CHARIDHAM
Browsing Category

Featured

ସାପ ଉଦ୍ଧର କରିବା ଏବଂ ମୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର: ଓଡ଼ିଶାରେ ମୋଟ୍ ମୃତ୍ୟୁ ସଂଖ୍ୟାରୁ ୪୦% ସାପ କାମୁଡ଼ାରେ ହେଉଥିବା ବେଳେ ସାପ ଉଦ୍ଧାର କରିବା ଏବଂ ସେମାନଙ୍କୁ ମୁକ୍ତ କରିବା ନେଇ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ସାପ ଧରାଳିଙ୍କ ଦ୍ୱାରା ଅଧିକ ଲୋକେ…

ଟି-୨୦ ଫର୍ମାଟରୁ ଦୂରେଇ ରହୁଛନ୍ତି ରୋହିତ-ବିରାଟ: ବଡ଼ କାରଣ କହିଲେ ଅଧିନାୟକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ଦିନିକିଆ ଏବଂ ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରୁଥିବା ବେଳେ ଟି-୨୦ ସିରିଜରୁ ଦୂରେଇ ରହିଛନ୍ତି ଉଭୟ ଷ୍ଟାର ଖେଳାଳି ।…

୪୭ ବର୍ଷ ମଧ୍ୟରେ ପ୍ରଥମ ଥର ଚନ୍ଦ୍ର ଯାତ୍ରାରେ ଋଷ, ଲଞ୍ଚ କଲା ଲୁନା-୨୫ମିଶନ

ନୂଆଦିଲ୍ଲୀ: ଭାରତ ଖୁବ୍‌ଶୀଘ୍ର ଚନ୍ଦ୍ରରେ ଏହାର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରିବାକୁ ଯାଉଛି। ଏହାରି ମଧ୍ୟରେ ଭାରତର ଘନିଷ୍ଠ ବନ୍ଧୁ ଋଷ ଦୀର୍ଘ ୪୭ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ବାହାରିଛି। ଶୁକ୍ରବାର…

ରକ୍ତଦାନ କରିବା ନେଇ ଟ୍ରାନ୍ସଜେଣ୍ଡରଙ୍କୁ ରୋକାଗଲା, ବହୁ ସଂଗଠନ କଲେ ବିରୋଧ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: କଲିକତାରେ ଟ୍ରାନ୍ସଜେଣ୍ଡର ସମାଜର କିଛି ଲୋକଙ୍କୁ ରକ୍ତଦାନ କରିବାକୁ ଦିଆନଯିବା ଘଟଣା ସାମ୍ନାକୁ ଆସିଛି । ଏନେଇ ସେଠାରେ ଅନେକ ଯୁକ୍ତି ତର୍କ କରାଯାଇଥିଲା । ଏହାପରେ ହେଲ୍ଥ ୱାର୍କର ବାଧ୍ୟ ହୋଇ ତାଙ୍କୁ…

ଆଜିଠୁ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ: ଘରେ ଘରେ ଉଡ଼ିବ ଜାତୀୟ ପତାକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେି ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ…

ତୁଳସୀକୁ ଏପରି କରନ୍ତୁ ପୂଜା, ଆସିବ ନାହିଁ କୌଣସି ନକାରାତ୍ମକ ଶକ୍ତି

ତୁଳସୀକୁ ପବିତ୍ର ଏବଂ ହିନ୍ଦୁ ଧର୍ମରେ ସମ୍ମାନିତ କରାଯାଏ । ଶାସ୍ତ୍ର ଅନୁଯାୟୀ ତୁଳସୀ ଲଗାଇଲେ କଦାପି କୌଣସି ନକାରାତ୍ମକ ଶକ୍ତି ଆସେ ନାହିଁ । ଏହା ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ଅଛି…

ଆଜି ରାଜ୍ୟ କ୍ୟାବିନେଟ୍‍: ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‍ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । କେତୋଟି ବିଭାଗର କ୍ୟାଡର ପୁନର୍ଗଠନ, କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ…

ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍କୁଲରେ ମୋବାଇଲ୍ ଫୋନକୁ ମନା, ଛାତ୍ରଛାତ୍ରୀ ସମେତ ଏହି ମାନଙ୍କ ଉପରେ ମଧ୍ୟ ଲାଗିଲା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗୁରୁବାର ଦିନ ବିଦ୍ୟାଳୟରେ ଏକ ନିର୍ଦ୍ଦେଶନାମା ଜାରି କରି ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଅରବିନ୍ଦ କେଜ୍ରିୱାଲ ସରକାରୀ ଅନ୍ତର୍ଗତ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ତରଫରୁ…

ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି: ଆସାମ ରାଇଫଲ୍ସ ଫେରାଇ ଆଣିବାକୁ ହେଉଛି ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଣିପୁରରୁ ଏକ ଚିଠି ପଠାଯାଇଛି । ମଣିପୁର ବିଧାୟକମାନେ ମୋଦୀଙ୍କୁ ଏହି ଚିଠି ଲେଖିଛନ୍ତି । ରାଜ୍ୟରୁ ଆସାମ ରାଇଫଲ୍ସକୁ ଉଠାଇ ଆଣିବା ପାଇଁ ଚିଠି ଲେଖିଛନ୍ତି…

ଶାସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଲେ ମୋଦୀ: ଅନାସ୍ଥା ପ୍ରସ୍ତାବ ଉପରେ ରଖିଲେ ଲମ୍ବା ଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦୀର୍ଘ ୨ ଘଣ୍ଟା ୧୩ ମିନିଟ ଲୋକସଭାରେ ନିଜର ପକ୍ଷ ରଖିଛନ୍ତି। ଏତେ ସମୟ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ଘଟଣାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…