Browsing Category
Featured
‘ଦିଲ୍ଲୀରେ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ନାହିଁ’ ଗେହଲଟ-ବାଘେଲଙ୍କ ଦାବି ଖାରଜ କଲେ ଗୃହମନ୍ତ୍ରୀ
ନୂଆଦିଲ୍ଲୀ: ଭାରତରେ ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ରାତ୍ରିଭୋଜକୁ ନେଇ ଚର୍ଚ୍ଚା ଲାଗି ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲୀରେ ଲ୍ୟାଣ୍ଡିଙ୍ଗର ଅନୁମତି…
ଜନ୍ମଦିନରେ ଖିଲାଡି କୁମାର ଭେଟିଦେଲେ ବଡ ଉପହାର, ୱେଲକମ୍ ୩ର ଟିଜର ସେୟାର ସହିତ କଲେ ରିଲିଜ୍ ଡେଟ୍ ଘୋଷଣା
ନୂଆଦିଲ୍ଲୀ: ଆଜି ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ଜନ୍ମଦିନ । ଏହି ଅବସରରେ ଅଭିନେତା ପରିବାର ସହ ମହାକାଳ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଜନ୍ମଦିନ ଅବସରରେ ଖିଲାଡି କୁମାର ନିଜ ଫ୍ୟାନମାନଙ୍କୁ ବଡ ଉପହାର ଭେଟି…
ପାଣି ପାଇଁ ମାଡ : ଶିକ୍ଷକଙ୍କ ପାଇଁ ରଖାଯାଇଥିବା ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ପିଟିଲେ ଶିକ୍ଷକ
ଭରତପୁର : ରାଜସ୍ଥାନ ଜାଲୋରରେ ଗୋଟିଏ ପିଲା ମାଠିଆରୁ ପାଣି ପିଇଥିବାରୁ ତାକୁ ମାଡ ହୋଇଥିଲା । ଏବେ ପୁଣି ସେହି ଭଳି ଘଟଣା ଭରତପୁରରେ ଦେଖିବାକୁ ମିଳିଛି । ଏଠାରେ ସରକାରୀ ସ୍କୁଲର ୭ମ ଶ୍ରେଣୀରେ ପଢୁଥିବା ଏକ ଦଳିତ…
(Video)ଜି ୨୦ ସମ୍ମିଳନୀ ଲାଗି ଭାରତର ଗରିବୀ ଉପରେ ଢାଙ୍କି ଦିଆଯାଇଛି ସବୁଜ ଚାଦର, ଭିଡିଓ ସେୟାର କରି କଡା ଭାଷାରେ ସମାଲୋଚନା କଲେ ରାହୁଲ
ନୂଆଦିଲ୍ଲୀ: ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଆମେରିକା,ବ୍ରିଟେନ, ଚୀନ ସହିତ ବହୁ ଦେଶର ନେତା ଏବେ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ବିରୋଧୀ ଦଳ ଲଗାତର…
G-20 ସମ୍ମିଳନୀରେ ଭାରତର ବଡ଼ ସଫଳତା: ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମଞ୍ଜୁରୀ ମିଳିଛି । ସମସ୍ତଙ୍କର କଠିନ ପରିଶ୍ରମ ଓ…
ଆସନ୍ତା ବର୍ଷ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଗର୍ଭଗୃହରେ ବିରାଜମାନ କରିବେ ରାମ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଆସନ୍ତା ବର୍ଷ ୨୨ ଜାନୁଆରୀରେ ଉଦଘାଟିତ ହେବ । ଜି ମିଡିଆ ସମ୍ବାଦଦାତା ସୂତ୍ରରୁ ପ୍ରକାଶ ଯେ, ଅଯୋଧ୍ୟାରେ ଚାଲିଥିବା ବୈଠକରେ ରାମ ଲାଲାଙ୍କୁ ୨୨ ଜାନୁୟାରୀ ୨୦୨୪ ରେ ଗର୍ଭଗୃହରେ…
(Video) ଏହି କୋଣାର୍କ ଧର୍ମଚକ୍ର କ’ଣ? ଜୋ ବାଇଡେନଙ୍କ ପାଇଁ ଗାଇଡ ସାଜି ମୋଦୀ ବୁଝାଇଲେ ଏହାର ରହସ୍ୟ
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତ ମଣ୍ଡପମ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ତେବେ ଏହି…
ଚନ୍ଦ୍ରପୃଷ୍ଠରେ ବିଶ୍ରାମ ନେଉଛି ବିକ୍ରମ ଲ୍ୟାଣ୍ଡର, ଦେଖନ୍ତୁ ଇସ୍ରୋ ନିକଟକୁ ଆସିଥିବା ଏକ ନୂଆ ଫଟୋ
ଓଡିଶା ଭାସ୍କର; ଚନ୍ଦ୍ରଯାନ-୩ ର ବିକ୍ରମ ଲ୍ୟାଣ୍ଡରକୁ ଗତ ସୋମବାର ଠାରୁ ନିଷ୍କ୍ରିୟ ଅବସ୍ଥା ବା ସ୍ଲିପ ମୋଡ଼ରେ ରଖାଯାଇଛି । ତେବେ ବର୍ତମାନ ତାହା କିଭଳି ଅବସ୍ଥାରେ ବିଶ୍ରାମ ନେଉଛି ତାହାର ଫଟୋକୁ କଏଦ କରିଛି…
ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା: ୮୦ରୁ ଅଧିକ ନେତାଙ୍କୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି ।…
ସ୍ୱାମୀ ନେଲା ଏପରି ‘ଅଗ୍ନିପରୀକ୍ଷା’: ଗରମ ତେଲରେ ପତ୍ନୀଙ୍କ ହାତ ବୁଡ଼ାଇବା ସହ ପ୍ରାଇଭେଟ୍ ପାର୍ଟରେ ଢ଼ାଳିଦେଲା ଲଙ୍କାଗୁଣ୍ଡ
ପାଲି: ରାଜସ୍ଥାନର ପାଲିରେ ଜଣେ ନିଷ୍ଠୁର ସ୍ୱାମୀଙ୍କ ଏପରି କାର୍ଯ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତ ହୃଦୟକୁ ଚକିତ କରିଦେବ । ଚରିତ୍ର ଉପରେ ସନ୍ଦେହ ଥିବାରୁ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବରେ…