Browsing Category

Featured

ଏଭଳି ବ୍ୟକ୍ତିଙ୍କୁ ମିଳୁଥିବା ମହିଳା ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଜାଣନ୍ତୁ ଭଲ ସ୍ୱାମୀର ଲକ୍ଷଣ

ମହାରାଜ ବିଦୂର ମହାଭାରତ କାଳର ଜଣେ ପ୍ରମୁଖ ଚରିତ୍ର । ସେ ଜଣେ ମହାନ ରାଜନୀତିଜ୍ଞ, ବିବେକଶୀଳ ଏବଂ ବୁଦ୍ଧିମାନ ବ୍ୟକ୍ତି ଥିଲେ । ତାଙ୍କର ନୀତି ସଫଳ ଜୀବନ ପାଇଁ ବହୁତ ଉପଯୋଗୀ । ମହାତ୍ମା ବିଦୂରଙ୍କ ନୀତି ବିଦୂର ନୀତି…

ଟିମ ଇଣ୍ଡିଆ ପାଇଁ ଭୟଙ୍କର ରୂପ ନେଲେ ଷ୍ଟାର୍କ: ଫେଲ ମାରିଲା ଭାରତର ଟପ୍ ଅର୍ଡର

ମୁମ୍ବାଇ: ଅଷ୍ଟ୍ରେଲିଆର ୧୮୯ ରନକୁ ପିଛା କରି ଭାରତ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ଫେଲ ମାରିଛି ଟିମ ଇଣ୍ଡିଆର ଟପ୍ ଅର୍ଡର । ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ଭାରତ ପାଇଁ ଏକ ଦୁଃସ୍ୱପ୍ନ…

ଚୀନ୍-ପାକିସ୍ତାନ ସହିତ ବିବାଦ ମଧ୍ୟରେ ବଡ଼ ମନ୍ତବ୍ୟ ଦେଲେ ସେନା ମୁଖ୍ୟ: କହିଲେ – ‘ଆମେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: ଲାଇନ୍ ଅଫ କଣ୍ଟ୍ରୋଲ ପାଖରେ ଚୀନ୍ ଏବଂ ଏଲ୍‌ଓସି ନିକଟରେ ପାକିସ୍ତାନ ସହିତ ଗତ କିଛି ବର୍ଷ ହେବ ଭାରତର ବିବାଦ ଲାଗି ରହିଛି। ଏଭଳି ସମୟରେ ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେ ବଡ଼ ବୟାନ ଦେଇଛନ୍ତି। ସେ…

ସମୟ ପୂର୍ବରୁ ମୁକୁଳିବେ ସିଦ୍ଧୁ! ଏହି କାରଣରୁ କମ୍ ହେଲା ଦଣ୍ଡାଦେଶର ସମୟ

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖରେ ଜେଲରୁ ମୁକୁଳି ପାରନ୍ତି ପ୍ରଞ୍ଜାବ କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ରୋଡରେଜ ଘଟଣାରେ ଜଣେ ବୃଦ୍ଧଙ୍କ ହତ୍ୟା ମାମଲାରେ ୧ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି…

ବନ୍ଧୁକ ଛାଡି ହଳ ଧରିବେ ସେନା କର୍ମଚାରୀ: ପ୍ରଶାସନ ଦେଲା ୪୫ ହଜାର ଏକର ଜମି

ନୂଆଦିଲ୍ଲୀ: ବର୍ତ୍ତମାନ ପାକିସ୍ତାନରେ ଘୋର ସଂକଟ ଦେଖାଦେଇଛି । ଗୋଟିଏ ପଟେ ଆର୍ଥିକ ସଂକଟ ଦେଶବାସୀଙ୍କୁ କଲବଲ କରୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମାମଲା ପାକିସ୍ତାନର ସମ୍ମାନ ଉପରେ ପ୍ରଶ୍ନ…

ଗ୍ୟାଙ୍ଗଷ୍ଟାର ହେବାକୁ ଚାହୁଁଛନ୍ତି ମେୟର ପ୍ରାର୍ଥିନୀ! କିଏ ଏହି Beauty Queen?

ପାଟନା: ବିୟୁଟି କୁଇନ୍, ମେୟର ପାଇଁ ଲଢି ସାରିଛନ୍ତି ନିର୍ବାଚନ, କିନ୍ତୁ ବର୍ତ୍ତମାନ ଗାଙ୍ଗଷ୍ଟାର ହେବା ପାଇଁ କରୁଛନ୍ତି ପ୍ରସ୍ତୁତି । ଏହି ସୁନ୍ଦରୀ ଶ୍ୱେତା ଝାଙ୍କୁ ନେଇ ବର୍ତ୍ତମାନ ଜୋର ଧରିଛି ଚର୍ଚ୍ଚା । ଧିରେ…

ଆନ୍ଦୋଳନ ପ୍ରାତ୍ୟାହାର କଲେ ଡ୍ରାଇଭର ମହାସଂଘ, ସୂଚନା ଦେଲେ ସଂଘ ସଭାପତି

ଭୁବନେଶ୍ୱର: ଗତ ତିନି ଦିନ ଧରି ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରାତ୍ୟାହାର କରିଛି ଡ୍ରାଇଭର ମହାସଂଘ। ଏନେଇ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘର ସଭାପତି ଫେସ୍‌ବୁକ୍‌ରେ…

ଏପରି ଲକ୍ଷଣ ଦେଖୁଥିଲେ ହୋଇଯାଅ ସାବଧାନ: ନଚେତ ହାର୍ଟ ଆଟାକ୍‌ ନେଇଯିବ ଜୀବନ

ଆଜିକାଲି ଲୋକମାନଙ୍କଠାରେ ଅନେକ ପ୍ରକାରର ରୋଗ ଦେଖାଯାଉଛି, ଯାହାକି ମୃତ୍ୟୁର କାରଣ ପାଲଟିଛି । ସେହିପରି ଅଳ୍ପ ବୟସରେ ହୃଦଘାତ କିମ୍ବା ଅନ୍ୟାନ୍ୟ ହୃଦଘାତ ଜନିତ ରୋଗ ହେତୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି…

ଅଷ୍ଟ୍ରେଲିଆକୁ ଝଟକା ଦେଲା ଭାରତର ପେସ ଆଟାକ: ୧୮୮ ରନରେ ଅଲଆଉଟ କଙ୍ଗାରୁ

ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଉପରେ ଭାରି ପଡିଛି ଭାରତୀୟ ବୋଲିଂ ସେନା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଧୂଆଁଧାର ଆରମ୍ଭ କରିଛି ଟିମ ଇଣ୍ଡିଆ । ଦୁଇ ପେସ ବୋଲର ମହମ୍ମଦ ଶାମୀ ଏବଂ…

IPL-2023 ହେବନି ଧୋନୀଙ୍କ ଶେଷ ସିଜନ! ମାହିଙ୍କ ଅବସରକୁ ନେଇ କ’ଣ କହିଲେ ରୈନା

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ନେଇ ପ୍ରଶଂସକଙ୍କ ମନରେ ଲାଗି ରହିଛି ଅନେକ ଚର୍ଚ୍ଚା । ଚଳିତବର୍ଷ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳରୁ ବିଦାୟ ନେବେ ବୋଲି ଆଲୋଚନା ଲାଗି ରହିଛି । ତେବେ ଏ ନେଇ ଧୋନୀ…