fbpx
BJD
BJD SKY
BJD SKY
Browsing Category

Featured

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ…

୮୬ ବର୍ଷରେ ପାଦ ଥାପିଲା ଓଡ଼ିଶା, ଉତ୍କଳ ଦିବସରେ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ସଂକଳ୍ପର ବାର୍ତ୍ତା ଦେଲେ ପରିବେଶବିତ୍

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ଅପ୍ରେଲ୍‌ ପହିଲା, ଉତ୍କଳ ଦିବସ । ୮୬ ବର୍ଷ ତଳେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସବୁ ଓଡ଼ିଆଙ୍କ ପାଇଁ ଏହି ଦିନଟି ସ୍ମରଣୀୟ । କାରଣ ଆଜି ଆମେ ଆମର ପରିଚୟ…

ରାଶିଫଳ(ଶୁକ୍ରବାର,୦୧ ଏପ୍ରିଲ,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ…

ଆଜି ଧୂମଧାମ୍‌ରେ ପାଳିତ ହେବ ଉତ୍କଳ ଦିବସ, ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ଅପ୍ରେଲ ୧ ତାରିଖ ଅର୍ଥାତ ଉତ୍କଳ ଦିବସ। ଏହି ଓଡିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ହେବ । ରାଜ୍ୟସ୍ତରୀୟ ଓଡିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ସ୍ଥାନୀୟ…

ଭୀଷଣ ଖରା ଗରମରେ ସିଝୁଛି ଓଡିଶା, ଆହୁରି ୨ ଦିନ କଲବଲ କରିବ ତାତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଗତ କିଛିଦିନ ହେବ ଅସମ୍ଭାଳ ଗ୍ରୀଷ୍ମ୍ରବାହ ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ପୂର୍ବାହ୍ନ ୮ଟାରୁ ସୂର୍ଯ୍ୟଙ୍କ ତେଜ ଆରମ୍ଭ ହୋଇଯାଉଛି । ଅପରାହ୍ଣ ୫ଟା…

ପାକିସ୍ତାନର ଶାସକ କିଏ ହେବ ନିଷ୍ପତ୍ତି ରବିବାର, ଇସ୍ତଫା ଦେବି ନାହିଁ…ଶେଷ ବଲ୍ ପର୍ଯ୍ୟନ୍ତ ଲଢିବି: ଇମ୍ରାନ 

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ନିଜର ସମ୍ବୋଧନ ସମୟରେ କହିଛନ୍ତି ପାକିସ୍ତାନ ପାଇଁ ଆଜି ହେଉଛି ନିଷ୍ପତ୍ତିର ଘଡି। ସେ କହିଛନ୍ତି, ପାକିସ୍ତାନ…

ଏହି ଜାଗାରୁ ସ୍ମାର୍ଟଫୋନ କିଣିଲେ ହୋଇପାରେ ଜେଲ: ଜାଣନ୍ତୁ ଏହି ମାର୍କେଟର ପ୍ରକୃତ ସତ୍ୟତା

ନୂଆଦିଲ୍ଳୀ: ଆଜିକାଲି ସ୍ମାର୍ଟଫୋନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ତେବେ ଆପଣ ଜାଣନ୍ତି କି ଏହି ସ୍ମାର୍ଟଫୋନ କିଣିବା ଅପରାଧରେ ମଧ୍ୟ ଆପଣଙ୍କୁ ହୋଇପାରେ ଜେଲ । କମ ଦାମରେ ଭଲ ଫିଚର୍ସ ଥିବା…

ଏୟାରପୋର୍ଟରେ ବିତିଲାଣି ୧୪ ବର୍ଷ, ନିଶା ପାଇଁ ଛାଡ଼ି ଆସିଥିଲେ ଘର

ଅନେକ ସମୟରେ ଘରେ ଯଦି କେଉଁ ବ୍ୟକ୍ତିଙ୍କର ଝଗଡ଼ା ହୁଏ ସେ ହୁଏତ ରାଗିକରି ଘରୁ ଚାଲିଯାଇଥାନ୍ତି ଏବଂ କୌଣସି ଫୁଟପାଥ୍ କିମ୍ବା ଷ୍ଟେସନରେ ଆଶ୍ରୟ ନିଅନ୍ତି । କିନ୍ତୁ କେବେ ଝଗଡ଼ା ଯୋଗୁଁ ଘରୁ ଚାଲିଯାଇ ଏୟାରପୋର୍ଟରେ ବର୍ଷ…

ଭାରତକୁ ଆମେରିକାର କଡା ଚେତାବନୀ, ଚୀନ ଆକ୍ରମଣ କଲେ ରୁଷ ବଞ୍ଚାଇବାକୁ ଆସିବ ନାହିଁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇ ସାରିଛି। ନିଜେ ଯେମିତି କଟକଣା ଲଗାଇଛି ଠିକ୍ ସେହି ପରି ଅନ୍ୟ ଦେଶ ମଧ୍ୟ ରୁଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ବୋଲି…

ରେକର୍ଡ ଭାଙ୍ଗିଲେ ଭିଣ୍ଟେଜ ମାହି: ଟି-୨୦ରେ ଆଉ ଏକ ମାଇଲଖୁଣ୍ଟ ପାର କଲେ ଧୋନୀ

ନୂଆଦିଲ୍ଲୀ: ୨୦୨୨ ସିଜନରେ ଦମଦାର ଫର୍ମରେ ନଜର ଆସିଛନ୍ତି ଭିଣ୍ଟେଜ ମାହି । ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ପୁରୁଣା ଅବତାରରେ ଦେଖାଯାଉଛନ୍ତି । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଜବରଦସ୍ତ…