Browsing Category

Featured

ଜନ୍ମଦିନରେ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଆରମ୍ଭ ହେବ ‘ଆୟୂଷ୍ମାନ ଭବଃ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ପାଳିବେ ନିଜର ୭୩ତମ ଜନ୍ମ ଦିବସ । ତେବେ ଏହି ଅବସରରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଉପହାର ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ ଅର୍ଥାତ୍ ମୋଦୀଙ୍କ…

ସୌରିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି : ବଢିଲା କଣ୍ଠଶିଳ୍ପୀଙ୍କ ଅଡ଼ୁଆ

ଭୁବନେଶ୍ୱର : କଣ୍ଠଶିଳ୍ପି ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା କମିଶନରେଟ ପୋଲିସ । କୋଲକତାକୁ ଯାଇ ଖାଲି ହାତରେ ପୋଲିସ ଫେରିବା ପରେ, ଏହି ନିଷ୍ପତି ନେଇଛି କମିଶନରେଟ ପୋଲିସ । କୋଲକାତାର ୩ଟି…

ଆକାଉଣ୍ଟ ଖୋଲିବା ପାଇଁ ପୋଷ୍ଟ ଅଫିସ ଆଣିଲା ନୂଆ ସ୍କିମ, ଟିକସ ଛାଡ ସହିତ: ୬.୯% ରୁ ୭.୫% ପର୍ଯ୍ୟନ୍ତ ମିଳୁଛି ସୁଦ୍ଧ

ଓଡ଼ିଶା ଭାସ୍କର: ଯଦି ଆପଣ କମ ଖର୍ଚ୍ଚରେ ଭଲ ରିଟର୍ନ ବା ସୁଦ୍ଧ ପାଇବାକୁ ଚାହୁଛନ୍ତି ତେବେ ଏହି ସ୍କିମ ଆପଣଙ୍କ ପାଇଁ । ଏବେ ପୋଷ୍ଟ ଅଫିସ ଆଣିଛି “ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମ” । ଏହାକୁ ଆପଣ ଫିକ୍ସ ଡିପୋଜିଟ…

Gmail ହେବ ଏବେ ଦମଦାର ! ଉପଲବ୍ଧ ହେବା ମଜେଦାର ଫିଚର, ବର୍ତ୍ତମାନ ଇମୋଜି ସହିତ ପଠାଇ ପାରିବେ ଇମେଲ୍

ନୂଆଦିଲ୍ଲୀ : Gmail ସାଧାରଣତ ଅଫିସ କାମ ପାଇଁ ବ୍ୟବହାର କରାଯାଏ, ଯେତେବେଳେ କି ହ୍ୱାଟସଅପ ଆପକୁ ଲୋକେ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି । ବୃତ୍ତିଗତ କାର୍ଯ୍ୟ ପାଇଁ Gmail କୁ…

ସୋମବାର ଆପଣାନ୍ତୁ ଏହି ଉପାୟ, ସବୁ ସମସ୍ୟାର ହେବ ସମାଧାନ: ଜୀବନରେ ସୁଖ-ଶାନ୍ତି ପାଇଁ ସୋମବାରରେ କରନ୍ତୁ ଏହି ଉପାୟ…

ସପ୍ତାହରେ ଗୋଟିଏ ଦିନ ଭଗବାନ ଶିବଙ୍କୁ ସମର୍ପଣ କରାଯାଏ । ଏହି ବାରରେ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେହି ପରି ଯେଉଁ କନ୍ୟାମାନଙ୍କର ବିବାହରରେ ବିଳମ୍ବ ହେଉଛି କିମ୍ବା…

ବିଷ ନେଲା ସାରା ପରିବାରର ଜୀବନ : ପୁଅ ଓ ଝିଅ ପରେ ଆଖି ବୁଜିଲେ ମାଆ

ବରଗଡ଼ : ସୁଖର ସଂସାର ମିଶିଲା ମାଟିରେ । ଘରର ମୁଖ୍ୟାଙ୍କ ମୃତ୍ୟୁପରେ ମର୍ମାହତ ପରିବାରର ୩ଜଣ ସଦସ୍ୟ କୀଟନାଶକ ବିଷ ପିଇଥିଲେ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଧୀନ ମାଷ୍ଟର୍‌ପଡ଼ା ଠାରେ ରବିବାର…

ଜସପ୍ରୀତ୍ ବୁମ୍ରାଙ୍କୁ ସରପ୍ରାଇଜ୍ କଲେ ଶାହିନ ଆଫ୍ରିଦି: କହିଲେ-କୁନି ଶେହଜାଦାଙ୍କ ପାଇଁ ଏହି ଉପହାର, ସମସ୍ତ କ୍ରିକେଟ୍ ଜଗତ କରୁଛି ପ୍ରଶଂସା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍‌ରେ ବର୍ଷା ଲଗାତାର ବାଧକ ସାଜୁଛି । ସମ୍ପୁର୍ଣ୍ଣ ଟୁର୍ଣ୍ଣାାମେଣ୍ଟରେ ଶ୍ରୀଲଙ୍କା ରାଜଧାନୀରେ ବର୍ଷା ପୁର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ହେତୁ ରବିବାର…

ଜୋରଦାର ଭୂକମ୍ପରେ ଥରି ଉଠିଲା ବଙ୍ଗୋପସାଗର: ମରକ୍କୋ ପରେ ପାଣି ଭିତରେ ଭୂମିକମ୍ପ

ପଶ୍ଚିମବଙ୍ଗ: ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ଭିତରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୪ ତୀବ୍ରତା ବୋଲି ଜଣା ପଡିଛି । ଭୂକମ୍ପର ଗଭୀରତା ୭୦…

କ୍ୟାନସର ପାଇଁ ବିକ୍ରି ହେଉଛି ନକଲି ଔଷଧ : ନଜର ରଖିବାକୁ ରାଜ୍ୟଙ୍କୁ ଡିସିଜିଆଇର ପରମାର୍ଶ

ନୂଆଦିଲ୍ଲୀ : ଭାରତର ବଜାରରେ ଲିଭର ଏବଂ କ୍ୟାନସର ରୋଗୀଙ୍କ ପାଇଁ ନକଲି ଔଷଧ ସହ ଇଞ୍ଜକସନ ବିକ୍ରି ହେଉଛି । ଏନେଇ ଡିସିଜିଆଇ ସୂଚନା ଦେଇଛନ୍ତି । ଏଥିସହିତ ନକଲି ଔଷଧ ଏବଂ ଇଞ୍ଜକସନ ଉପରେ କଡ଼ା ନଜର ରଖିବା ପାଇଁ ସବୁ…

ପ୍ରବଳ ବର୍ଷା ପାଇଁ ରାଜଧାନୀରେ ସବୁ ସ୍କୁଲ ଛୁଟି: ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ନେଇ ଜିଲ୍ଲାପାଳଙ୍କ ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଅବସ୍ଥା ଗମ୍ଭୀର ହୋଇ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କ…