fbpx
Browsing Category

Featured

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ବାଲେଶ୍ୱର ଓ ଭଦ୍ରକ ଗଲେ ୨୮ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ୱର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର । ବାତ୍ୟା ବେଳେ କୋଭିଡ୍‌ ସୁରିଚାଳନା ପାଇଁ ଏହି ଦୁଇ ଜିଲ୍ଲାକୁ ୨୮…

ଏହି ଦେଶର ରାଷ୍ଟ୍ରପତିଙ୍କ କାରନାମା ନେଇ ବିଶ୍ୱସ୍ତରରେ ଚର୍ଚ୍ଚା! ଯୁଦ୍ଧ ବିମାନ ପଠାଇ ଯାତ୍ରୀବାହୀ ବିମାନକୁ କରିଥିଲେ ଅପହରଣ

ନୂଆଦିଲ୍ଲୀ: ବେଲାରୁସ୍ ରାଷ୍ଟ୍ରପତି ଏକ ଯାତ୍ରୀବାହୀ ବିମାନଙ୍କୁ ଅପହରଣ କରିଛନ୍ତି । ବିଶ୍ୱ ଇତିହାସରେ ଜଣେ ରାଷ୍ଟ୍ରପତି ହିସାବରେ ଏପରି ଘଟଣା ବୋଧହୁଏ କ୍ୱଚିତ ଦେଖିବାକୁ ମିଳିଥିବ । ଦେଶର ରାଷ୍ଟପ୍ରତି ଆଲେକଜାଣ୍ଡାର…

ଆସିଲା କି କରୋନାର ତୃତୀୟ ଲହର? କେବଳ ଜୟପୁରରେ ୧୦ ହଜାରରୁ ଅଧିକ ଶିଶୁ ପଜିଟିଭ୍‌

ଜୟପୁର: କରୋନାର ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି, କ’ଣ କରୋନାର ତୃତୀୟ ଲହର ଆସିଗଲାଣି କି? କାରଣ ରାଜସ୍ଥାନରେ ଅପ୍ରେଲ ଓ ମେ’ ମାସରେ ବହୁ…

ଟଳିଲା ବିପଦ, ମିଳିଲା ଆଶ୍ୱସ୍ତି: କରୋନାର ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବ ନାହିଁ, ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଶିଶୁଙ୍କୁ ନେଇ ପୂର୍ବରୁ କରାଯାଉଥିବା ଆଶଙ୍କାର ପରିସମାପ୍ତି ଘଟିଛି । ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆସିବାକୁ ଥିବା ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ…

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ବିସିସିଆଇ, ଦାନ କରିବ ୧୦ ଲିଟର ବିଶିଷ୍ଟ ୨୦୦୦ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଦେଶରେ କରୋନା ପରିସ୍ଥିତି ଭୟାନକ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଛି । ମୁଖ୍ୟତଃ କରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ…

ଡଙ୍ଗାବୁଡି ଜଣେ ମୃତ, ୭ ଜଣଙ୍କର ମିଳୁନି ପତ୍ତା

ମାଲକାନଗିରି(ଓଡିଶା ଭାସ୍କର): ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ହୋଇଛନ୍ତି । ଆନ୍ଧ୍ରରୁ ଫେରୁଥିଲାବେଳେ ସିଲେରୁ ନଦୀରେ ବୁଡିଯାଇଥିଲା ଡଙ୍ଗା । ଗୁଣ୍ଡାବେଡା…

ଆଜି ବି ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ, ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ମାକେର୍ଟ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ବାତ୍ୟା "ୟଶ୍'କୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଜାରି ହୋଇଥିବା ଲକ୍‌ଡାଉନ୍‌ କଟକଣାକୁ ୨ ଦିନ ପାଇଁ ଅର୍ଥାତ ଚଳିତ ମାସ ୨୪ ତାରିଖ (ସୋମବାର) ଓ ୨୫ ତାରିଖ (ମଙ୍ଗଳବାର) ପାଇଁ…

ପାରାଦୀପଠାରୁ ୩୬୦ କିମି ଦୂରରେ ବାତ୍ୟା ‘ୟଶ’, ୯ କିମି ବେଗରେ ମାଡିଆସୁଛି

ଭୁବନେଶ୍ୱର: ଅତି ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ୟଶ’ । ଏବେ ଘଣ୍ଟାପ୍ରତି ୯ କିମି ବେଗରେ ଆଗଉଛି ସାମୁଦ୍ରିକ ଘୂର୍ଣ୍ଣିଝଡ । ପାରାଦୀପଠାରୁ ୩୬୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ବାତ୍ୟା ୟଶ ରହିଛି ।…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ୱାଦିକ, ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଗେହ୍ଲି ଝିଅକୁ ଛାଡି ଚାଲିଗଲେ ଆଶୁତୋଷ

କନ୍ଧମାଳ(ଓଡ଼ିଶା ଭାସ୍କର ): ସାମ୍ୱାଦିକ ଆଶୁତୋଷ ବେହେରା (୪୫)ଙ୍କ ରବିବାର ରାତି ୯ଟାରେ ପରଲୋକ ହୋଇଯାଇଛି । ସେ ଫୁଲବାଣୀ କୋଭିଡ୍‌ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କର…

ଭୂକମ୍ପ ଝଟ୍‌କାରେ ଥରିଲା ଦେବଭୂମି, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଡେରାଡୁନ,(ଓଡ଼ିଶା ଭାସ୍କର):  ଦେବଭୂମି ଉତ୍ତରାଖଣ୍ଡରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକମାନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । କରୋନାର ମୁକାବିଲା କରୁଥିବା…