Browsing Category

Featured

ଧନତେରସରେ ଆଜି ରାଶି ହିସାବରେ କିଣନ୍ତୁ ଏହି ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ

ଧନତେରସରେ ସପିଂ କରିବା ବହୁତ ଶୁଭ ହୋଇଥାଏ । କିନ୍ତୁ ଶୁଭ ମୁହୂର୍ତ୍ତରେ ଓ ରାଶି ହିସାବରେ କିଣିବା ଦ୍ୱାରା ତାହାର ଲାଭ ଦ୍ୱିଗୁଣିତ ହୋଇଯାଏ । ଆଜି ଧନତେରସରେ ଶୁଭ ତ୍ରିପୁଷ୍କର ଯୋଗ ଓ ଅମୃତ ଲାଭର ଯୋଗ ରହିଛି । ଏହା…

ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧାସଳଖ ବିମାନ ସେବାର ଆଜି ଶୁଭାରମ୍ଭ ହୋଇଛି । ଇଣ୍ଡିଗୋ ପକ୍ଷରୁ ନୂଆ ବିମାନ ସେବା ଆରମ୍ଭ ହୋଇଛି । ଏନେଇ ଭିଡିଓ କନଫରେନ୍ସି ଜରିଆରେ ସ୍ୱତନ୍ତ୍ର…

ହ୍ୱାଟସଆପ୍ ବନ୍ଦ କଲା ୨୨ ଲକ୍ଷ ଆକାଉଣ୍ଟ୍, ୟୁଜର୍ସ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ: ଇଷ୍ଟେଣ୍ଟ୍ ମେସେଜିଂ ଆପ୍ ପୁଣିଥରେ ଚର୍ଚ୍ଚାକୁ ଆସିଛି । ହେଲେ ଚର୍ଚ୍ଚାର କାରଣ କୌଣସି ନୁତନ ଫିଚର୍ ନୁହେଁ ବରଂ ଏକ କାର୍ଯ୍ୟାନୁଷ୍ଠାନ । ହ୍ୱାଟସଆପ୍ ପକ୍ଷରୁ ନିକଟରେ ୨୨ ଲକ୍ଷରୁ ଅଧିକ ୟୁଜର୍ସଙ୍କ…

ଭିଜିଲାନ୍ସ ପଞ୍ଝାରେ ନିମାପଡ଼ା ତହସିଲଦାର

ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ନିମାପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ରେଡ୍…

ମାଆ-ଝିଅଙ୍କୁ ଛୁରାମାଡ଼ ଘଟଣା: କେବେ ଖୋଲିବ ରୂପେଶଙ୍କ ମହିଳା ବେଶ ପଛର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ସ୍ମିତା ମିଶ୍ର ଓ ତାଙ୍କ ଝିଅ ଅନନ୍ୟାଙ୍କୁ ଛୁରାମାଡ଼ ଘଟଣା ସନ୍ଦେହ ଘେରକୁ ଆସୁଛି । ପୋଲିସ ଘଟଣାସ୍ଥଳରୁ ଛୁରୀ ଓ ବନ୍ଧୁକ ଜବତ କରିଥିବାରୁ…

ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ବୋରିସ୍ ଜନସନ୍, ଖୁବ୍ ଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ: ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଖୁବ୍ ଶୀଘ୍ର ଭାରତ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ସେ ସ୍ୱୀକାର କରିବା ସହିତ ଭାରତ ଆସିବା ନେଇ ସମ୍ମତି ପ୍ରକାଶ କରିଛନ୍ତି । ବିଦେଶ…

ବିମାନ ଟିକେଟ୍ ବୁକିଂରେ ମିଳୁଛି ୧୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ୍, ଫଟାଫଟ୍ ଚେକ୍ କରନ୍ତୁ ଡିଟେଲ୍

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଦୀପାବଳୀରେ ଦମଦାର୍ ଅଫର୍ ଆଣିଛି । ଦୀପାବଳୀରେ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯାତ୍ରାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ଇଣ୍ଡିଗୋ ଏହି ଅଫର୍ ର ଘୋଷଣା କରିଛି । ଦୁଇ ଡୋଜ୍…

କୋଭିଡ ଜାଲ୍ ରିପୋର୍ଟ ମାଷ୍ଟରମାଇଣ୍ଡ ଗଲା କୁଆଡ଼େ, ଏହା ପଛରେ ସରକାରୀ ନା ଘରୋଇ ହସ୍ପିଟାଲ କିଏ ସମ୍ପୃକ୍ତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଙ୍କା ଦେଇ ଜାଲ୍ କୋଭିଡ୍ ରିପୋର୍ଟ ପ୍ରସ୍ତୁତିକୁ ନେଇ ବଢ଼ୁଛି ସନ୍ଦେହ । ଇତିମଧ୍ୟରେ ଏହି ଘଟଣାକୁ ୫ ଦିନି ବିତିଯାଇଥିଲେ ହେଁ ଏହାର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରିନାହିଁ ପ୍ରଶାସନ ।…

ଢ଼େଙ୍କାନାଳ ମହାବିରୋଡ଼ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନିତି ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହାରି ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଅନେକ ବଡ଼ ବଡ଼ ଲୋକଙ୍କ ପୋଲ ଖୋଲିବାରେ ଲାଗିଛି ଭିଜିଲାନ୍ସ । ଏହାରି ମଧ୍ୟରେ…

ଧନତେରସ୍ ଦିନ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ଧନପ୍ରାପ୍ତିରୁ ରହିବେ ବଞ୍ଚିତ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ଦେଶବ୍ୟାପୀ ଧନରେତସ୍ ର ପର୍ବ ପାଳନ କରାଯାଉଛି । ଧନତେରସ୍ ରେ ମା' ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ । ଏହି ଦିନ ସୁନା ରୁପା କିଣିବାକୁ ଶୁଭ ବୋଲି ଧରାଯାଇଥାଏ । ଏଥିସହିତ…