Browsing Category

Featured

ଗ୍ୟାସ୍ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ ପାଣି ସିଙ୍ଗଡ଼ା

ପାଣି ସିଙ୍ଗଡା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଥଣ୍ଡା ଦିନରେ ମିଳୁଥିବା ଏହି ଫଳ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଅଟାକୁ ଲୋକମାନେ ବ୍ରତ ଉପବାସରେ ବ୍ୟବହାର କରନ୍ତି । ଏହାକୁ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାର…

ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୧ ଓ ୫ ଡିସେମ୍ବରରେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ ହେବ । ଏହା ସହ ଡିସେମ୍ବର ୮ରେ…

ପୋଲିଂ ଅଫିସର ନଟବରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଜାଣନ୍ତୁ କ’ଣ କହିଲେ ?

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଏହାରି ମଧ୍ୟରେ ମୃତ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନଟବରଙ୍କ ବିୟୋଗରେ ଗଭୀର…

ଧାମନଗର ଉପନିର୍ବାଚନ: ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ୧୫ ଲକ୍ଷ, ସହାୟତା ଘୋଷଣା କଲେ CEO

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଭୋଟିଂ ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ମୃତ ପୋଲିଂ ଅଧିକାରୀଙ୍କୁ…

ଧାମନଗର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୨.୩୬% ମତଦାନ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏବେ ୨୫୨ଟି କେନ୍ଦ୍ରରେ ମତଦାନ ଚାଲିଛି । ତେବେ ଧାମନଗର ଉପନିର୍ବାଚନ ପାଇଁ ସକାଳ…

ପାନ୍ କାର୍ଡ ରଖୁଥିବା ଲୋକ ତୁରନ୍ତ କରନ୍ତୁ ଏହି କାମ: ନଚେତ୍ ଭରିବାକୁ ପଡ଼ିବ ୧୦ ହଜାର ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ପାନ୍ କାର୍ଡ ରଖିଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣତଃ ଲୋକଙ୍କ ଜୀବନରେ ପାନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର । ଲୋନ୍ ନେବା ହେଉ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେଉ, ଘର…

ଧାମନଗର ଉପନିର୍ବାଚନ: ପୋଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ…

ଜଣାପଡ଼ିବା ପରେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ସୂଚନା ନଦେବା ଗମ୍ଭୀର ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ସୂଚନା ଦେବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ, ଜଣେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ଖବର ନହେବା ଏକ…

ଏହି ରାଶିମାନଙ୍କ ଉପରେ ରହିବ ଶନିଙ୍କ କୋପ; ରୁହନ୍ତୁ ସତର୍କ, ଏହି ଉପାୟରେ ପାଆନ୍ତୁ ମୁକ୍ତି

ହିନ୍ଦୁ ଧର୍ମରେ ସୂର୍ଯ୍ୟ ପୁତ୍ର ଶନିଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । କାରଣ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଶନିଦେବଙ୍କ କୃପା ବ୍ୟକ୍ତିର ଜୀବନରେ ଅନେକ ସଫଳତା…

ରାଶିଫଳ(ଗୁରୁବାର,୦୩ ନଭେମ୍ବର,୨୦୨୨)

ମେଷ : ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ…