୍ୟା ୬୧କୁ ବୃଦ୍ଧି
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ପ୍ରଥମ ପଦକ ଭାବରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଷ ୧୦୦୦ ମିଟର କେନୋ ଡବଲରେ ଏହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଅର୍ଜୁନ ସିଂହ ଏବଂ ସୁନୀଲ ସିଂହ ସଲାମ । ଏହି…
ଆଜିଠୁ ହବିଷ୍ୟାଳି ଯୋଜନାରେ ପଞ୍ଜିକରଣ ଆରମ୍ଭ: ଜାଣନ୍ତୁ କିପରି ନିଜକୁ କରିବେ ରେଜିଷ୍ଟ୍ରେସନ
ପୁରୀ: ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳି ଯୋଜନାରେ ଆଜିଠାରୁ ନାମ ପଞ୍ଜିକରଣ ଆରମ୍ଭ ହେବ । ଆଗ୍ରହୀ ମା’ମାନେ ନିଜନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିମ୍ବା ଅନ୍ଲାଇନ୍ ଜରିଆରେ…
୧୩,୦୦୦ ଲୋକଙ୍କୁ ନିଯୁକ୍ତି ଦେବ ଆଦାନୀ ଗ୍ରୁପ୍, କମ୍ପାନୀ ପ୍ରସ୍ତୁତ କରିଛି ଏହି ପ୍ଲାନ୍
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିଜର ବ୍ୟବସାୟ ବିସ୍ତାର ପାଇଁ ପ୍ରତିଦିନ କାମ କରୁଛି । ବର୍ତ୍ତମାନ ଖବର ଆସୁଛି ଯେ, ୨୦୨୭ ସୁଦ୍ଧା ଆଦାନୀ ଗ୍ରୁପ୍ ଆଉ ଏକ ନୂଆ ମାନୁଫାକ୍ଚରିଂ ପ୍ରୋଜେକ୍ଟ ସ୍ଥାପନ କରିବ । ଏଥର ଆଦାନୀ…
ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି…
କେମିକାଲ ବୋମାରେ ୨୬/୧୧ ରୁ ବଡ଼ ଆଟାକ୍ କରିବାର ପ୍ଲାନ୍: ଦିଲ୍ଲୀ ସହ ଏହି ୧୮ଟି ସ୍ଥାନରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର ରଚୁୁଥିଲା ISIS
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦ୍ୱାରା ଧରାଯାଇଥିବା ତିନି ଆତଙ୍କବାଦୀଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ମୁଖ୍ୟ ଅଭିଯୁକ୍ତ ଶାହନାୱାଜ ଏବଂ ତାଙ୍କ ସହଯୋଗୀମାନେ ଦିଲ୍ଲୀ-ଏନସିଆର ସମେତ…
ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ
ବାଲିଗୁଡ଼ା : ବାଲିଗୁଡ଼ା ରେ ଘଟିଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ପାଟଖଣ୍ଡା ସାହିରେ ଥିବା ଏକ ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବିସ୍କୁଟ ଓ ଚକୋଲେଟ ଜଳିଯାଇଛି । ତେବେ…
୨୪ ଘଣ୍ଟାରେ ପୁଣି ୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮
ସୁନ୍ଦରଗଡ଼ : ଦିନକରେ ପୁଣି ୪ ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଲାଣି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ରୋଗରେ…
ଲୁଚି ଲୁଚି ଗୁଳି ମାରୁଛନ୍ତି ଆତଙ୍କବାଦୀ : ସୁରକ୍ଷାକର୍ମୀ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ
ଜମ୍ମୁକାଶ୍ମୀର : ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳି ବିନିମୟ । ରଜୌରୀରେ ୩ ଆତଙ୍କବାଦୀ ଲୁଚିି ରହିଥିବାର ସନ୍ଦେହ କରାଯାଉଛି । ଏନେଇ ସେହି ଅଞ୍ଚଳକୁ ଘେରିଛନ୍ତି ସୁରକ୍ଷାକର୍ମୀ । ଏହା ସହିତ ସର୍ଚ୍ଚ…
ଏସିଆନ୍ ଗେମ୍ସ କ୍ରିକେଟରେ ଜୟସ୍ୱାଲ ଶୋ’: ପ୍ରଥମ ମ୍ୟାଚରେ ବିସ୍ଫୋରକ ଶତକ
ନୂଆଦିଲ୍ଲୀ: କ୍ରିକେଟରେ ଭାରତର ଯୁବ ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ୱଳ ଦେଖାଯାଉଛି । ଦମଦାର ଫର୍ମରେ ଥିବା ଜୟସ୍ୱାଲ ଗୋଟିଏ ପରେ ଗୋଯିଏ ରେକର୍ଡ ନିଜ ନାମରେ କରିବାରେ ସଫଳ ହେଉଛନ୍ତି । ଆଜି…