Browsing Category
Featured
ଶେଷରେ ST କମିଶନରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ
କେନ୍ଦୁଝର(ଓଡ଼ିଶା ଭାସ୍କର): ଶେଷରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ହାଜର…
ମଥୁରା-ଶାହି ଇଦଗାହ ମାମଲା: ଶ୍ରୀକୃଷ୍ଣ ବିରାଜମାନଙ୍କ ଯାଚିକା ମଞ୍ଜୁର କଲେ ଜିଲ୍ଲା ଅଦାତଲ, ଜୁଲାଇ ୧ରେ ଶୁଣାଣି
ମଥୁରା: ମଥୁରାର ଜିଲ୍ଲା ଅଦାଲତ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଶ୍ରୀକୃଷ୍ଣ ବିରାଜମାନର ଯାଚିକାକୁ ସ୍ଵୀକାର କରିଛନ୍ତି। ସିଭିଲ କୋର୍ଟରେ ପ୍ରାୟ ଦେଢ ବର୍ଷ ହେବ ଯାଚିକା ଉପରେ ଶୁଣାଣି ଚାଲିଥିଲା। ଆଜି…
ମାଉଣ୍ଟ ଲୁଇସ ଉପରେ ଉଡିଲା ତ୍ରିରଙ୍ଗା: ହରିୟାଣାର ଯୁବକ ଲେଖିଲେ ଏହି ଅପୂର୍ବ ସଫଳତାର କାହାଣୀ
ନୂଆଦିଲ୍ଲୀ: ମଣିଷ ପାଇଁ କିଛି ଅସମ୍ଭବ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ହରିୟାଣା ହିସାରର ଜଣେ ଯୁବକ । ବିଶ୍ୱର ଚତୁର୍ଥ ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଲୁଇସ ଚଢିବାରେ ପ୍ରଥମ ଚେଷ୍ଟାରେ ସଫଳତା ହାସଲ…
ଜ୍ଞାନବ୍ୟାପୀ ମସଜିଦ ବିବାଦ: ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ, ଟ୍ରାଏଲ କୋର୍ଟ ଉପରେ ବି ଲଗାଇଲେ ରୋକ୍
ବାରାଣସୀ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣିକୁ ଶୁକ୍ରବାର ଘୁଞ୍ଚାଇଛନ୍ତି। ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟ ବାରାଣସୀ କୋର୍ଟର ଶୁଣାଣି ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଏବେ ଶୁକ୍ରବାର…
ଉତ୍ତରପ୍ରଦେଶକୁ ଯାତାୟତ କରୁଥିବା ୨୧ଟି ଟ୍ରେନ ଉପରେ ରୋକ: ଜାଣନ୍ତୁ କାହିଁକି ଏବଂ କେଉଁ ଟ୍ରେନ ବନ୍ଦ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ଯାତାୟତ କରୁଥିବା ୨୧ ଟ୍ରେନ ଆଜି ରଦ୍ଦ କରାଯାଇଛି । କେବଳ ଆଜି ଗୋଟିଏ ଦିନ ପାଇଁ ବନ୍ଦ ରହିବ ଟ୍ରେନ ଚଳାଚଳ । ଏ ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ସ୍ଥାନରେ…
ବିଛିନ୍ନବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ସ୍ୱୀକାର କଲେ ସମସ୍ତ ଅପରାଧ
ଶ୍ରୀନଗର: କାଶ୍ମୀର ବିଛିନ୍ନତାବାଦ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟାସିନ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ ଏନଆଇଏ କୋର୍ଟ । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ…
୨ ବର୍ଷ ପରେ ଫେରିବ ସେହି ଅପୂର୍ବ ତିଥି: ଭକ୍ତଙ୍କ ଭିଡ ଭିତରେ ହେବ ଭଗବାନଙ୍କ ସ୍ନାନଯାତ୍ରା
ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ…
ବଟଲରଙ୍କ ପୋଜିସନ ଉପରେ ବିପଦର ଘଣ୍ଟି: ଚିନ୍ତା ବଢାଉଛି ରାହୁଲ-କ୍ୱିଣ୍ଟନ ସୁପର ଯୋଡି
ମୁମ୍ବାଇ: ଚଳିତ IPL ସିଜନରେ ଅରେଞ୍ଜ କ୍ୟାପ ତାଲିକାରେ ଖୁବ ଆଗରେ ରହିଛନ୍ତି ରାଜସ୍ଥାନର ଓପନର ଜୋସ ବଟଲର । ୩ଟି ଦମଦାର ଶତକ ସହିତ ୩ଟି ଅର୍ଦ୍ଧଶତକୀୟ ପାଳି ଖେଳି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ୧୩ ମ୍ୟାଚରୁ…
‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…
ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି…
ମହିଳା ଟିଚରଙ୍କ ନାଁରେ ସାଂଘାତିକ ଅଭିଯୋଗ: ସ୍କୁଲକୁ ଗୋମାଂସ ଆଣିବା ନେଇ ମାମଲା ରୁଜୁ
ଆସାମ: ଆସାମ ଲଖିମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସରକାରୀ ସ୍କୁଲର ଜଣେ ମହିଳା ହେଡମାଷ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିଛି । ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବିରୋଧରେ…