Browsing Category

Featured

RPF ଏବଂ ASI ର ୯୫୦୦ ପଦରେ ନିଯୁକ୍ତି ବିଜ୍ଞପ୍ତି ଉପରେ ସ୍ପଷ୍ଟୀକରଣ ଦେଲା ରେଳ ମନ୍ତ୍ରଣାଳୟର

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ (ଆରପିଏଫ) ରେ କନଷ୍ଟେବଳ ତଥା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ର ୯୫୦୦ ପଦବୀରେ ନିଯୁକ୍ତି ଦେବେ ସରକାର। ଏଭଳି ଏକ ମେସେଜ ଏବେ ସୋସିଆଲ ମିଡିଆ ଏବଂ ଖବରକାଗଜରେ ନକଲି ବାର୍ତ୍ତା…

ଶରୀରରୁ ଖରାପ ପଦାର୍ଥକୁ ବାହାର କରେ ଅଦା: ଦେହ ହାଇଡ୍ରେଟ୍ ରଖିବା ସହ ବିଭିନ୍ନ ରୋଗରୁ ଦିଏ ମୁକ୍ତି

ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ଉପକାରରେ ଲାଗିଥାଏ ଅଦା । ଶରୀରର ସବୁ ବିଶାକ୍ତ ପଦାର୍ଥକୁ ବାହାର କରିବାରେ ଅଦା ସାହାଯ୍ୟ କରିଥାଏ । ସକାଳର ଚାହାଠାରୁ ଆରମ୍ଭ କରି ଏହା ସବୁ ପ୍ରକାରର ରୋଷେଇ ବ୍ୟଞ୍ଜନରେ ପ୍ରମୁଖ…

Boundary ପାଖରେ ବ୍ୟାରୀଙ୍କ ସୁପରମ୍ୟାନ ଶୋ’: ପ୍ରଥମେ ବୋଲିଂ ଏବଂ ପରେ Fieldingରେ କମାଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆୟରଲାଣ୍ଡକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୪୨ ରନରେ ଏହି ମ୍ୟାଚ ଜିତି ସେମି ଫାଇନାଲ ଆଶାକୁ ଦୃଢୀଭୂତ କରିଛି ଦଳ । ତେବେ ଆୟରଲାଣ୍ଡ ଏହି ମ୍ୟାଚରେ ପରାଜୟ ବରଣ କରିଥିଲେ ସୁଦ୍ଧା ଦଳର…

ଭାରତରେ ଚାଲିବ ଡିଜିଟାଲ କରେନ୍ସି, ସୂଚନା ଦେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସି । ପ୍ରଥମ ପର୍ଯ୍ୟାୟରେ ଏହା ନଭେମ୍ବର ୧ ତାରିଖରୁ "ହୋଲସେଲ' ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପରୀକ୍ଷା କରିବ ବୋଲି ଭାରତୀୟ…

ଇନଷ୍ଟାଗ୍ରାମ ଡାଉନ୍: ଆକାଉଣ୍ଟ ଖୋଲୁନଥିବାରୁ ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ଚାଲୁନି ଇନ୍‌ଷ୍ଟାଗ୍ରାମ, ଅନେକ ୟୁଜର୍ ଆକାଉଣ୍ଟ ଖୋଲୁନଥିବା ଅଭିଯୋଗ କରୁଛନ୍ତି । ଆକାଉଣ୍ଟ ସସପେଣ୍ଡ ହେବା କାରଣରୁ ଅନେକ ୟୁଜର୍ସ ଚିନ୍ତାରେ ପଡ଼ିଯାଇଛନ୍ତି । ଆଉ କିଛି ୟୁଜର୍ସମାନେ ଟ୍ୱିଟରରେ ଆସି ଏହାର…

Whatsappରେ ମଗାଇଲେ ୩୬୦ ଟଙ୍କାର ବିୟର: କିନ୍ତୁ ଆକାଉଣ୍ଟରୁ କଟିଗଲା ୪୪ ହଜାର ଟଙ୍କା

ନୂଆଦିଲ୍ଲୀ: ଇଣ୍ଟରନେଟ ଏବଂ ସ୍ମାର୍ଟଫୋନ ୟୁଜରଙ୍କୁ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଖୋଜି ବାହାର କରୁଛନ୍ତି । ତେବେ ସେମାନଙ୍କର ସବୁଠୁ ବଡ ପ୍ଲାଟଫର୍ମ ସାଜିଛି ସୋସିଆଲ ମିଡିଆ । ତେବେ ବର୍ତ୍ତମାନ ଲୋକପ୍ରିୟ…

କର୍ମ ଫଳ ଭୋଗିଲା ଚୋର: ମନ୍ଦିରରୁ ଚୋରି ସାମଗ୍ରୀ ଆଣି ଫେରାଇଲା, ଚିଠି ଲେଖି ମାଗିଲା କ୍ଷମା

ମଧ୍ୟପ୍ରଦେଶ: ମୁଣ୍ଡକୁ ଜୁଟିଲା ଦୁର୍ବୁଦ୍ଧି ରାତି ଅଧରେ ଆସି ମନ୍ଦିରରୁ କଲେ ଚୋରି। ପରେ ଏପରି ହଇରାଣ ହେଲା ଯେ, ମନ୍ଦିରରୁ ଚୋରି ହୋଇଥିବା ରୂପା ଏବଂ ପିତ୍ତଳ ସାମଗ୍ରୀ ଫେରାଇବା ସହ କ୍ଷମା ମାଗିଛି ଚୋର।…

ଦେଶଦ୍ରୋହ ଆଇନ ବଦଳାଇବା ପାଇଁ ପ୍ରସ୍ତୁତି, ସୁପ୍ରିମକୋର୍ଟରେ ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନରେ ପରିବର୍ତନ ଆଣିବେ କେନ୍ଦ୍ର ସରକାର। ଏନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସୋମବାର ସୂଚନା ଦେଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସଂସଦର ଆଗାମୀ ଶୀତ ଅଧିବେଶନରେ…

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ରୋହିତ-ବିରାଟ: ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତକୁ ପ୍ରଥମ ପରାଜୟର ସାମନା କରିବାକୁ ପଡିଛି । ୫ ୱିକେଟରେ ଟିମ ଇଣ୍ଡିଆକୁ ହରାଇଛି ସାଉଥ ଆଫ୍ରିକା । ଏହାପରେ ଦଳର ବିଭିନ୍ନ ଦୁର୍ବଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।…

‘ଏ’ ଫର ଆପଲ୍ ପରିବର୍ତ୍ତେ ଅର୍ଜୁନ ଏବଂ ‘ବି’ ପାଇଁ ବଳରାମ, ସୋସିଆଲ ମିଡିଆରେ ପ୍ରଶଂସିତ ହେଲା ନୂଆ ଇଂରାଜୀ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ପରିବର୍ତ୍ତିତ ଜୀବନଶୈଳୀରେ ନିଜର ପିଲାମାନଙ୍କୁ ଓଡ଼ିଆ କିମ୍ବା ହିନ୍ଦୀ ଭଷା ପରିବର୍ତ୍ତେ ଇଂରାଜୀ ମିଡିୟମରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କମ୍ ବୟସରୁ ପିଲାଟିଏ…