fbpx
Browsing Category

Featured

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି, ଜାଣନ୍ତୁ କ’ଣ ରହିଛି ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନଯିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଏପରି ପରାମର୍ଶ…

ରିୟଲ୍ ଲାଇଫ୍ ‘ଏ ଥର୍ସଡେ’: ଟ୍ରାନ୍ସଫର ରୋକିବା ପାଇଁ ଛାତ୍ରୀଙ୍କୁ ବନାଇଲେ ବନ୍ଧକ

ନୂଆଦିଲ୍ଲୀ: ନିକଟରେ ଓଟିଟିରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏ ଥର୍ସଡେ’ ଆପଣଙ୍କର ମନେଥିବ । ଠିକ୍ ସେହି ଫିଲ୍ମ ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଲଖୀମପୁର ଖେରୀ ଜିଲ୍ଲାର ବେହଜାମରେ ରହିଥିବା କସ୍ତୁରବା…

ପୁଣି ଡରାଉଛି କରୋନା: ପଜିଟିଭ ରେଟ୍ ୦.୫୬%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଛୋଟପିଲାଙ୍କ ଟିକାକରଣ ସମେତ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୨,୫୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ସରିଲା କରୋନାର ଖେଳ, ଆଜି ଚିହ୍ନଟ ହେଲେ ମାତ୍ର ଜଣେ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଆସନ୍ତା ୨୮ ତାରିଖ ପରେ ଦେଶରେ ମହଙ୍ଗା ହୋଇପାରେ ଖାଇବା ତେଲ, ଇଣ୍ଡୋନେସିଆ ପାଇଁ ସଙ୍କଟରେ ପଡ଼ିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ଖାଇବା ତେଲର ଦର ବୃଦ୍ଧିହେବ । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା ପାଇଁ ତୈଳ ରପ୍ତାନୀ ଉପରେ ବ୍ୟାନ୍ ଲଗାଇବାକୁ ଯାଉଛି । ଅଶୋଧିତ ତୈଳ ଓ…

ବରଯାତ୍ରୀ ନେଇ ଫେରୁଥିବା ବସକୁ ୩.୭୦ ଲକ୍ଷ ଫାଇନ୍

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ବରଯାତ୍ରୀ ନେଇ ଫେରୁଥିବା ବସ ଉପରେ ଲାଗିଲା ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ । ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ବେଳେ ଘରୋଇ ବସ୍ ଉପରେ ଲାଗିଛି ଜୋରିମାନା । ପରମିଟ୍, ଲାଇସେନ୍ସ,…

କୃମି ଔଷଧ ଖାଇ ୧୫୦ ସ୍କୁଲ ପିଲା ବେହୋସ, ବାହାଘର ଭୋଜି ଖାଇ ୨୪ ଅସୁସ୍ଥ

ନୂଆଦିଲ୍ଲୀ: ଅନେକ ସମୟରେ ବାହାଘର, ଉତ୍ସବ, ମେଳା ଆଦିରେ ଭୋଜି ଖାଇ ବହୁଲୋକ ଆକ୍ରାନ୍ତ ହୋଇଥାନ୍ତି । ତେବେ ବିହାରରେ ବାହାଘର ଭୋଜି ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ବରପକ୍ଷର ଅତିଥିମାନେ…

ସାବଧାନ୍! ଏପରି ଅଭ୍ୟାସ ଆପଣଙ୍କ ମସ୍ତିଷ୍କକୁ କରିପାରେ ଖରାପ

ଯେକୌଣସି ବହି, ବ୍ଲଗ୍ ବା ଟିଭିରେ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥାଏ । କିନ୍ତୁ କେଉଁଠାରେ ଆପଣଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇନଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆପଣଙ୍କ…

କର୍ପୂରରେ କରନ୍ତୁ ଏହି ସବୁ କାମ: କାଳସର୍ପ ଓ ବାସ୍ତୁ ଦୋଷ ଦୂର ହୋଇଥାଏ, ଜାଣନ୍ତୁ ଅନ୍ୟ ଫାଇଦା

ନୂଆଦିଲ୍ଲୀ: ଘର ହେଉ ଅଥବା ମନ୍ଦିର କୌଣସି ପୂଜା ସମୟରେ ଆଳତୀ ପାଇଁ କର୍ପୂର ବ୍ୟବହାର କରାଯାଏ । ଆଳତୀ ତଥା ହୋମରେ ବ୍ୟବହାର ହେଉଥିବା କର୍ପୂରର ଅନେକ ବୈଜ୍ଞାନିକ ଗୁଣ ମଧ୍ୟ ରହିଥାଏ । ଏହାର ବ୍ୟବହାର ଦ୍ୱାରା ବିଭିନ୍ନ…

ଧରମ ଶାଳୀକୁ ଜୋର ଜବରଦସ୍ତ ବିବାହ କରି ଶାରୀରିକ ସମ୍ପର୍କ ରଖିଲେ ପୂର୍ବତନ ସରପଞ୍ଚ, ଅଭିଯୋଗ ପରେ ବାନ୍ଧିଲା ପୋଲିସ

ରେଢ଼ାଖୋଲ (ଭାସ୍କର ନ୍ୟୁଜ୍‌) : ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେ ତାଙ୍କ ଧରମ ଶାଳୀକୁ ଘରକୁ ଆଣି ଜବରଦସ୍ତ ବିବାହ କରିଥିଲେ । ସେ ବିରୋଧ କରିବାରୁ ଘର ଭିତରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା…