fbpx
Browsing Category

Featured

ପୁଣି ଜଗା ମୁଣ୍ଡରେ ଶୋଭା ପାଇବ କି କୋହିନୂର? ରିଷି ସୁନକ ଫେରାଇ ଆଣିବେ ହୀରା!

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶଦ୍ଭୋବ ରିଷି ସୁନକ । ଯେଉଁ ବ୍ରିଟିସ୍ ଭାରତ ଉପରେ ୨ ଶହରୁ ଅଧିକ ବର୍ଷ ଧରି ଶାସନ କରିଥିଲା । ସେହି ଦେଶ ଉପରେ ଏବେ ଶାସନ କରିବେ ହିନ୍ଦୁ ପୁଅ ରିଷି ।…

ଲାଇନରେ ଯିବା ବେଳେ ଭୟଙ୍କର ରୂପ ନେଲା ଟ୍ରେନ: ଷ୍ଟେସନରେ ପରିସ୍ଥିତି ବେହାଲ

ବିହାରର ଗୟାରେ କୋଡରମା ଏବଂ ମାନପୁର ରେଲୱେ ଖଣ୍ଡ ମଧ୍ୟରେ ଏକ ରେଳ ଦୁର୍ଘଟରା ଦେଖିବାକୁ ମିଳିଛି । ହଠାତ ଟ୍ରେନଟି ଟ୍ରାକରୁ ଖସିଯିବାରୁ ଏଭଳି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କୋଇଲା ନେଇ ଯାଉଥିବା ଏକ…

Video: ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ, ସାଥି ଗୃହରକ୍ଷୀଙ୍କ ଶବକୁ କାନ୍ଧରେ ବୋହିନେଲେ ମଶାଣି

ମାଲକାନଗିରି: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନାର ପୋଲିସ କର୍ମଚାରୀ। ହଁ ଆଜ୍ଞା ଏମିତି କିଛି ଭିନ୍ନ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ। ସୂଚନା…

ଶାରଳା ପୁରସ୍କାର ପାଇଲେ ଗୌରହରି: କଥାକାର ଭାବେ ହାସଲ କରିଛନ୍ତି ନିଆରା ପରିଚୟ

କଥାକାର ଗୌରହରି ଦାସଙ୍କ ଆଜି ମିଳିଛି ଏକ ବିରାଟ ଉପହାର । ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ଭାବରେ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ଏବଂ ଫଳକ ପ୍ରଦାନ ଗ୍ରହଣ…

Flipkart ରୁ ଅର୍ଡର କଲେ ଲାପଟପ, ପ୍ୟାକେଟରୁ ବାହାରିଲା ଆଉ କିଛି, ଜାଣନ୍ତୁ କମ୍ପାନୀ କ’ଣ ଦେଲା ଉତ୍ତର

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଅଧିକାଂଶ ଇ-କମର୍ସ କମ୍ପାନୀ ଡିସ୍କାଉଣ୍ଟ ଘୋଷଣା କରିଛନ୍ତି । ଫଳରେ ଅନଲାଇନ ସପିଙ୍ଗ ଖୁବ ବୃଦ୍ଧି ପାଇଥିଲା । କିନ୍ତୁ ଜଣେ ଯୁବକଙ୍କୁ ଏହି ଅନଲାଇନ ସପିଙ୍ଗ କରିବା ମହଙ୍ଗା ପଡି ଯାଇଛି ।…

PM Kisaan Yojnaରେ ସାମିଲ ହେବେ ଦମ୍ପତ୍ତି! ପତୀ-ପତ୍ନୀ ଉଭୟଙ୍କୁ ମିଳିପାରିବ କି ଫାଇଦା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଦେଶର ଚାଷୀମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିସାନ ଯୋଜନା ଆରମ୍ଭ ହୋଇଯାଇଛି । ଏହି ଯୋଜନାରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାର୍ଷିକ ୬,୦୦୦ ଟଙ୍କା ଡିପୋଜିଟ କରୁଛନ୍ତି ସରକାର ।…

‘ଡାର୍ଟୀ ବମ୍‌’ ବାହାନାରେ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିପାରେ ଋଷ, ଚେତାଇ ଦେଲେ ରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଜାରୀ ରହିଥିବା ଯୁଦ୍ଧ ମଧ୍ୟରେ ପରମାଣୁ ଆକ୍ରମଣର ଆଶଙ୍କା ବଢିବାରେ ଲାଗିଛି। 'ଡାର୍ଟୀ ବମ୍‌' ବାହାନାରେ ଋଷ ସେନା ୟୁକ୍ରେନ୍ ଉପରେ ପରମାଣୁ ବୋମା ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଋଷ…

ପ୍ରଶାନ୍ତ ମହାସାଗର ଉପରେ ଉଡୁଛି UFO: ରହସ୍ୟମୟୀ ଘଟଣାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଏଲିଅନ ଏବଂ ଅନ୍-ଆଇଡଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟସ(ୟୁଏଫଓ)କୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି । ଏହିସବୁ ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ଜିଜ୍ଞାସା ମଧ୍ୟ ଦେଖାଯାଇଥାଏ । ପ୍ରଥମେ ଆକାଶରେ…

ଡ୍ରାଇ ସାମ୍ପୁରୁ କ୍ୟାନ୍ସର ହେବା ଆଶଙ୍କା: ଭାରତରେ ବିକ୍ରି ହେଉଛି କି ଏହି ସାମ୍ପୁ ? ସ୍ପଷ୍ଟୀକରଣ ଦେଲା କମ୍ପାନୀ…

ନୂଆଦିଲ୍ଲୀ: ୟୁନିଲିଭର କମ୍ପାନୀର ଅନେକ ସାମ୍ପୁରେ ବେଞ୍ଜୀନ୍ ନାମକ ଭୟଙ୍କର କେମିକାଲ ମିଳିବା ପରେ କମ୍ପାନୀ ଆମେରିକା ବଜାରରୁ ନିଜ ଉତ୍ପାଦ ଫେରାଇବାକୁ ନିଷ୍ପତି ନେଇଛି । ଏହାରି ମଧ୍ୟରେ ୟୁନିଲିଭର ସହାୟକ କମ୍ପାନୀ…

Video: ଏକତା ଆଣିଲା କ୍ରିକେଟ ମ୍ୟାଚ୍, ମିଳିମିଶି ଧମାକାଦାର ଡ୍ୟାନ୍ସ କଲେ ଭାରତ, ପାକ୍ ପ୍ରଶଂସକ

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଧମାକାଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଭାରତ। ପାକିସ୍ତାନ ମ୍ୟାଚ ରବିବାର ଦିନ ଭାରତ ଦୀପାବଳି ଉତ୍ସବ ଆରମ୍ଭ କରିଥିଲା। ଏହି ମ୍ୟାଚ ପରଠୁ ଭାରତ ଏବଂ…