Browsing Category
Featured
ଆଶ୍ରୟ ଗୃହରେ ନାବାଳିକା ସହ ଦୁଷ୍କର୍ମ, DCW ଦିଲ୍ଲୀ ପୋଲିସକୁ ଜାରି କଲେ ନୋଟିସ୍
ନୂଆଦିଲ୍ଲୀ: ଏକ ଆଶ୍ରୟ ଗୃହରେ ନାବାଳିକାଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଶନିବାର ରାତିରେ ୧୮୧ ମହିଳା…
ଏସିଆ କପରେ ଭାରତକୁ ବଡ଼ ଝଟକା: ଟୁର୍ଣ୍ଣାମେଣ୍ଟ ଅଧାରୁ ଭାରତ ଫେରିଲେ ବୁମ୍ରା
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ନେପାଳକୁ ଭେଟିବ । ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ଫଳରେ ଦୁଇ ଟିମ୍ ୧-୧ ପଏଣ୍ଟ ଭାଗ…
ଭାରତ-ପାକିସ୍ତାନ ମ୍ୟାଚ ମଧ୍ୟରେ ଜଣେ ବ୍ୟକ୍ତି ଅର୍ଡର କଲା ୬୨ ୟୁନିଟ ବିରିୟାନୀ, swiggy ଆଶ୍ଚର୍ଯ୍ୟ ହୋଇ ପଚାରିଲା ଏହି ପ୍ରଶ୍ନ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି ଏବଂ ଉଭୟ ଦଳର ପ୍ରତିଯୋଗିତାମୂଳକ ମ୍ୟାଚର ଦୃଢ ଇତିହାସ ମଧ୍ୟ ରହିଛି। ଯେତେବେଳେ ବି ଏହି ଏସୀୟ…
Financial influencersଙ୍କ ଉପରେ ଅଙ୍କୁଶ ଲଗାଇବ SEBI, ନିବେଶକଙ୍କୁ ମଧ୍ୟ ଠକାମିରୁ କରିବ ରକ୍ଷା
ନୂଆଦିଲ୍ଲୀ: ନିବେଶକମାନଙ୍କୁ ସଠିକ୍ ଏବଂ ନିରପେକ୍ଷ ସୂଚନା ପ୍ରଦାନ କରିବାକୁ, ମାର୍କେଟ ରେଗୁଲେଟର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଯଥା SEBI ଆର୍ଥିକ ପ୍ରଭାବଶାଳୀମାନଙ୍କୁ ରୋକିବା ପାଇଁ ପ୍ରସ୍ତୁତ…
ଇଷ୍ଟ୍ ବେଙ୍ଗଲ୍କୁ ୧-୦ ଗୋଲ୍ରେ ହରାଇ ୧୭ ଥର ପାଇଁ ଡୁରାଣ୍ଡ କପ୍ ଜିତିଲା ମୋହନ ବାଗାନ ସୁପର ଜାଏଣ୍ଟସ୍
ନୂଆଦିଲ୍ଲୀ: ରବିବାର ସ୍ଥାନୀୟ ସଲ୍ଟଲେକ୍ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ୍ ଫାଇନାଲରେ ଇଷ୍ଟ ବେଙ୍ଗଲ୍କୁ ୧-୦ ଗୋଲ୍ରେ ପରାସ୍ତ କରିଛି ମୋହନବାଗାନ ସୁପର ଜାଏଣ୍ଟସ୍ । ୧୦ ଜଣଙ୍କୁ ନେଇ ଖେଳୁଥିବା ବେଳେ ୭୧ ତମ…
ପାକିସ୍ତାନୀ ପ୍ରଶଂସକ ବାଲିରେ ଆଙ୍କିଲେ ବିରାଟ କୋହଲୀଙ୍କ ଫଟୋଚିତ୍ର, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ
ବାଲୁଚିସ୍ତାନ: ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବିରାଟ କୋହଲିଙ୍କ ଛବି ବାଲିରେ ତିଆରି ଏକ ସୁନ୍ଦର…
ଡିଏ ବୃଦ୍ଧି ପୂର୍ବରୁ ପ୍ରମୋଶନକୁ ନେଇ ଆସିଲା ଖୁସି ଖବର, କେନ୍ଦ୍ର ସରକାର ଏହି କର୍ମଚାରୀଙ୍କୁ ଦେଲେ ଉପହାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ବର୍ଷର ଦ୍ୱିତୀୟ ଷଡମାସରେ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ପାଇବା ଲାଗି ଅପେକ୍ଷାରେ ରହିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀଙ୍କ…
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ
ଗଞ୍ଜାମ: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଶୋକାକୁଳ ପରିସ୍ଥିତିରେ ତାଙ୍କର ଶେଷକୃତ୍ୟ…
ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀ ପରେ ସ୍ତ୍ରୀର ଆତ୍ମହତ୍ୟା
ଖୋର୍ଦ୍ଧା : ଏବେ ଆଉ ମଣିଷ ନଜର କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରୁନି । ରାଗର ବସବର୍ତ୍ତୀ ହୋଇ ସେ କ’ଣ ଯେ କରେ ତାହା ତାକୁ ନିଜକୁ ମଧ୍ୟ ଜଣାନଥାଏ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଦର ଥାନା ବଣିଆଟାଙ୍ଗି…
ବଢୁଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, କହିଲେ ୨୦୧୯-୨୩ ମଧ୍ୟରେ ବିଶ୍ୱରେ ୫.୨ ଟ୍ରିଲିୟନ ଡଲାର ମୂଲ୍ୟର କ୍ଷତି…
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୋଦୀ କହିଛନ୍ତି ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧ ସାମାଜିକ ଓ ଭୂରାଜନୈତକ ସମସ୍ୟା…