Browsing Category
Featured
କରୋନାର କୌଣସି ବି ଭାରିଆଣ୍ଟ ସହ ଲଢି ପାରିବେ ଓମିକ୍ରନରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ଷ୍ଟଡିରୁ ଖୁଲାସା
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟକୁ ନେଇ ଆତଙ୍କ ଜାରି ରହିଛି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଓମିକ୍ରନ ଭାରିଆଣ୍ଟକୁ ନେଇ ହୋଇଥିବା…
ପାକିସ୍ତାନ ଓ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ କଥା ଛାଡ଼ନ୍ତୁ: ଖୁବଶୀଘ୍ର ଦେବାଳିଆ ହେବାକୁ ଯାଉଛି ବାଂଲାଦେଶ
ନୂଆଦିଲ୍ଲୀ: ଏସିଆ ମହାଦେଶକୁ ଘାରିଛି ଶନିଦଶା । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହି ଜାଲରେ ଛନ୍ଦି ହୋଇଛି ଆଉ ଏକ ଦେଶ । ବିଶ୍ୱ ବଜାରର ନକାରାତ୍ମକ ସ୍ଥିତିର…
ଆକାଶରୁ ଖସୁଛି ରହସ୍ୟମୟ ବସ୍ତୁ: ଭୟଭୀତ ଅବସ୍ଥାରେ ଗ୍ରାମବାସୀ
ନୂୂଆଦିଲ୍ଳୀ: ପ୍ରକୃତି ଅନେକ ବିଷ୍ମୟରେ ଭରପୂର । ଏହାର ଅନେକ ଘଟଣା ଉପରୁ ପରଦା ହଟାଇବାରେ ବୈଜ୍ଞାନିକ ମାନେ ଅସମର୍ଥ । ତେବେ ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ କିଛି ରହସ୍ୟମୟୀ ବସ୍ତୁ ଖସୁଥିବା ବେଳେ…
କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ, ଆମେ ଜୋଡ଼ିବାକୁ ପ୍ରୟାସ କରୁଛୁ ସେମାନେ ବିଭାଜନର କାମ କରୁଛନ୍ତି
ରାଜସ୍ଥାନ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ସରକାର ଭାରତକୁ ଦୁଇ ଭାଗ କରିବାକୁ ଚାହୁଁଛନ୍ତି । ଆମେ ଯୋଡ଼ିବାକୁ ପ୍ରୟାସ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଫାଷ୍ଟ ଲୁକ୍ ରିଲିଜ୍ ପରେ ଭାଇରାଲ ହେଉଛି ସାମନ୍ଥାଙ୍କ ପୁରୁଣା ବୟାନ: ଖାଇବା ଅପେକ୍ଷା କରିବ କିନ୍ତୁ ସେକ୍ସ ନୁହେଁ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଳୀ: ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କର ଫିଲ୍ମ ଖୁସିର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏହି ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବା ବେଳେ ସାମନ୍ଥା ପୁଣି ଥରେ ଚର୍ଚ୍ଚାରେ । ପୁଷ୍ପାର ଉ…
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଥିବା ବେଳେ ଏହାକୁ ସଶକ୍ତ କରିବା ପାଇଁ ଆସିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ…
ଶ୍ରୀମନ୍ଦିର ନାଟମଣ୍ଡପକୁ ଚଢ଼ି ଯୁବକ ଅଟକ, ଦେଖନ୍ତୁ Video
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଉପରକୁ ଜଣେ ଶ୍ରଦ୍ଧାଳୁ ଚଢ଼ିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ବଙ୍ଗୀୟ ଭକ୍ତ ଏଭଳି ଉଦ୍ୟମ କରିଥିବା ଜଣାପଡିଛି । ଭକ୍ତ ଜଣକ ପଶ୍ଚିମବଙ୍ଗ…
ବଦଳିବ ପାଗ: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଆସାନି’ ପରେ ପୁଣିଥରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ପୁଣିଥରେ ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି । ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ମୌସୁମୀ ବାୟୁ ।…
ଚାରଧାମ ଯାତ୍ରାରେ ହେଲାଣି ୩୯ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ, ସ୍ୱାସ୍ଥ୍ୟ ଡିଜି କହିଲେ କାରଣ
ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମହାନିର୍ଦ୍ଦେଶକ ଡା. ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର କାରଣ ହାଇ…