Browsing Category
Featured
ଛିଡା ହେବା ବେଳେ ଲାଗୁଛି ନିଆଁ: ବଜାରରୁ ୧୪୪୧ ଇ-ସ୍କୁଟର ଫେରାଇ ନେଲା ଓଲା
ନୂଆଦିଲ୍ଲୀ: ଦେଶରେ ବର୍ତମାନ ଇ-ସ୍କୁଟରର ଦୁର୍ଘଟଣା ବଢିବାରେ ଲାଗିଛି । ବାରମ୍ବାର ଏଭଳି ଇ-ସ୍କୁଟର ଦୁର୍ଘଟଣା ଖବର ଶୁଣିବାକୁ ମିଳୁଛି । ଆହୁରି ପୁଣି ଏବେ ତ ଦିନରେ ଇ-ସ୍କୁଟର କିଣିଲେ ରାତିରେ ବିସ୍ଫୋରଣ ହେଉଛି ।…
ବିହାର ଲୋକସେବା ଆୟୋଗ ଆଜି ଜାରି କରିବ ପ୍ରିଲିମିନାରୀ ପରୀକ୍ଷା ଆଡମିଟ୍ କାର୍ଡ, ଏମିତି କରିପାରିବେ ଡାଉନଲୋଡ
ବିହାର ଲୋକ ସେବା ଆୟୋଗ (ବିପିଏସସି) ସୋମବାର ବିପିଏସସିର ୬୭ ତମ କମ୍ବାଇନ୍ଡ ପରୀକ୍ଷାର ଆଡମିଟ୍ କାର୍ଡ ଜାରି କରିବ । ଯେଉଁ ପରୀକ୍ଷାର୍ଥୀ ବିପିଏସସି ପ୍ରିଲିମିନାରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ ଆଡମିଟ୍…
ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଅ, ନବ ନିର୍ବାଚିତ ମେୟର ଓ ଉପାଧ୍ୟକ୍ଷଙ୍କୁ ନବୀନଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜ ନିଜ ସହର କୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର । ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର । ଆଜି ଲୋକସେବା ଭବନରେ…
ଗରମରୁ ନାହିଁ ତ୍ରାହି: ଆଜି ବି ଜଳୁଛି ଭୁବନେଶ୍ୱର, ଜାଣନ୍ତୁ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା କେତେ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡଫଟା ଖରା ଲାଗିରହିଛି । ଗତ ୩ ଦିନ ଭଳି ଆଜି ବି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୯.୪…
ଖୁସିଖବର: ‘ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ରିହାତି, ଜାଣନ୍ତୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆସିଛି ଏକ ଖୁସିଖବର । ଏଣିକି 'ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି । ସେମାନଙ୍କ ପାଇଁ ୫୦% ଭଡ଼ା ଛାଡ଼ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ…
ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ
ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ…
ପ୍ରାରମ୍ଭିକ ଟ୍ରେଡରେ ୬୦୦ ପଏଣ୍ଟ ଖସିଲା ଶେୟାର ବଜାର: ନିବେଶକଙ୍କ ୨ ଲକ୍ଷ କୋଟି କ୍ଷତି
ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାର ତଳୁଆ ରହିଥିବା ବେଳେ ନିବେଶକଙ୍କୁ ଲାଗିଛି ବହୁତ ବଡ କ୍ଷତି । ଦିନର ପ୍ରାରମ୍ଭିକ ଟ୍ରେଡରେ ଷ୍ଟକ୍ ମାର୍କେଟ୍ ୬୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ଦଲାଲ୍ ଷ୍ଟ୍ରିଟରେ ହୋଇଛି ରକ୍ତପାତ ।…
ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ନିର୍ଦ୍ଦେଶ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ୍ କଟ୍ ଲୋକଙ୍କୁ କଲବଲ କରୁଛି । ଏହାରି ମଧ୍ୟରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ…
କିଣିଥାନ୍ତେ କଳା ଘୋଡ଼ା: ପଞ୍ଜାବୀ ବ୍ୟକ୍ତିଙ୍କୁ ୨୩ ଲକ୍ଷର ଚୂନ ଲଗେଇଦେଲେ ବିକ୍ରେତା
ନୂଆଦିଲ୍ଲୀ: ଓଡ଼ିଆରେ ଗୋଟିଏ ଢଗ ଅଛି ଘୋଡା ଛ ଟଙ୍କା ଦାନା ନ ଟଙ୍କା । ହେଲେ ୬ କି ୯ ଟଙ୍କା ନୁହେଁ ଏଠାରେ ଘୋଡା କିଣି ୨୩ ଲକ୍ଷ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ଜଣେ ପଞ୍ଜାବୀ ବ୍ୟକ୍ତି । ଏକ କଳା ମାରୱାଡୀ ଘୋଡ଼ା…
ଏକ ସପ୍ତାହରେ ଦେଶରେ ଦୁଇଗୁଣା ହେଲା କରୋନା ରୋଗୀ ସଂଖ୍ୟା, ୧୨ଟି ରାଜ୍ୟରେ ଲଗାତାର ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ଲହର ଆରମ୍ଭ ହୋଇଗଲାଣି । ଭାରତରେ ଏକ ସପ୍ତାହରେ ଦୁଇଗୁଣ ରୋଗୀଙ୍କର ଚିହ୍ନଟ ହୋଇଛନ୍ତି । ଦେଶର ୧୨ଟି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ…