Browsing Category
Featured
୯ରୁ ୯୦ ବିଧାୟକ ଆଣି ସରକାର ଗଠନ କରିବ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସର ଗୌରବମୟ ଇତିହାସ ରହିଛି । ୨୨ ବର୍ଷ ଆମେ ଶୋଇଲେ, ଏଣିକି ଆଉ ଶୋଇବାନି । ରାଜନୈତିକ ରାସ୍ତାରେ ଉତ୍ଥାନ ପତନ ଲାଗି ରହିବ । ସମସ୍ତେ ଏକଜୁଟ୍ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ…
(Video)ସମୁଦ୍ର ଭିତରେ ସୁନାର ଭଣ୍ଡାର: ୩୦୦ ବର୍ଷ ପୂର୍ବରୁ ବୁଡ଼ିଥିଲା ଜାହାଜ
ନୂଆଦିଲ୍ଲୀ: ସମୁଦ୍ର ଭିତରୁ ଠାବ ହୋଇଛି ସୁନା ବୋଝେଇ ଜାହାଜ । ୧୭୦୮ରେ ବ୍ରିଟିଶ ସୈନ୍ୟବାହିନୀର ସରନ୍ ଜୋସ୍ ଯୁଦ୍ଧପୋତକୁ ସମୁଦ୍ରରେ ବୁଡ଼ାଇଦେଇଥିଲେ, ଯାହାକୁ ୨୦୧୫ରେ ଖୋଜି ବାହାର କରିଥିଲେ । ନିକଟରେ ସ୍ପେନ୍ ସରକାର…
ନାଟୋ ବୈଠକରେ ସାମିଲ ହେବେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି, ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା ହେବ
କିଏଭ: ଚଳିତ ମାସରେ ହେବାକୁ ଥିବା ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଅଂଶଗ୍ରହଣ କରିବେ । ନାଟୋ ଉପମହାସଚିବ ମିରାସିୟା ଜୋଏନ୍ ସୂଚନା ଦେଇଛନ୍ତି…
ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ…
ରାଜ୍ୟାଭିଷେକ ପୂର୍ବର କାହାଣୀ; ତିନି ଭାଇଙ୍କୁ ନେଇ ଏହି ଚିନ୍ତାରେ ମଗ୍ନ ଥିଲେ ଭଗବାନ ରାମ, ଜାଣନ୍ତୁ ଏହି ମଜାଦାର କାହାଣୀ
ଓଡ଼ିଶା ଭାସ୍କର: ଶ୍ରୀ ରାମଙ୍କ ରାଜ୍ୟାଭିଷେକ ନିଷ୍ପତ୍ତି ପରେ ଗୁରୁ ବଶିଷ୍ଠ ତାଙ୍କ ପ୍ରାସାଦରେ ପହଞ୍ଚି ଉପବାସ, ପୂଜାର୍ଚନା ଇତ୍ୟାଦିକୁ ସୃଷ୍ଟିକର୍ତ୍ତା ଦ୍ୱାରା କିପରି ଏହି କାର୍ଯ୍ୟକୁ ଫଳପ୍ରଦ ଭାବରେ କରିପାରିବେ…
କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଓଡ଼ିଶାରୁ ୨ ଜଣଙ୍କ ନାମ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ/ଭୁବନେଶ୍ୱର, = : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…
ପଥର ସନ୍ଧିରୁୁ ୮ ଘଣ୍ଟାର କଠିନ ଉଦ୍ୟମ ପରେ ଉଦ୍ଧାର ହେଲା ନାବାଳକ, ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଖସିପଡିଥିଲା
ନବରଙ୍ଗପୁର, (ଭାସ୍କର ନ୍ୟୁଜ୍): ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସି ଦୀର୍ଘ ୮ ଘଣ୍ଟା ପରେ ଉଦ୍ଧାର ହେଲା ନାବାଳକ । ସକାଳୁ ରାତି ପର୍ଯ୍ୟନ୍ତ ଦୁଇଟି ପଥର ସନ୍ଧିରେ ଜଣେ ୧୨ ବର୍ଷୀୟ ବାଳକର ମୁଣ୍ଡ ଫସି…
ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ମୁନାକୁ ବାନ୍ଧିଲା ପୋଲିସ, ଏବେ ବି ଫେରାର ଅଛନ୍ତି ଡିଜେ ମାଲିକ ଓ ଅନ୍ୟଜଣେ…
ଗୋପ, (ଭାସ୍କର ନ୍ୟୁଜ) : ଗୋପ ଥାନା ଅଧୀନ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟା କାଣ୍ଡ ଘଟଣାରେ ଦ୍ବିତୀୟ ଅଭିଯୁକ୍ତକୁ ଦୀର୍ଘ ଦେଢ ମାସ ପରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ମାତ୍ର ମୁଖ୍ୟ ଅଭିଯୁକ୍ତ…
ବିବାହ ଲଗ୍ନ ଧାର୍ଯ୍ୟ ଦିନ ଫେରାର ହୋଇଗଲେ ଯୁବକ, ପ୍ରତାରଣା ଅଭିଯୋଗ ଆଣିବା ସହ ପ୍ରେମିକ ଦୁଆରେ ଧାରଣାରେ ବସିଲେ ପ୍ରେମିକା ଓ ଗ୍ରାମବାସୀ
ତିହିଡ଼ି,(ଭାସ୍କର ନ୍ୟୁଜ) : ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏ…
ନୟାଗଡ଼ରେ ଫାଟିଲା ତେଲ ଟ୍ୟାଙ୍କର: ୪ ଜୀବନ୍ତ ଦଗ୍ଧ
ନୟାଗଡ଼(ଓଡ଼ିଶା ଭାସ୍କର): ବ୍ରିଜରୁ ଖସି ବିସ୍ଫୋରଣରେ ଫାଟିଛି ତେଲ ଟ୍ୟାଙ୍କର । ତେଲ ଟ୍ୟାଙ୍କର ଫାଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ…