Browsing Category
Featured
ଆପଣଙ୍କ ହାତରେ ଅଛି କି ଏହି ସବୁ ଚିହ୍ନ: ମିଳିଥାଏ ଅନେକ ସଫଳତା ବଦଳିଯାଏ ଭାଗ୍ୟ
ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ,ବାସ୍ତୁ ଶାସ୍ତ୍ର ପରି ହସ୍ତରେଖା ଶାସ୍ତ୍ର ମଧ୍ୟ ରହିଛି । ଯାହା ମାଧ୍ୟମରେ ହସ୍ତରେଖା ବିଶାରଦମାନେ ହାତ ପାପୁଲି ଦେଖି ବ୍ୟକ୍ତିର ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ ଅନେକ କଥା କହି…
ଜମ୍ମୁ କଶ୍ମୀର ବିଧାନସଭା ଭୋଟ କେଉଁମାନେ ଦେଇପାରିବେ: କ’ଣ ରହିଛି ନିୟମ, ଜାରି ହେଲା ଆଦେଶନାମା
ନୂଆଦିଲ୍ଲୀ: ଆସନ୍ତାବର୍ଷ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ସେଥିପାଇଁ ୧ ମାସ ମଧ୍ୟରେ ଭୋଟର ସୂଚୀ ପ୍ରକ୍ରିୟା ସମାପ୍ତ କରାଯିବାର ସମ୍ଭାବନା ରହିଛି । ଏହା ମଧ୍ୟରେ ଜମ୍ମୁର ଡେପୁଟି…
ଖୁବ ଶୀଘ୍ର ଏସ୍ବିଆଇ କଲ୍ ସେଣ୍ଟର ରୂପରେ ଆସୁଛି ପରିବର୍ତ୍ତନ ;ଜାଣନ୍ତୁ ନୂଆ ନିୟମ
ମୁମ୍ବାଇ: ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କମ୍ପାନୀ କଲ୍ ସେଣ୍ଟର ସ୍ଥାପନ କରିଥାନ୍ତି । ଭାରତର ଅଗ୍ରଣୀ ଜାତୀୟକରଣ ବ୍ୟାଙ୍କଭାବେ ମାନ୍ୟତା ପାଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ) ଖୁବଶୀଘ୍ର…
କରୋନା ମୃତ୍ୟୁକୁ ନେଇ ICMR ବୈଜ୍ଞାନିକଙ୍କ ବଡ଼ ଖୁଲାସା: ସୁସ୍ଥ ଓ ଅସୁସ୍ଥଙ୍କ ଠାରେ ଭ୍ୟାକ୍ସିନର ପ୍ରଭାବ ଅଲଗା
ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଆସିଛି । ଏହା ମଧ୍ୟରେ ଅଧିକାଂଶ ଲୋକ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇସାରିଥିବା ବେଳେ ବୁଷ୍ଟର ଡୋଜ୍ ଜାରି…
କାରୱା ଚୌତ ଦିନ କେତେ ବେଳେ ଚାନ୍ଦକୁ ଦେଖିବା ଆପଣଙ୍କ ପାଇଁ ହେବ ଶୁଭ , ଜାଣନ୍ତୁ ଶୁଭ ସମୟ
ନୂଆଦିଲ୍ଲୀ: ଗୁରୁବାର ଦିନ, ସଧବା ନାରୀ ମାନେ ଦିନସାରା ନିର୍ଜଳ ରହି କାରୱା ଚୌଥ ପାଇଁ କଠୋର ଉପବାସ ପାଳନ କରିବେ। କାରୱା ଚୌଥ ହେଉଛି ଏକ ପୂଜା । ଯାହାକୁ ସଧବା ନାରୀ ମାନେ ତାଙ୍କ ସ୍ୱାମୀଙ୍କ ପାଇଁ କରନ୍ତି।…
Infosys ଅଧ୍ୟକ୍ଷ ରବି କୁମାରଙ୍କ ଇସ୍ତଫା
ନୂଆଦିଲ୍ଲୀ: ଆଇଟି ମେଜର ଇନଫୋସିସର ଅଧ୍ୟକ୍ଷ ପଦରୁ ରବି କୁମାର ଏସ ଇସ୍ତଫା ଦେଇଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚନା ଦିଆଯାଇଛି । ରବିଙ୍କ କାର୍ଯ୍ୟ ଦକ୍ଷତା ବଳରେ ବୋର୍ଡ ଅଫ୍ ଡାଇରେକ୍ଟର୍ସ…
ରାଶିଫଳ(ବୁଧବାର,୧୨ ଅକ୍ଟୋବର,୨୦୨୨)
ମେଷ - ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ,ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ, ବ୍ୟବସାୟରେ ଲାଭ ପାଇବେ, ଚାକିରିରେ ପଦମର୍ଯ୍ୟଦା ପାଇବେ, ନୁତନ ବ୍ୟବସାୟ ଆରମ୍ଭ କିମ୍ବା…
NASA ର ଡାର୍ଟ ମିଶନ ; ପୃଥିବୀକୁ ରକ୍ଷା କରିବାରେ ମିଳିଲା ସଫଳତା
ନୂଆଦିଲ୍ଲୀ: ପୃଥିବୀକୁ ମହାକାଶରୁ ରକ୍ଷା କରିବା ପାଇଁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଡାର୍ଟ ମିଶନର ଫଳାଫଳ ପ୍ରକାଶ କରିଛି। ଏକ ନାସା ମହାକାଶଯାନ ଲକ୍ଷ ଲକ୍ଷ ମାଇଲ ଦୂରରେ ଥିବା ଏକ କ୍ଷତିକାରକ ଆଷ୍ଟେରଏଡ…
ଅଣ୍ଡର-୧୭ ମହିଳା ବିଶ୍ୱକପ: କଳିଙ୍ଗ ଷ୍ଟାଡିୟମରେ ପ୍ରାଧାନ୍ୟ ବିସ୍ତାର କଲା ଆମେରିକା, ୮-୦ ହାରିଲା ଭାରତ
ଭୁବନେଶ୍ୱର: ଆଜିଠାରୁ ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଭାରତ ଏହାର ପ୍ରଥମ ମୁକାବିଲାରେ ଆମେରିକାଠାରୁ ୮-୦ ପରାଜୟର ସମ୍ମୁଖୀନ ହୋଇଛି। ଆମେରିକା ସମ୍ପୂର୍ଣ୍ଣ ମ୍ୟାଚରେ ପ୍ରାଧାନ୍ୟ…
Video: ଜିମ୍ ଉପକରଣ ପାଇଁ ଲଢେଇ ଲାଗିଗଲେ ମହିଳା, ସିସିଟିଭିରେ କଏଦ ହେଲା ଭିଡିଓ
ଜିମରେ ବ୍ୟାୟାମ କରିବା ସମୟରେ ସାଧାରଣତଃ ଅସାବଧାନତା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଏଭଳି ଜାଗାରେ ଝଗଡା ଲାଗିବ ଆହୁରି ଭୟାନକ ହୋଇପାରେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯେଉଁଥିରେ…