Browsing Category

Featured

କୌଣସି କାରଣରୁ ଆପଣଙ୍କ ଉପରେ ରାଗିଛନ୍ତି କି ବନ୍ଧୁ, ଆପଣାନ୍ତୁ ନିମ୍ନୋକ୍ତ ଟିପ୍ସ ନିମିଷକେ ତୁଟିଯିବ ସବୁ ରାଗ

ବନ୍ଧୁତାରେ ସରି, ଧନ୍ୟବାଦ ଏସବୁର କିଛି ଆବଶ୍ୟକତା ନାହିଁ । ତେବେ କେତେକ କ୍ଷେତ୍ରରେ ଏହା ଠିକ୍ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ବନ୍ଧୁ ନିଜ କଥାରେ ବହୁତ ଗୁରୁତ୍ୱ…

ଖୁବ୍‌ଶୀଘ୍ର ସେୟାର ବଜାରରେ ଲିଷ୍ଟିଂ ହେବାକୁ ଯାଉଛି ମୁକେଶ ଅମ୍ବାନୀଙ୍କ ଫାଇନାନ୍ସ କମ୍ପାନୀ, ଆସୁ ଆସୁ କରିବ ବଡ଼ ରେକର୍ଡ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ଖୁବ୍‌ଶୀଘ୍ର ଜିଓ ଫାଇନାନ୍ସିଆଲ ସର୍ଭିସ୍‌କୁ ସେୟାର ବଜାରରେ ତାଲିକାଭୁକ୍ତ କରିବାକୁ ଯାଉଛନ୍ତି । ପୁର୍ବରୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଅନେକ କମ୍ପାନୀ ସେୟାର ବଜାରରେ…

ଏବେ ଜୋମାଟୋରେ ଖାଦ୍ୟ ଅର୍ଡର କଲେ ଦେବାକୁ ପଡିବ ଅଧିକ ଚାର୍ଜ, କେତେ ଅଧିକ ଦେବାକୁ ପଡିବ ଓ କେବେଠାରୁ ଦେବାକୁ ପଡିବ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଜୋମାଟୋ ଏକ ଫୁଡ୍ ଡେଲିଭରି ପ୍ଲାଟଫର୍ମ । ଏବେ ଏଥିରେ ଫୁଡ୍ ଅର୍ଡର କରିବା ୟୁଜର୍ସଙ୍କୁ ମହଙ୍ଗା ପଡିଯିବ । କଥା ହେଉଛି ଜୋମାଟୋରେ ଏବେ ଫି' ଆଦାୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ଏହାର…

୩% ମହଙ୍ଗା ଭତ୍ତା ବଢାଇ ପାରନ୍ତି କେନ୍ଦ୍ର ସରକାର, ଖୁବ୍‌ଶୀଘ୍ର ହେବ ଘୋଷଣା

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଦେଶରେ ଦରଦାମ୍ ବଢି ଚାଲିଥିବା ବେଳେ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା…

ନକାରାତ୍ମକ ପ୍ରଭାବ ପକାଉଛି ଡିଜିଟାଲ୍‌ ଦୁନିଆ, ପିଲାଙ୍କୁ ବୁଦ୍ଧିଆ କରିବାକୁ ଶୁଣାନ୍ତୁ ଗପ

ଆଜିକାଲି ଅଧିକାଂଶ ପିଲା ମୋବାଇଲ୍‌, ଟାବଲେଟ୍‌, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ ନିଜ ଡିଜିଟାଲ୍‌ ଦୁନିଆରେ ସୀମିତ ରହୁଥିବା…

ଆମେ ସପରିବାର ଇଚ୍ଛାମୃତ୍ୟୁ ଚାହୁଁ, ରାଜ୍ୟପାଳଙ୍କୁ ଏପରି ଚିଠି ଲେଖିଲେ ପରିବାରର ମୁଖ୍ୟ

ଓଡିଶା ଭାସ୍କର : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗାଁର ଏକ ପରିବାର ନିଜର ଇଚ୍ଛାମୃତ୍ୟୁ ଅନୁମତି ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ପାଥପୁର ଗାଁରେ ନିରୋଦ କୁମାର ସାହୁଙ୍କ ଘର ।…

ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା, ୧୫ରୁ ଅଧିକ ମୃତ ଓ ୫୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ:ପାକିସ୍ତାନରେ ଏକ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । କରାଚୀରୁ ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ ଗୋଟି ବଗି ଲାଇନଚ୍ୟୁତ ହେବା ଫଳରେ ୧୫ ଲୋକଙ୍କ ମୃତ୍ୟୁ ହୋଇଛି ଓ ୫୦ ରୁ ଅଧିକ ଲୋକ ଗୁରୁତର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡଘଡ଼ି ସହ ବର୍ଷା : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ସମ୍ବଲପୁର, ପିପିଲି ଓ ଗୁଣପୁରରେରେ ସର୍ବାଧିକ ୫ ସେଣ୍ଟିମିଟର ଲେଖାଏଁ ବର୍ଷା ରେକର୍ଡ କରାଯାଇଛି ।…

ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସଂଯୋଗ ପାଇଁ ୧,୩୯, ୫୦୦ କୋଟି ଟଙ୍କାର ବ୍ୟୟ ବରାଦ, ସୃଷ୍ଟି ହେବ ଅଢ଼େଇ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୩୯ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଭାରତ ନେଟ୍‍ ପ୍ରକଳ୍ପ ଅଧୀନରେ ଆସନ୍ତା ୨ ବର୍ଷ…

ବ୍ୟସ୍ତ ବହୁଳ ଜୀବନରେ ସୁସ୍ଥ ରହିବେ କିପରି : ଜାଣିନିଅନ୍ତୁ ଏହାର ଉପାୟ

ନୂଆଦିଲ୍ଲୀ : ଅଧିକାଂଶ ମଣିଷ ନିଜର ଅଧିକାଂଶ ସମୟ କାର୍ଯ୍ୟ କରୁଥିବା ସ୍ଥାନରେ ଅତିବାହିତ କରିଥାଏ । କର୍ମକ୍ଷେତ୍ରରେ ଅଧିକ ସମୟ ବିତଉଥିବା ବେଳେ ବାହାର ଖାଦ୍ୟ ଖାଇବା ପିଇବା କିମ୍ବା ଅଧିକ ସମୟ ବସିବା ଦ୍ୱାରା ଶରୀରରେ…