fbpx
Browsing Category

Featured

ମାଟ୍ରିକ ପରୀକ୍ଷାରେ ପୁଣି ପରିବର୍ତ୍ତନ: ଜାଣନ୍ତୁ ବଦଳିଲା କେଉଁ ସବୁ ନିୟମ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ନେଇ ଆସିଛି ଏକ ବଡ ଖବର । ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ରାଜ୍ୟରେ ଚାଲୁଥିବା ଅସହ୍ୟ ଗରମ ଏବଂ ଉଚ୍ଚ ତାପମାତ୍ରାକୁ ଦେଖି ପରୀକ୍ଷା…

ଅପରାଜିତାଙ୍କ ପୁରୀ ଗସ୍ତରେ ହାଇଡ୍ରାମା, ଦଳୀୟ କାର୍ଯ୍ୟକ୍ରମ ନୁହେଁ କହି ଦୁରେଇ ରହିଲା ବିଜେପି

ପୁରୀ: ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ହେବା ଲାଗି ଆଜି ସକାଳୁ ପୁରୀ ଅଭୀମୁଖେ ବାହାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ତାଙ୍କର ଏହି ଗସ୍ତକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଅପରାଜିତା…

ଜିଆରପି ଯବାନଙ୍କ ପାଇଁ ମରୁ ମରୁ ବଞ୍ଚିଲେ ଯୁବତୀ, ଯୁବକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ମହିଳା କନଷ୍ଟେବଳ: ଦେଖନ୍ତୁ ଏହି ଦୁଇଟି ଘଟଣାର Video

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କର ଅସାବଧାନତା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ୍ ହୋଇଥାଏ । ଏତେସବୁ ଘଟଣା ଘଟିବା ପରେ ମଧ୍ୟ…

ମେହୁଲ ଚୋକସିକୁ ଆଉ ଏକ ଝଟକା, ଆଇଟି ବିଭାଗ ଜବତ କଲା ୧୦୦ ଏକର ଜମି

ମୁମ୍ବାଇ: ପ୍ରାୟ ୧୩,୫୦୦ କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ପଳାତକ ମେହୁଲ ଚୋକସିର ୧୦୦ ଏକର ଜମି ଜବତ କରିଛି ଆୟକର ବିଭାଗ। ପ୍ରାୟ ୫୦ ଖଣ୍ଡରେ ଏହି ଜମି ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଇଗତପୁରୀରେ…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଉପରେ ମୋଦୀଙ୍କ ବୟାନ୍, ତେଲରୁ VAT ହ୍ରାସ ପାଇଁ କଲେ ଅପିଲ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କୁ VAT ହ୍ରାସ କରିବାକୁ ସେ ଅପିଲ କରିଛନ୍ତି । VAT କମାଇନଥିବା ରାଜ୍ୟମାନଙ୍କୁ…

ଏମିତି କ’ଣ ଘଟିଲା ଯେ ମହିଳା ଜଣଙ୍କ ବିଲେଇକୁ ମ୍ୟାରେଜ୍ କରିବାକୁ ବାଧ୍ୟ ହେଲେ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଗୃହପାଳିତ ପଶୁ, ପକ୍ଷୀଙ୍କ ପ୍ରତି ବହୁତ ଭଲ ପାଇବା ରହିଥାଏ । ତେବେ ଗୃହପାଳିତ ପଶୁ, ପକ୍ଷୀଙ୍କୁ ବିବାହ କରିବା ଘଟଣା ବୋଧହୁଏ ଆପଣମାନେ କେବେ ଶୁଣିନଥିବେ । ନିକଟରେ ଲଣ୍ଡନର ଜଣେ ୪୯…

ଧୈର୍ଯ୍ୟହରା ହେଲାଣି ଡ୍ରାଗନ, ପାକିସ୍ତାନରେ କରିପାରେ ଏୟାରଷ୍ଟ୍ରାଇକ, ଦୂତାବାସ ପହଞ୍ଚିଲେ ଶେହବାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଏପ୍ରିଲ ୨୬ରେ ଚୀନ ନାଗରିକଙ୍କୁ ନିଶାଣ କରି ଆକ୍ରମଣ କରାଯାଇଛି। କରାଚୀ ବିଶ୍ଵ ବିଦ୍ୟାଳୟରେ କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ୍ ନିକଟରେ ଏକ ଭ୍ୟାନରେ ହୋଇଥିବା ବିସ୍ଫୋରଣରେ ତିନି ଚାଇନା…

ଫୁଟବଲ୍ ଟିମକୁ ଚିୟର କରୁଥିଲେ ରୋହିତ ଶର୍ମା, କ୍ଷୁବ୍ଧ ପ୍ରଶଂସକ କହିଲେ- ନିଜେ ତ ଆଗେ ଜିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଖରାପ ଅବସ୍ଥା ଦେଇ ଗତି କରୁଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଖେଳିଥିବା ସମସ୍ତ ୮ଟି ମ୍ୟାଚରେ ପରାଜିତ ହୋଇଛି। ଦଳ…

ତାତିରୁ ନାହିଁ ତ୍ରାହି ! ଆଜିପାଇଁ ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୀଷ୍ମ ପ୍ରଭାବ ଜାରି ରହିଛି । ଆହୁରି ୪ରୁ ୫ ଦିନ କଲବଲ କରିପାରେ ଟାଣ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢ଼ିପାରେ ତାତି । ଆସନ୍ତା ୨ ଦିନ ଭିତରେ ୨ ଡିଗ୍ରୀ ବଢ଼ିପାରେ…

ୟୁକ୍ରେନ ସଙ୍କଟ ମଧ୍ୟରେ ଜର୍ମାନୀ ଏବଂ ଫ୍ରାନ୍ସ ଗସ୍ତ କରିବେ ପିଏମ ମୋଦୀ, ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨ରୁ ୪ ତାରିଖ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ ଏବଂ ଡେନମାର୍କ ଗସ୍ତରେ ଯିବେ। ଚଳିତ ବର୍ଷ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ୟୁକ୍ରେନରେ ଜାରି ସଂଘର୍ଷ…