Browsing Category
Featured
ନୋ ବଲ ବିବାଦକୁ ନେଇ ମୁହଁ ଖୋଲିଲେ ଦିଲ୍ଲୀର ହେଡ କୋଚ ରିକି ପଣ୍ଟିଂ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରାଜସ୍ଥାନ-ଦିଲ୍ଲୀ ମ୍ୟାଚରେ ହୋଇଥିବା ନୋ ବଲ ବିବାଦ ଏବେ ଚର୍ଚ୍ଚାରେ ରହିଛି । ଅମ୍ପାୟାରଙ୍କ ନୋ ବଲ ଘୋଷଣା ପରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କର ଆଉ ଏକ ଅନ୍ଦାଜ ଦେଖିବାକୁ…
SCB OPDରେ ଆରମ୍ଭ ହେବ ଅନ୍ଲାଇନ୍ ସ୍ଲଟ୍ ବୁକିଂ, ଆସନ୍ତା ମେ’ ୯ ତାରିଖରୁ ବ୍ୟବସ୍ଥାର ହେବ ଶୁଭାରମ୍ଭ
କଟକ: ଆସନ୍ତା ମେ ୮ରୁ ଏସସିବିରେ ଆରମ୍ଭ ହେବ ଓପିଡି ନ୍ଲାଇନ୍ ସ୍ଲଟ୍ ବୁକିଂ । eswasthya.odisha.gov.in ପୋର୍ଟାଲ ମାଧ୍ୟମରେ ଲୋକେ ଏହି ସୁବିଧାର ଲାଭ ଉଠାଇପାରିବେ । ଏଥିରେ ଓପିଡି ଟିକେଟ୍ ରେଜିଷ୍ଟ୍ରେସନ୍ର…
ତେଳ ଦର ବୃଦ୍ଧି ନେଇ କେନ୍ଦ୍ର ଏହାର ଦାୟିତ୍ୱ ତୁଲାଇଛି, ରାଜ୍ୟମାନଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡିବ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିହ ପୁରୀ ପୁଣି ଥରେ ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁୟ ଦୋଷ ଦେଇଛନ୍ତି । ସେ କହିଛନ୍ତି କରୋନା ମହାମାରୀ ସମୟରୁ କେନ୍ଦ୍ର ସରକାର ନିଜ ପକ୍ଷରୁ ପୂରା ପ୍ରୟାସ ଜାରି…
ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି
ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରିଛି ଇଡି । ଅଭୟକାନ୍ତଙ୍କ ମୋଟ ୨୯ ଲକ୍ଷ ୮୩ ହଜାର ଟଙ୍କାର ସଂପତ୍ତିକୁ ଆଟାଚ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ…
କରୋନାର ଚତୁର୍ଥ ଲହର ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ନାହିଁ: ନୋମୁରା
ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଳ ଦେଇଛି । ଏଭଳି ସମୟରେ ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ଶୁକ୍ରବାର କହିଛି ଯେ ଏହା ଭାରତର…
ଖରାରୁ ରକ୍ଷା ପାଇଁ ଏହି ଉପାୟରେ ବାହାରିଲା ବିବାହ ପ୍ରୋସେସନ, ଦେଖିଲେ ଆପଣ ବି କହିବେ ପୂରା ଦେଶୀ ଯୁଗାଡ଼
ଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଖରାରୁ ବଞ୍ଚିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।…
ପଞ୍ଜାବ ବର୍ଡରରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ବିଏସଏଫ ଯବାନ, ନିଶା କାରବାରରେ ହେଉଥିଲା ବ୍ୟବହାର
ପୁଣି ଥରେ ପଞ୍ଜାବ ଅମୃତସରରେ ପାକିସ୍ତାନୀ ଡ୍ରୋନ ଅନୁପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନରୁ ପାକିସ୍ତାନ ତରଫରୁ ଅନେକ ଥର ଡ୍ରୋନ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି ।
ସୂଚନା ଅନୁଯାୟୀ,…
ତାତିରୁ ମିଳୁନି ତ୍ରାହି, ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫ ଡ଼ିଗ୍ରୀ, ପୁଣି ୪୦ଡ଼ିଗ୍ରୀ ଅତିକ୍ରମ କଲା ଟ୍ୱିନ ସିଟି
ଭୁବନେଶ୍ୱର: ତତଲା କଡ଼େଇରେ ପରିଣତ ହୋଇଛି ପୂରା ଓଡ଼ିଶା । ସୋନପୁର, ବଲାଙ୍ଗିର, ଭୁବନେଶ୍ୱରର ସବୁଠି ସମାନ ଅବସ୍ଥା । ତାତିରୁ ତ୍ରାହି ମିଳୁନି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରଦେଉଛି ।…
(Video) ଜିରାଫକୁ ଚାରିପଟୁ ଆକ୍ରମଣ କରୁଥିଲେ ସିଂହ, ତା’ପରେ ହେଲା ଏମିତି, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ପଶୁପକ୍ଷୀଙ୍କ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ ଗୋଟିଏ ପଶୁ ଅନ୍ୟ ପଶୁକୁ କିପରି ଶିକାର କରିଥାଏ ତାହା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ । ସାଧାରଣତଃ ସିଂହ ହେଉ କିମ୍ବା ବାଘ ଶିକାରକୁ…
ସେୟାର ମାର୍କେଟରେ ପ୍ରବେଶ କରିବ Jio, LICଠାରୁ ବଡ଼ IPO ଲଞ୍ଚ କରିବେ ମୁକେଶ ଅମ୍ବାନୀ
ମୁମ୍ବାଇ: ସେୟାର ମାର୍କେଟରେ ନିବେଶ କରି ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଜିଓ ଆଇପିଓ ଲଞ୍ଚ କରିବାକୁ ଯାଉଛି।…