
Browsing Category
Featured
ସମାନ ଏବଂ ସାମୂହିକ ସମୃଦ୍ଧି ହାସଲ କରିବା ଦିଗରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରୁଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶ ସମାନ ଏବଂ ସାମୂହିକ ସମୃଦ୍ଧି ହାସଲ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି ଏବଂ ୨୦୪୭ ସୁଦ୍ଧା ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶକ୍ତି ବିଭାଗର ୪୧୨ ଜଣଙ୍କୁ ବାଣ୍ଟିବେ ନିଯୁକ୍ତିପତ୍ର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ଶକ୍ତି ବିଭାଗରେ ୪୧୨ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ନୂତନ ଭାବେ ଚାକିରି ପାଇଥିବା ୧୬୧ ଜଣ ଇଲେକ୍ଟ୍ରିକାଲ୍…
(Video) ପୁଣି ଏକ ଟ୍ରେନ ଦୁର୍ଘଟଣା: ପୁଣି ଏକ ଟ୍ରେନରେ ଲାଗିଲା ନିଆଁ
ନୂଆଦିଲ୍ଲୀ: ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ଏହି ଦୁର୍ଘଟଣାରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧…
ହାର୍ଟ ଆଟାକରେ ଅଭିନେତା ପବନ ସିଂହଙ୍କ ପରଲୋକ, ମାତ୍ର ୨୫ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା
ନୂଆଦିଲ୍ଲୀ: ସିନେମା ଜଗତ ପାଇଁ ଗତ କିଛି ସମୟ ଭଲ ନଥିଲା । ସିନେମା ଜଗତରୁ ଗୋଟିଏ ପରେ ଗୋଟିଏ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଅନ୍ୟ ଜଣେ କଳାକାରଙ୍କର ଅଳ୍ପ ବୟସରେ ଦେହାନ୍ତ ହେବାର ଖବର…
ସତ୍ୟବାଦୀରେ 5T ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳିମାଡ଼, ଯୁବକ ଗିରଫ
ପୁରୀ: ପୁରୀ ସତ୍ୟବାଦୀରେ 5T ସଚିବ ଭି.କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସତ୍ୟବାଦୀରେ ସଭାସ୍ଥଳକୁ ଯାଉଥିବାବେଳେ କାଳିମାଡ଼ ହୋଇଥିବା ଜଣାପଡିଛି ।…
ଦୂତିଙ୍କୁ ହୋଇଥିଲା କ୍ୟାନସର: ଡୋପ ଟେଷ୍ଟରେ ବିଫଳ ହେବା ପରେ ଦେଲେ ପ୍ରତିକ୍ରିୟା
ଭୁବନେଶ୍ୱର: ଦୁଇ ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ସେ କୌଣସି…
Google Keepsରେ ଆସୁଛି ନୂଆ ଫିଚସ: ଏବେ ଡିଲିଟ୍ ହୋଇଥିବା ଡାଟାକୁ କରିପାରିବେ ରିକଭର, Vidoeରେ ଦେଖନ୍ତୁ କିପରି ?
ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କିପ୍ ବ୍ୟବହାର କରୁଛନ୍ତି, ତେବେ ଶୀଘ୍ର ଆପଣଙ୍କୁ ଭଲ ଫିଚସ ମିଳିବାକୁ ଯାଉଛି । ନୋଟପ୍ୟାଡରେ ଡିଲିଟ୍ ହୋଇଥିବା ଡାଟା ଫେରାଇ ଆଣିବା ପାଇଁ କମ୍ପାନୀ ଲୋକଙ୍କୁ ବିକଳ୍ପ ଦେବାକୁ ଯାଉଛି ।…
ପୃଥିବୀରୁ ଲୋପ ପାଇଯିବ ପୁରୁଷ ଜାତି! ହ୍ରାସ ପାଉଛି Y Chromosome: ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ପରିସ୍ଥିତି କ୍ରମଶଃ ଭୟଙ୍କର ଆଡ଼କୁ ଗତି କରୁଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ପୃଥିବୀ ପୃଷ୍ଠରେ ଆଗାମୀ ଦିନମାନଙ୍କରେ ପୁରୁଷଙ୍କୁ ଆଉ ଦେଖିବାକୁ…
ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ ଟିବି ରୋଗ, ଜାଣନ୍ତୁ କ’ଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ
ନୂଆଦିଲ୍ଲୀ: ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏଥର ବିଶ୍ୱ ଯକ୍ଷ୍ମା ଦିବସର ବିଷୟବସ୍ତୁ 'ଇନଭେଷ୍ଟ୍ ଟୁ ଏଣ୍ଡ ଟିବି, ଲାଇଭ୍ ସେଭ୍' ରଖାଯାଇଛି। ଏହାର ଅର୍ଥ ହେଉଛି ଆମକୁ ଯକ୍ଷ୍ମା ଶେଷ…
ଆପଣଙ୍କୁ ହୋଇନି ତ’ ଡାଇବେଟିସ ? ଜାଣନ୍ତୁ ଏହାର ଲକ୍ଷଣ
ବିଶ୍ୱର ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ। ସେଥି ମଧ୍ୟରୁ ୫ ଭାଗ ଆମ ଭାରତୀୟ। ଯେଉଁମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଥାଏ ସେହିମାନଙ୍କ ଠାରେ ମଧ୍ୟ ଏହାର ଲକ୍ଷଣ ଦେଖାଯାଇଥାଏ। ତେବେ ଅନେକ ବ୍ୟକ୍ତି ଏହାର ଲକ୍ଷଣ…