fbpx
BSKY
BJD SHG SKY
BJD YOUTH SKY
Browsing Category

Featured

ସମସ୍ତ ସରକାରୀ ବ୍ୟାଙ୍କ, NPA ଓ ନେଟ୍ ପ୍ରଫିଟକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଫସି ରହିଥିବା କରଜ ଅର୍ଥାତ ଏନପିଏଓକୁ ହ୍ରାସ କରିବା ନେଇ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପବ୍ଲିକ…

ଚନ୍ଦ୍ରଗ୍ରହଣ ପାକତ୍ୟାଗ: ହେତୁବାଦୀ-ପରମ୍ପରାବାଦୀ ମଧ୍ୟରେ ଖଣ୍ଡଯୁଦ୍ଧ, ପୋଲିସର ଲାଠିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚନ୍ଦ୍ରଗ୍ରହଣ ଅବସରରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣର ପ୍ୟାକତ୍ୟାଗକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ରାଜଧାନୀ…

ସୁନୀଲ ବଂଶଲଙ୍କ ପ୍ରଭାରୀ ପରେ ବିଜେପିର ପ୍ରଥମ ବିଜୟ, ଧାମନଗର ପରେ ଏବେ ପଦ୍ମପୁରରେ କାମ ଦେବ କି କୁଶଳୀ ରଣନୀତିକାରଙ୍କ ରଣନୀତି ?

ଭୁବନେଶ୍ଵର: ଧାମନଗର ଉପ ନିର୍ବାଚନର ଉଷ୍ମତା ନ କମୁଣୁ ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଧାମନଗର ଗଡ ବଜାୟ ରଖିବାରେ ସଫଳ ହେବା…

ମହାନ ଡାକ୍ତର ,କନ୍ୟା ସନ୍ତାନ ଜନ୍ମ ହେଲେ ଫିସ ଛାଡ଼;ଲେବର ରୁମ୍‌ରୁ ଆରମ୍ଭ କରି ପ୍ରସୂତୀଙ୍କ ଖାଦ୍ୟପେୟ ସବୁ ଫ୍ରି

ପୁଣେ : ବର୍ତ୍ତମାନ ସମୟରେ ମଧ୍ୟ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପୁତ୍ର ସନ୍ତାନ ଲାଭ କଲେ ଯେଉଁ ମାତ୍ରାରେ ଖୁସି ହେଉଛନ୍ତି କନ୍ୟା ସନ୍ତାନ ହେବା ଦ୍ୱାରା ବହୁତ ମନ ନିରାଶ ହେଉଛନ୍ତି । ଏହା ସହିତ କନ୍ୟା…

ପଦ୍ମପୁର ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେଡି,ଧାମନଗର ତ୍ରୁଟି ସୁଧାରିବା ପାଇଁ ଏହି ମନ୍ତ୍ରୀଙ୍କ ଉପରେ ଭରସା କରିଲେ ସୁପ୍ରିମୋ!

ଭୁବନେଶ୍ୱର:ଧାମନଗର ନିର୍ବାଚନ ହାରିବା ପରେ ଏବେ ସଜାଗ ହୋଇ ପଡିଛି ବିଜେଡି । ପରାଜୟ ଛିଟାକୁ ହାଲୁକା କରିବା ପାଇଁ ଏବେ ପଦ୍ମପୁରରେ ବଡ ଗେମ ପ୍ଲାନ କରୁଛି ବିଜେଡି । ଆଗକୁ ଅଛି ପଦ୍ମପୁର ଉପ ନିର୍ବାଚନ ଆଉ ଧାମନଗରେ…

IIT ଆଡମିସନ ଫିସ୍ ୫୦ ପ୍ରତିଶତ ଛାଡ଼: ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପାଠ ପଢ଼ିବା ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଏହି ବଡ଼ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟା ଅଙ୍କର ଅର୍ଥ ଜମା…

Western Coalfields Limited ପକ୍ଷରୁ ବାହାରିଲା ୯୦୦ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ୱେଷ୍ଟର୍ଣ୍ଣ କୋଲ ଫିଲ୍ଡସ ଲିମିଟେଡ୍ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୯୦୦ଟି ପଦବୀ ଖାଲିଥିବା ବେଳେ ପ୍ରାର୍ଥୀମାନେ…

Free Civil Service Coaching ପୁଣି ଆରମ୍ଭ ହେବ: ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିବେ ଓଡ଼ିଶାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ପୁଣି ଥରେ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିବେ । ଗତ ୨୦୧୯ରେ ରାଜ୍ୟ…

ଡଙ୍ଗାଭସା:ପରମ୍ପରା କୁ ଜୀବିତ ରଖିବା ପାଇଁ ପ୍ରକୃତି ନଷ୍ଟ କରିବା ଉଚିତ କି ?

ଭୁବନେଶ୍ୱର:ପରମ୍ପରା ଯାହା ଆମକୁ ଆମ ଇତିହାସ ସହିତ ଏକ ଅଦୃଶ୍ୟ ଡୋରିରେ ବାନ୍ଧି ରଖିଥାଏ । ଏବଂ ଏହାକୁ ଜୀବିତ ରଖିବା ପାଇଁ ହିଁ ଆମେ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାଉ । କିନ୍ତୁ ଆଜି କାଲି ଏହା ସମୟ ସହିତ ଲୀନ…

ଖୁବଶୀଘ୍ର ରାଜ୍ୟରେ ଖୋଲିବ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର: ପରିବହନ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଆଇଡିଟିଆର) । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ…