fbpx
Browsing Category

Featured

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୪୪ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୪୪ ହଜାର ୨୬୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୫୮ ଲକ୍ଷ ୩୨…

ବାୟୁସେନାର ଲଢୁଆ ବିମାନ ଦୁଘର୍ଟଣାଗ୍ରସ୍ତ

ନୂଆଦିଲ୍ଲୀ: ବାୟୁସେନାର ମିଗ-୨୧ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏହି ଦୁର୍ଘଟଣା ହୋଇଛି । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବା ବିମାନଟି…

ଶସ୍ତା ସୁନା କିଣିବାର ଆଜି ଶେଷ ଦିନ! ବଜାର ମୂଲ୍ୟଠାରୁ କମ୍ ଦାମରେ ବିକୁଛନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ପୁଣି ଥରେ ମହଙ୍ଗା ହୋଇଛି ସୁନା । ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପ୍ରତି ୪୮,୫୨୦ ଟଙ୍କା ହୋଇଛି । ଏଭଳି ପରିସ୍ଥିତି ଯଦି ଆପଣ ଶସ୍ତା ସୁନା କିଣିବାକୁ ଯୋଜନା କରୁଛନ୍ତି,…

ରାଶିଫଳ (ଶୁକ୍ରବାର ,୨୧ ମଇ ,୨୦୨୧)

ମେଷ - ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ - ଆଜି ଆପଣଙ୍କ ମନ…

ଭୁବନେଶ୍ୱରରେ ବସ୍ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ରେଣ୍ଟାଲ କଲୋନିରେ ବସ୍ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ବସ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । କିନ୍ତୁ ମୃତକଙ୍କ ପରିଚୟ ବର୍ତ୍ତମାନ…

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜାରି: ଏସଆରସି

ଭୁବନେଶ୍ୱର(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ ।…

ଲଜ୍ଜା: ଭଉଣୀକୁ ଦୁଷ୍କର୍ମ କଲା ଭାଇ

ପାଟଣା: ବିହାରର ଦରଭଙ୍ଗାରୁ ଆସିଛି ସମ୍ପର୍କର ଏକ  ଲଜ୍ଜାଜନକ ମାମଲା । ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି । ପୀଡିତା ତାଙ୍କ ମା’ଙ୍କୁ ସମସ୍ତ ଘଟଣା କହିଥିଲେ, ପରେ ତୁରନ୍ତ…

ଜୁନ୍ ରୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ମିଳିବ ଆଣ୍ଟି-କୋଭିଡ୍ ମେଡିସିନ ୨ ଡିଜି: ଡ.ରେଡ୍ଡି ଲ୍ୟାବର ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଡ.ରେଡ୍ଡି ଲ୍ୟାବ ଘୋଷଣା କରିଛି ଯେ ଆଣ୍ଟି-କୋଭିଡ ମେଡିସିନ୍ ୨ ଡିଜିର ବ୍ୟବସାୟିକ ଶୁଭାରମ୍ଭ ଜୁନ୍ ମଧ୍ୟଭାଗରୁ ଆରମ୍ଭ ହେବ। ଲ୍ୟାବ ଅନୁଯାୟୀ, ସେତେବେଳକୁ ୨ ଡିଜି ଔଷଧର ପ୍ରକୃତ…

ରାଜ୍ୟରେ ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୧୧ ସହର

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ତାତୁଛି ଓଡିଶା । ଆଜି ୪୦ ଡିଗ୍ରୀ ଉପରେ ରହିଛି ୧୧ଟି ସହରର ତାପମାତ୍ରା । ୪୧.୫ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ଏହା ସହ…

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିସହିତ ଦିନକୁ ୪ ଲକ୍ଷ ପାଖାପାଖି ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି । ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବର୍ତ୍ତମାନ ସମୟ ଓ…