fbpx
Browsing Category

Featured

କଲବଲ କରିବ ତାତି, ଆହୁରି ୫ ଦିନ ଯାଏଁ ପ୍ରଚଣ୍ଡ ଖରାରୁ ମିଳିବନି ଆଶ୍ୱସ୍ତି : ଜଳିବ ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶା, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌ ) : ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏପରିକି କେତେକ ସହରରେ ୪୨ ଓ ୪୩ ଡିଗ୍ରୀ ଉପରେ…

ରାଶିଫଳ(ଗୁରୁବାର,୨୮ ଏପ୍ରିଲ,୨୦୨୨)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ…

୩୦ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ ଆପଣଙ୍କ ଟଙ୍କା, ଆଦାନୀ ଗୃପର ଏହି ଷ୍ଟକ୍ ରେ କରନ୍ତୁ ନିବେଶ

ମୁମ୍ବାଇ: ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗ୍ରୁପର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ୭ ଟି କମ୍ପାନୀ ମଧ୍ୟରୁ ଗୋଟିଏର ରିଟର୍ନ ଏତେ ଭଲ ହୋଇଛି ଯେ ଏହା ଏକ ମାସ ମଧ୍ୟରେ…

ପୁଣି ଭାରତ-ପାକିସ୍ତାନ ଲଢେଇ: ମେ ୨୩ ତାରିଖରେ ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ହେବ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ଏସିଆ କପ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚମ୍ପିଆନ ଭାରତକୁ ଭେଟିବାକୁ ଯାଉଛି ପାକିସ୍ତାନ । ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ…

ସାମ୍ବାଦିକତାରୁ ରାଜନୀତି, ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର…

କିଚ୍ଚା ସୁଦୀପ କହିଲେ ମୁଁ ହିନ୍ଦି ଭାଷାକୁ ମାତୃଭାଷା ମାନେ ନାହିଁ, ଜବାବ ରଖିଲେ ଅଜୟ ଦେବଗନ

ମୁମ୍ବାଇ: ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ବଢ଼ିଚାଲୁଥିବା ବେଳେ ବଲିଉଡ୍ ଫିଲ୍ମ କେଉଁଠି ନା କେଉଁଠି ପଛରେ ରହିଯାଉଛି । ଏହାରି ମଧ୍ୟରେ ଭାଷାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦର ଆରମ୍ଭ ସାଉଥ୍…

ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୧୮ ମାସରେ ସରିବ କାର୍ଯ୍ୟ

ଭୁବନେଶ୍ୱର: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି। ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮…

ଗୌତମ ଅଦାନୀଙ୍କ ଉପରେ କୁବେରଙ୍କ କୃପା, ବଢିଚାଲିଛି ସମ୍ପତ୍ତି ତାଲିକା

ମୁମ୍ବାଇ: ଭାରତର ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ ଯୋଡ଼ି ଚାଲିଛନ୍ତି । ଚଳିତ ବର୍ଷ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ…

ମାଟ୍ରିକ ପରୀକ୍ଷାରେ ପୁଣି ପରିବର୍ତ୍ତନ: ଜାଣନ୍ତୁ ବଦଳିଲା କେଉଁ ସବୁ ନିୟମ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ନେଇ ଆସିଛି ଏକ ବଡ ଖବର । ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ରାଜ୍ୟରେ ଚାଲୁଥିବା ଅସହ୍ୟ ଗରମ ଏବଂ ଉଚ୍ଚ ତାପମାତ୍ରାକୁ ଦେଖି ପରୀକ୍ଷା…

ଅପରାଜିତାଙ୍କ ପୁରୀ ଗସ୍ତରେ ହାଇଡ୍ରାମା, ଦଳୀୟ କାର୍ଯ୍ୟକ୍ରମ ନୁହେଁ କହି ଦୁରେଇ ରହିଲା ବିଜେପି

ପୁରୀ: ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ହେବା ଲାଗି ଆଜି ସକାଳୁ ପୁରୀ ଅଭୀମୁଖେ ବାହାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ତାଙ୍କର ଏହି ଗସ୍ତକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଅପରାଜିତା…