Browsing Category

Featured

ତାରାତାରିଣୀ ପୀଠର ନୂଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା…

ମହଙ୍ଗା ପଡ଼ିଲା ଶାରୀରିକ ସମ୍ପର୍କ: ଜାଣିଣୁଣି HIV ଦେଲା ଯୁବକ, ବର୍ଷକ ପରେ ପୁଣି ଦେଖା ହେବାରୁ…

ନୂଆଦିଲ୍ଲୀ: ଅନେକଥର ଜୋସ୍ ରେ ଆସି ଲୋକମାନେ ହୋସ୍ ହରାଇବସନ୍ତି, ଯାହାକୁ ନେଇ ପରେ ଅନୁତାପ କରିବାକୁ ପଡେ । ଜଣେ ମହିଳାଙ୍କ ସହ ବି କିଛି ଏପରି ଘଟିଛି । ଜଣେ ଯୁବକଙ୍କ ସହ ରିଲେସନସିପରେ ଆସିବା ମହିଳାଙ୍କୁ ମହଙ୍ଗା…

କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

ଗୁଜରାଟ ବିଧାନସଭା ନିର୍ବାଚନ ପୁର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି । ସେ…

ବଡ଼ଦାଣ୍ଡ ମୁକୁଳା ଡ୍ରେନ୍ ନେଲା ଜୀବନ, ଦେଖନ୍ତୁ Video

ପୁରୀ(ଓଡ଼ିଶା ଭାସ୍କର): ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ । ପୁରୀ ମାର୍କେଟ ଛକ ନିକଟରେ ଘଟିଯାଇଛି ଏହି ଅଘଟଣ । ସେହି ମୁକୁଳା ଡ୍ରେନରେ ପଡ଼ିବା କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ…

(Video) କିଡ଼ନୀ ଖରାପ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏପରି ଲକ୍ଷଣ: ଅଣଦେଖା କଲେ ଜୀବନ ପ୍ରତି ବିପଦ

ନୂଆଦିଲ୍ଲୀ: କିଡ଼ନୀ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହାର ଯତ୍ନ ନେବା ଆବଶ୍ୟକ । ଗତ କିଛି ବର୍ଷ ମଧ୍ୟରେ କିଡ଼ନୀ ସମ୍ବନ୍ଧୀୟ ସମସ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି…

ଡାକ ବିଭାଗରେ ୩୮,୯୨୬ ଜିଡିଏସ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦଶମ ପାସ୍ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୁଆଦିଲ୍ଲୀ: ଯେଉଁମାନେ ଦଶମ ପାସ୍ କରିଛନ୍ତି ଆଉ ଚାକିରି ଖୋଜୁଛନ୍ତି, ସେମାସନଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ପଦରେ ନିଯୁକ୍ତି ପାଇଁ ଆବେଦନ କରିଛି । ଦଶମ ପାସ୍ କରିଥିବା…

କୋର୍ଟ ବିବାହ ପାଇଁ ଆବେଦନ କଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ, ଜାଣନ୍ତୁ କ’ଣ ରହିଛି କାହାଣୀ

ଜଗତସିଂହପୁର (ଓଡ଼ିଶା ଭାସ୍କର) : ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଆଜି ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର…

ବାହାଘର ଭୋଜି ଖାଇ ୧୨ ଅସୁସ୍ଥ: ମେଡିକାଲରେ ଚାଲିଗଲା୨ ଯୁବତୀଙ୍କ ଜୀବନ, ଜାଣନ୍ତୁ କ’ଣ ଖାଇଥିଲେ

ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ପାଢୁର୍ଣ୍ଣାରେ ଏକ ବିବାହ ଭୋଜି ଖାଇ ୧୨ ଜଣ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଚିକିତ୍ସା ସମୟରେ ୨ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅସୁସ୍ଥ ଲୋକଙ୍କୁ…

ଚୀନ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା, ଜାଣିଶୁଣି ବିମାନ ତଳକୁ ଆଣାଯାଇଥିଲା! ଦୁର୍ଘଟଣାରେ ଯାଇଛି ୧୩୨ ଜଣଙ୍କର ଜୀବନ

ୱାସିଙ୍ଗଟନ୍: ଚଳିତ ବର୍ଷ ମାର୍ଚ୍ଚରେ ଚୀନରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଚୀନର କୁନସିଙ୍ଗରୁ ଗୁଆଙ୍ଗଜୋର ଅଭିମୁଖେ ଯାଉଥିବା ଇଷ୍ଟର୍ନ ଏୟାରଲାଇନ୍ସର ବିମାନ କ୍ରାସ୍ ହୋଇଥିଲା । ଯୋଉଁଥିରେ ୧୩୨ ଜଣ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ: ୨୦ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିରେ ବହୁ…