Browsing Category

Featured

ଟୋକିଓ ଅଲିମ୍ପିକରେ କରୋନା ଆଟାକ୍, ଖେଳ ଗାଁରୁ ସାମ୍ନାକୁ ଆସିଲା ପ୍ରଥମ କେସ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ୨୩ ଜୁଲାଇରୁ କ୍ରୀଡାର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ବାହାରିଛି ପଜିଟିଭ ମାମଲା । ବିଦେଶରୁ ଆସିଥିବା ଜଣେ…

UGC ପକ୍ଷରୁ ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କେବେ ଆରମ୍ଭ ହେବ ପାଠପଢ଼ା

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ହ୍ରାସ ପାଇବାରେ ଲାଗିଛି, କିନ୍ତୁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଏହାରି ମଧ୍ୟରେ ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷାବର୍ଷ ପାଠପଢ଼ା ନେଇ ଆସିଛି ଗାଇଡଲାଇନ୍ । ୨୦୨୧-୨୨ର ନାମଲେଖା…

ତୃତୀୟ ତରଙ୍ଗ: ୱାଟର୍ ପ୍ରୁଫ୍ ମାସ୍କ ଓ ଭର୍ଚୁଆଲ୍ ବାହାଘର

ମାଡ଼ି ଆସୁଛି ମହାମାରୀ କରୋନାର ଆଉ ଏକ ତରଙ୍ଗ । ପ୍ରଥମ ତରଙ୍ଗର ଦୁଃଖ ଯାଇନଥିବାବେଳେ ଦାଉ ସାଧିଲା ଦ୍ୱିତୀୟ ତରଙ୍ଗ । ସାରା ଦେଶକୁ କଲବଲ କରିଦେଲା । ଭୁଶୁଡ଼ିଗଲା ଲୋକଙ୍କ ଜୀବନ ଜୀବିକା ଆଉ ଚାରିଆଡ଼େ ଦୁର୍ଦ୍ଦଶାର ଚିତ୍ର…

ହଟିପାରନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା, ମୋଦିଙ୍କୁ ଭେଟିବା ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୀତିର ପାଣିପାଗ ବେଶ୍ ଉଷ୍ମ ରହିଛି କହିଲେ ଚଳିବ । ଗୋଟିଏ ପଟେ ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କ ବିରୋଧୀ ମହାମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଅନ୍ୟପଟେ…

ଆସୁଛି ତୃତୀୟ ଲହର! ଆଜି ଦେଶରେ ୫୬୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…

ପୁଅ, ଝିଅକୁ କୂଅକୁ ଠେଲିଦେଲା ମାଆ, ଜାଣନ୍ତୁ କାହିଁକି

କନ୍ଧମାଳ(ଓଡ଼ିଶା ଭାସ୍କର): ପାରିବାରିକ କଳହର କରୁଣ ପରିଣତି । ଏହି କାରଣରୁ ଅନେକ ପରିବାର ଭାଙ୍ଗିଯାଉଥିବା ବେଳେ ଅନେକ ପରିବାର ମାଟିରେ ମିଶିଛି । ସେହିପରି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଘଟିଯାଇଥିବା ଏକ…

ପୁଣି ଓଡ଼ିଶାରୁ ୬୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା: ପୋଲିସକୁ ମିଳିଲା ନୂଆ ସୁରାକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ସୌମ୍ୟଙ୍କ ମୃତ୍ୟୁକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ଏହି ଘଟଣା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୧୮୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ତିନିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ…

ରେକର୍ଡ ସ୍ତରରେ ପେଟ୍ରୋଲ ଦର: ଆଜି ପୁଣି ବଢ଼ିଲା, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ରେଟରେ ଲାଗିଛି ନିଆଁ । ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ-ଡିଜେଲର ନୂଆ ରେଟ ଜାରି କରିଛନ୍ତି । ଆଜି ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦର ବୃଦ୍ଧି । ଆଜି ତୈଳ କମ୍ପାନୀଗୁଡିକ…