Browsing Category

Featured

ଲୋକସଭା ନିର୍ବାଚନରେ ମାତ୍ର ୫ଟି ସିଟରେ ଜିତିବ, ମୋତେ PM ବନାଇଦେବ? ନିଜେ ପ୍ରଥମେ CM ହୁଅ ଅଖିଳେଶ: ଗର୍ଜନ କଲେ ମାୟାବତୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଦେଶରେ ରାଜନୀତିକ ମହଲ ସେତିକି ସରଗରମ୍ ହେବାରେ ଲାଗିଛି । ଏହା ମଧ୍ୟରେ ଦେଶର ସର୍ବବୃହତ୍ ନିର୍ବାଚନୀ କ୍ଷେତ୍ର ଉତ୍ତରପ୍ରଦେଶରେ ସମାଜବାଦୀ…

ପୁଣି ମହଙ୍ଗା ହେଲା ସିଏନଜି: ଏହି ସହରରେ ୨୪ ଦିନରେ ୪ଥର ବଢ଼ିଲା ରେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଗତ କିଛିଦିନ ହେବ ସ୍ଥିର ଥିବା ବେଳେ ସିଏନଜି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ ସହରରେ ସିଏନଜି…

ରୋମାନ୍ସର ନୂଆ ଫଣ୍ଡା ‘Live-in Relationship’: ମଜା ନେଉଛ ଏକାଏକା, ଧୋକ୍କା ଖାଇବା ପରେ କହୁଛ ଆମକୁ ବଞ୍ଚାଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମର ସମାଜ ଆଧୁନିକତାର ଦ୍ୱାହି ଦେଇ ଡିଜିଟାଲ ଆଡ଼କୁ ମାଡ଼ି ଚାଲିଛି । ମାତ୍ର ଅନ୍ୟପକ୍ଷରେ ଆମେ ସଂସ୍କାର, ମାନବିକତା ଆଦି କ୍ଷେତ୍ରରେ ପଛକୁ ପଛକୁ ଚାଲିଯାଉଛେ । ତେବେ…

ଆଜିଠାରୁ ପଶ୍ଚିମଦ୍ୱାରରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ଆଜିଠାରୁ ପଶ୍ଚିମଦ୍ୱାରରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଉଭୟ ପଟେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ଏନେଇ ଶ୍ରୀମନ୍ଦିର ପରିଚାଳନା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଗରମରେ ସମସ୍ତଙ୍କୁ ପିଆଜ ଖାଇବା ଉଚିତ୍: ଜାଣନ୍ତୁ ଏହାର ୫ଟି କାରଣ

ପିଆଜ ସାଧାରଣତଃ ସମସ୍ତଙ୍କ ଘରେ ବ୍ୟବହୃତ ହୁଏ । କେବଳ ଭାରତରେ ନୁହେଁ, ବରଂ ଅନେକ ଦେଶର ରୋଷେଇ ଘରେ କୁକିଂ ପିଆଜ ବିନା ସମ୍ପୂର୍ଣ୍ଣ ହେଇନଥାଏ । ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ…

ରାଜସ୍ଥାନ କଂଗ୍ରେସରେ ବିସ୍ଫୋରଣ: ମୋତେ ମୁଖ୍ୟମନ୍ତ୍ରୀ କରାଅ, ନଚେତ୍ ଦଳ ଆହୁରି ତଳକୁ ଖସିବ, ହାଇକମାଣ୍ଡଙ୍କୁ ରୋକଠୋକ୍ ଶୁଣାଇଲେ ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ନେଇ ପୁଣି ଥରେ କଂଗ୍ରେସର ଚିନ୍ତା ବଢ଼ିଯାଇଛି । ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗେସର ଲଜ୍ଜାଜନକ ପରାଜୟ ପରେ ଦଳର ହାଇକମାଣ୍ଡ ସକ୍ରିୟ ହୋଇ…

ବ୍ୟାଟ୍ସମ୍ୟାନ ମାରିଲେ ଛକ୍କା, ଅମ୍ପାୟାର ଦେଲେ ‘ନୋ ବଲ’: କ୍ରୋଧରେ ଅମ୍ପାୟାରଙ୍କ ଉପରେ ଗର୍ଜିଉଠିଲେ ପନ୍ତ, ଦେଖନ୍ତୁ Video

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ଥ ଅଧିକାଂଶ ସମୟରେ ପଡ଼ିଆରେ ନିଜର ଭୂମିକାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଗତକାଲିର ମ୍ୟାଚରେ କୋଲକାତା ନାଇଟ୍…

ମହିଳା ଟି-୨୦ ଚାଲେଞ୍ଜ କ୍ରିକେଟ୍‌ -୨୦୨୨: ଟାଇଟଲ୍‌ ପୃଷ୍ଠପୋଷକ ଅଧିକାର ପାଇଁ ଟେଣ୍ଡର ଆହ୍ୱାନ

ମୁମ୍ବାଇ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ଚାଲେଞ୍ଜ କ୍ରିକେଟ ପାଇଁ ଟାଇଟଲ ପୃଷ୍ଠପୋଷକ ଅଧିକାର ପାଇଁ ଗୁରୁବାର ଦିନ ବିସିସିଆଇ ପକ୍ଷରୁ କୋଟେସନ ଆହ୍ୱାନ କରା ଯାଇଛି । ଆସନ୍ତା ମେ ମାସ ୪ ତାରିଖ…

ପୁଣି ଫେରିଲା ଲକଡାଉନ୍: ୨୭ଟି ସହରରେ ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା

ବିଜିଂ: ଚୀନରେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ପଲିସି କାରଣରୁ ହଇଚଇ ସୃଷ୍ଟି ହୋଇଛି । ଜାରି ହୋଇଥିବା କୋଭିଡ ପଲିସି କାରଣରୁ ଅଳ୍ପ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ…