Browsing Category

Featured

ବିବାହ ପାଇଁ କାନାଡା ଛାଡି ଭାରତ ଚାଲି ଆସିଲେ ଯୁବତୀ, ଏବେ ସ୍ଵାମୀ ମାଗୁଛି ଛାଡପତ୍ର; ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି ପତ୍ନୀ ବୈବାହିକ ଜୀବନକୁ ଜାରି ରଖିବାକୁ ଚାହାନ୍ତି ତେବେ ସ୍ଵାମୀଙ୍କ ଆବେଦନ ଉପରେ ବିବାହ ରଦ୍ଦ କରିବା ପାଇଁ ଅନୁଚ୍ଛେଦ ୧୪୨ ଆଧାରରେ ନିଜ ଶକ୍ତିର ପ୍ରୟୋଗ କରିବେ ନାହିଁ। ଏକ ମାମଲାର ଶୁଣାଣି ବେଳେ…

କଂଗ୍ରେସ ସଭାପତି ନିର୍ବାଚନ:ଭୋଟ ଭିକ୍ଷା ପାଇଁ ଆସିଲେ ଖଡ଼ଗେ

ଭୁବନେଶ୍ୱର:ଆଗକୁ ଆସୁଛି କଂଗ୍ରେସ ସଭାପତି ନିର୍ବାଚନ ।ଯାହା ପାଇଁ ରେସରେ ଦୁଇଜଣ ପ୍ରାର୍ଥୀ ଅଛନ୍ତି ।ଶଶି ଥରୁର ଏବଂ ମଲିକାର୍ଜୁନ ଖଡଗେ ଏହି ରେସରେ ସାମିଲ ଅଛନ୍ତି ।ତେବେ ଆଜି ଭୋଟ ଭିକ୍ଷା ପାଇଁ ଓଡିଶା ଆସିଛନ୍ତି…

IRCTC ଲଞ୍ଚ କଲା ସ୍ପେଶାଲ ଟୁର ପ୍ୟାକେଜ୍, ଶସ୍ତାରେ ବୁଲନ୍ତୁ ସିଙ୍ଗାପୁର-ମାଲେସିଆ

ନୂଆଦିଲ୍ଲୀ: ଆପଣମାନେ ଯଦି ବୁଲିବାକୁ ଭଲ ପାଆନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏପରି ଏକ ଶାନଦାର ପ୍ୟାକେଜ…

DCB ବ୍ୟାଙ୍କର ଦମଦାର ଇନ୍ସୁରାନ୍ସ କଭର; ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଜୀବନ ବୀମା

ମୁମ୍ବାଇ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଋଣ ଉପରେ ସୁଧ ହାର ବୃଦ୍ଧି ବ୍ୟତୀତ ବ୍ୟାଙ୍କ ଜମା ଉପରେ ସୁଧ…

ଦୀପାବଳୀରେ ବାଣ ବିକ୍ରି ନେଇ ଲାଗିବ କଟକଣା: BMC ଜାରି କରିବ NOC, ୩ ଜୋନାଲ ଅଫିସରେ ହେବ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରା ସରିଲା, ଆଗକୁ ଆସୁଛି ଦିପାବଳୀ । ଏଥର ଦିପାବଳୀରେ କେମିତି ମଜାମସ୍ତିରେ ବାଣ ଫୁଟାଇବେ ସେଥିପାଇଁ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି । ତେବେ ଏଥର ବାଣ ବିକ୍ରି ପାଇଁ ଭୁବନେଶ୍ୱର…

ଅର୍ଚ୍ଚନା ମାମଲା ପହଞ୍ଚିଲା ହାଇକୋର୍ଟରେ, ବେଆଇନ ସମ୍ପତ୍ତିର ED ତଦନ୍ତ ନେଇ ଉଠିଲା ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ସାରା ରାଜ୍ୟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚନା ମାତ୍ର କେଇ ବର୍ଷ…

ପ୍ରବଳ ବର୍ଷା : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୧୭ -୧୮ ଆଡକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା । ପରେ ଏହା ତାର ଗତିପଥ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି ।…

ଘୋଷଣା ହୋଇପାରେ ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ଇସିଙ୍କ କନଫରେନ୍ସ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏ ନେଇ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଆଜି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ସାମ୍ବାଦିକ…

ପରଟା ଉପରେ ଲାଗିବ ୧୮ ପ୍ରତିଶତ GST: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣ ପରଟା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ପରଟା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ରୁଟି ଓ ପରଟା ଦୁଇଟି ଅଲଗା ଜିନିଷ । ଏହି ଦୁଇ ସାମଗ୍ରୀ ଉପରେ…

ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ, ଏଥର ହେବ ହେବି ଟକ୍କର

ଭଦ୍ରକ:ନାମାଙ୍କନ ଭରିଲେରାଜେନ୍ଦ୍ର ଦାସ । ରାଜୁ ଦାସ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ଭରିଲେ ନାମାଙ୍କନ । ଆଉ ସେ କହିଛନ୍ତି ଯେ କୌଣସି ମତେ ସେ ତାଙ୍କ…