Browsing Category

Featured

ସାମନ୍ଥାଙ୍କ ସହିତ ବିବାହ ବିଚ୍ଛେଦର କିଛି ମାସ ପରେ ପୁଣି ବିବାହ ପାଇଁ ପ୍ରସ୍ତୁତ ନାଗା ଚୈତନ୍ୟ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୁ ଅନ୍ୟତମ । ତେବେ ଗତ କିଛି ଦିନ ତଳେ ଉଭୟେ ଅଚାନକ ଭାବରେ ଅଲଗା ହେବାର ନିଷ୍ପତି ନେଇଥିଲେ । ଯାହ ତାଙ୍କର ପ୍ରଶଂସକମାନଙ୍କୁ…

ଟାଇଗର ଜମ୍ପ: ଚଳନ୍ତି ଡଙ୍ଗାରୁ ପାଣିକୁ ଡେଇଁଲା ଜଙ୍ଗଲର ରାଜା, ଦେଖନ୍ତୁ ଭିଡିଓ

ବାଘର ଶିକାର କରିବା ଷ୍ଟାଇଲରୁ ଆରମ୍ଭ କରି ଗର୍ଜନ ଅନେକ ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ବାଘର ଆଉ ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେôାରେ ଲାଗିଛି । ଜଙ୍ଗଲର ରାଜା ବୋଲି ଆଖ୍ୟା ପାଇଥିବା…

ଡ୍ରାଇଭର ସଂଗଠନ ଦାବି ଗୁଡ଼ିକର ତର୍ଜମା କରିବା ପାଇଁ ଗଠନ ହେବ କମିଟି-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଡ୍ରାଇଭର ଆସୋସିଏସନର ଦାବି ପୁରଣ କରିବା ପାଇଁ ଓଡ଼ିଶା ସରକାର ଏକ କମିଟି ଗଠନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ବିଷୟରେ ଆବଶ୍ୟକୀୟ ପଦକ୍ଷେପ ଆସନ୍ତା ତିନି ମାସ ମଧ୍ୟରେ…

ବଢୁଛି ଡିଜେଲ ଦର, ୨୦ ଦିନ ମଧ୍ୟରେ ପୁଣି ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର

ଦେଶ ଏବଂ ରାଜ୍ୟରେ ଦୈନିକ ଭିତ୍ତିରେ ଏବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟ ସରକାର ୨୦ ଦିନ ଭିତରେ ପୁଣି ଥରେ ଡିଜେଲ ଦର ବୃଦ୍ଧି ନେଇ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ।…

ବକ୍ସ ଅଫିସରେ KGF Chapter-2 ର ସୁନାମୀ, ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ

କନ୍ନଡ଼ ସୁପରଷ୍ଟାର ୟଶଙ୍କ ଅଭିନୀତ କେଜିଏଫ ଚାପ୍ଟର-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ବଲିଉଡ ହଲିଉଡ ଭଳି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି କେଜିଏଫ ଚାପ୍ଟର-୨  । ଫିଲ୍ମ ଦେଖିବା ପାଇଁ ଲୋକଙ୍କ…

ପୁଣି ପୋଲିସ ହଟହଟା: ଅଭିଯୁକ୍ତକୁ ନେବା ପଇଁ ଆସିଥିବା ପୋଲିସ ଟିମ ଉପରେ ପଥର ମାଡ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆଜି କ୍ରାଇମବାଞ୍ଚର ଟିମ ଉପରକୁ ପଥରମାଡ ହୋଇଛି । ତେବେ ଏଠାରେ ହୋଇଥିବା ଏହି ହିଂସାକାଣ୍ଡ…

ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ କର: ସ୍ୱର୍ଗଦ୍ୱାରରେ ସରିଲା ଅନ୍ତିମ ସଂସ୍କାର

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱର୍ଗଦ୍ୱାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି…

ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବା ପାଇଁ ପୋଲିସର ଅନୁମତି ନେବାକୁ ହେବ

ମସଜିଦରେ ବାଜୁଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ଏକ ବଡ଼ ନିଷ୍ପତି ନେଇଛନ୍ତି ନାସିକ ଜିଲ୍ଲା ପ୍ରଶାସନ । ଏବେ ଏଠାରେ ଲାଉଡସ୍ପିକରେ ହନୁମାନ ଚାଳିସା ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ । ନାସିକ ପୋଲିସ କମିଶନର…

ନୋଏଡା, ଲକ୍ଷ୍ନୌ ସମେତ ଏହି ୬ ଜିଲ୍ଲାରେ ମାସ୍କ ହେଲା ବାଧ୍ୟତାମୂଳକ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଯୋଗୀଙ୍କ ଆଦେଶ

ଲକ୍ଷ୍ନୌ: ୟୁପିରେ ପୁଣି ଥରେ କରୋନା ସଂକ୍ରମଣ ନେଇ ସତର୍କତା ଜାରିକରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସମେତ ୬ ଏନସିଆର ଜିଲ୍ଲା ଗୌତମବୁଦ୍ଧ ନଗର, ଗାଜିଆବାଦ, ହାପୁଡ଼, ମେରାଠ, ବୁଲନ୍ଦସହର, ବାଗପତର…

ଆସନ୍ତା ୬ ମାସ ମଧ୍ୟରେ ୨୧ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଚାକିରି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ସୁସମ୍ବାଦ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୧ ହଜାରରୁ ଅଧିକ ପଦବୀ ବାହାରିବ । ଉଭୟ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ଖାଲି…