Browsing Category
Featured
ବସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୩୦ରୁ ଅଧିକ ଯାତ୍ରୀ ଆହତ
ପାଲଲହଡା: ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ବଡ ସଡକ ଦୁର୍ଘଟଣା । ଏନଏଚ ନିକଟସ୍ଥ ଗୋଠଭୂଇଁ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ ସହିତ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବସରେ ଥିବା ୩୦ରୁ…
ଶ୍ରୀନଗରରେ ଆତଙ୍କୀ ଆକ୍ରମଣ: ଭିଡିଓ ଜାରି କରି ମେସେଜ ଦେଲା ISIS
ଶ୍ରୀନଗର: ଜମ୍ମୁ କଶ୍ମୀରର ବ୍ୟସ୍ତବହୁଳ ସହର ଲାଲ ବଜାରରେ ସୁରକ୍ଷାକର୍ମୀଙ୍କୁ ହଠାତ ହୋଇଛି ଆକ୍ରମଣ । ନାକା ପୋଲିସ ପାର୍ଟି ଉପରେ ଅଚାନକ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ । ତେବେ ଆତଙ୍କବାଦର ଏହି ଆକ୍ରମଣକୁ ଫେଲ…
(Video) ଭୋଟ ଦେଇ ଆମେମାନେ କେବଳ କିଛି ଭ୍ରଷ୍ଟ ରାଜନେତାଙ୍କୁ ସୃଷ୍ଟି କରିଛେ, ADMଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ୍
ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି ସରକାରୀ ଅଧିକାରୀଙ୍କ ବିବାଦୀୟ ବୟାନ ଭାଇରାଲ ହୋଇଥାଏ । ତେବେ ନିକଟରେ ଜଣେ ଏଡିଏମଙ୍କର ଏକ ବିବାଦୀୟ ବୟାନ ଭାଇରାଲ ହୋଇଛି । ଏଡିଏମ ଭିଡିଓରେ ଲୋକତନ୍ତ୍ରକୁ ଉପହାସ…
ଦେଶରେ ମାଗଣାରେ ଦିଆଯିବ କରୋନା ବୁଷ୍ଟର ଡୋଜ୍, ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣରେ ମଧ୍ୟ ବୃଦ୍ଧି ଘଟିଛି । ଯାହାକୁ ଦୃଷ୍ଟିରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା…
ଗୁପଚୁପ ପ୍ରେମୀ ହୋଇଯାଆନ୍ତୁ ସାବଧାନ ନହେଲେ ହେବ ଏହି ବଡ଼ ରୋଗ
ନୂଆଦିଲ୍ଲୀ: ଯୁବପିଢୀଙ୍କ ପ୍ରଥମ ପସନ୍ଦ ଗୁପଚୁପ । ଖରା, ବର୍ଷା ଓ ଶୀତ ସବୁ ସମୟରେ ଗୁପଚୁପ ଖାଇବା ପାଇଁ ଗୁପଚୁପ ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । କିନ୍ତୁ ଏହି ଗୁପଚୁପ ସ୍ୱାସ୍ଥ୍ୟ ପାଇଁ କେତେ ଯେ…
ସୁନା ମହଙ୍ଗା ତ’ ରୂପା ଶସ୍ତା: ଜାଣନ୍ତୁ କେତେ ରହିଛି ଆଜିର ଦାମ୍
ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ପ୍ରତିଦିନ ସୁନା ଓ ରୂପା ଦର ବଦଳି ଥାଏ। ଆଜି ରୂପା ଦର କମିଥିବା ବେଳେ ମହଙ୍ଗା ହୋଇଛି ସୁନା । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୮୦୦ ଟଙ୍କା ଥିବା ବେଳେ…
ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ, ବାଚସ୍ପତି ଦେଲେ ସୂଚନା
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସ୍ଥିତିରେ ପହଁଚିଛି। ଯାହାର ପ୍ରତିଫଳନ ଏବେ ସେଠାରେ ଦେଖିବାକୁ ମିଳୁଛି। ଏଭଳି ସମୟରେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି ରାନିଲ ୱିକ୍ରେମିସିଂହେ।…
ସିଲ୍ ହେଲା ଗ୍ରୀନ ଚିଲ୍ଲି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀନ୍ ଚିଲ୍ଲିର ଖାଇବାକୁ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ୭ ଦିନ ପାଇଁ ସିଲ ହୋଇଛି ଗ୍ରୀନ ଚିଲ୍ଲି । ୭ ଦିନ ପାଇଁ ମାଷ୍ଟର କ୍ୟାଣ୍ଟିନ ନିକଟ ଗ୍ରୀନ ଚିଲ୍ଲୀ ସିଲ୍…
ଶିକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ସୂଚନା: ଓଡ଼ିଶାର ୪୩୬ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୪୩୬ ପଞ୍ଚାୟତରେ ନାହିଁ ଉଚ୍ଚ ବିଦ୍ୟାଳୟ । ଏନେଇ ବିଧାନସଭାରେ ବିଜେପି ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…
ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ଉଠିଲା ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ, ଯାହାର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ୧ମ ସ୍ଥାନ ଅଧିକାର କରିଛି ବୋଲି…