CHARIDHAM
Browsing Category

Featured

ଓଡ଼ିଆ ଫ୍ୟାନଙ୍କ ମନର କଥା ବୁଝିଲେ ବଲିଉଡ୍ ଷ୍ଟାର: ଫୁଲବାଣୀର ରିଣ୍ଟୁନଙ୍କ ନିକଟକୁ ଜନ୍ମଦିନ ଉପହାର ପଠାଇଲେ ସୁନିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫିଲ୍ମ ଷ୍ଟାର ଓ କ୍ରିକେଟରଙ୍କର ଦେଶ ଓ ବିଦେଶରେ ଅଗଣିତ ପ୍ରଶଂସକ ରହିଥାନ୍ତି । ସେଲିବ୍ରେଟିଙ୍କ ପ୍ରେମରେ ଅନେକ ଫ୍ୟାନ ଏତେ ପାଗଳ ହୋଇଥାନ୍ତି ଯେ ଅନେକ ନିଜ ପସନ୍ଦର ଷ୍ଟାରଙ୍କ ପରି କେଶ…

ବିଶ୍ବବାସୀଙ୍କୁ WHOର ସତର୍କ ବାଣୀ: କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବାକୁ ଯାଉଛି ବିଶ୍ବ, ୫ କୋଟି ଲୋକ ହରାଇବେ ପ୍ରାଣ

ଓଡ଼ିଶା ଭାସ୍କର: ଆସୁଛି ଆଉ ଏକ ମହାମାରୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଏନେଇ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୭୦…

NIAକୁ ମିଳିବ ଅଧିକ ଶକ୍ତି: ୧ଟି ADG ଓ ୬ଟି IG ପଦ ସୃଷ୍ଟି ନେଇ ମଞ୍ଜୁରୀ ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ବର୍ତ୍ତମାନ ସମୟରେ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି । ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂହ ନିଜାରଙ୍କୁ ଗୁଳି କରି ହତ୍ୟା ପରେ ଉକ୍ତ…

‘ମୋ ସ୍ତ୍ରୀ ଏବେ ବି ତାର ପ୍ରେମିକଙ୍କୁ ଭଲ ପାଉଛି ସେଥିଲାଗି ମୁଁ ସେମାନଙ୍କ ବିବାହ କରାଇଦେଲି’

ଓଡିଶା ଭାସ୍କର: ସିନେମାର କାହାଣୀ ଭଳ ଏକି ଘଟଣା ଉତ୍ତରପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି । ଏଠାରେ ଜଣେ ପ୍ରେମିକ ବିବାହିତା ପ୍ରେମିକାକୁ ଦେଖା କରିବା ପାଇଁ ତାର ଶାଶୁଘରେ ପହଞ୍ଚିଥିଲେ । ଏବିଷୟରେ ସ୍ୱାମୀ ଖବର…

ଦୁଇ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବ । ତେଣୁ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ…

ସ୍ୱରା ଭାଷ୍କର ଏବଂ ଫାହାଦ୍ ଅହମ୍ମଦଙ୍କ ଘରେ ଜନ୍ମ ନେଲା କୁନି ପରୀ, ଝିଅ ସହ ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ସମାଜବାଦୀ ପାର୍ଟି ନେତା ଫାହାଦ୍ ଅହମ୍ମଦଙ୍କର ଏକ ଝିଅ ଜନ୍ମ ହୋଇଛି। ସ୍ୱରା ଭାସ୍କର ନିଜେ ଏହି ସୂଚନା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏହାକୁ ପ୍ରଶଂସକଙ୍କ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେଥିପାଇଁ ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା…

ଯଦି ଆପଣଙ୍କ ଜୀବନରେ ବାରମ୍ବାର ଅସୁବିଧା ଆସୁଥାଏ ତେବେ କରନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ମଙ୍ଗଳବାର କରନ୍ତୁ ଏହି ଉପାୟ ଦୂର ହେବ ଆପଣଙ୍କ ସବୁ ସମସ୍ୟା । ବଜରଙ୍ଗବାଲୀଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିକୁ ସୁଧାରିବାକୁ ମଙ୍ଗଳବାର ଦିନ ହନୁମାନଙ୍କର ଏହି ମନ୍ତ୍ରକୁ ୨୧…

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ଉପରେ RBI ଲଗାଇଲା ୧.୩ କୋଟିର ଜରିମାନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ନିୟମ ପାଳନ କରିବାରେ ଅଳସୁଆତାକୁ ନେଇ ଦୃଢ ପଦକ୍ଷେପ ନେଇଛି। ତେଣୁ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଉପରେ ୧.୩ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଏହା…

ଏହି କାରଣରୁ ଆସନ୍ତା କାଲି ବନ୍ଦ ରହିବ ସମସ୍ତ ଘରୋଇ ବିଦ୍ୟାଳୟ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ସମସ୍ତ ଘରୋଇ ବିଦ୍ୟାଳୟ ଆସନ୍ତା କାଲି ଛୁଟି ରହିବ । ଏହା କର୍ଣ୍ଣାଟକର ଇଂରାଜୀ ମିଡିୟମ ସ୍କୁଲର ଅସୋସିଏଟ ମ୍ୟାନେଜମେଣ୍ଟ ଦ୍ୱାରା ଏ ସଂପର୍କରେ ଘୋଷଣା କରାଯାଇଛି । ବେଙ୍ଗାଲୁରୁ ସହରାଞ୍ଚଳ…