Browsing Category

Featured

ବିବାଦୀୟ ବୟାନ ମାମଲାରେ ବଢିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ, ଜନ୍ମ ଦିନରେ ଜେରା କରୁଛି କୋଲକାତା ପୋଲିସ

କୋଲକାତା : ଅଭିନେତା ତଥା ବିଜେପିର ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ତାଙ୍କର ବିବାଦୀୟ ଭାଷଣକୁ ନେଇ କୋଲକାତା ପୋଲିସ ବୁଧବାର ତାଙ୍କୁ ପଚରା ଉଚୁରା…

ଏଥର ଟ୍ୱିଟର ସାମ୍ନା କରିବ ପୋଲିସକୁ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଆଇଟି ନିୟମକୁ ପାଳନ ନ କରିବା ଟ୍ୱିଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଟୁଇଟରକୁ ପୂର୍ବରୁ ମିଳୁଥିବା ସମସ୍ତ ଆଇନଗତ ସୁରକ୍ଷାକୁ ସରକାର ହଟାଇ ଦେଇଛନ୍ତି । ସରକାର ଗତ ମେ ମାସ ୨୫…

ଆଜି ଦିନ ୧.୩୦ ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ହୋଇପାରେ ଅନଲକ୍ ନିଷ୍ପତ୍ତି

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ଦିନ ୧ଟା ୩୦ ମିନିଟ୍ ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ଆସନ୍ତାକାଲି ଲକଡାଉନ ଅବଧି ସମ୍ପୂର୍ଣ୍ଣ ହେଉଛି । ତେଣୁ ଶ୍ରୀ…

ଦେଶରେ ଆଜି ୨୫୪୨ ଜଣଙ୍କ ମୃତ୍ୟୁ, ୭୦ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୪୨ ଜଣଙ୍କ…

ଭାଣିଜୀଙ୍କୁ ମିଳିଗଲା ବ୍ୟାଙ୍କ ଅଫିସର, କାଫେ ମାଲିକଙ୍କୁ କିଏ ପଚାରେ, ତେଣୁ ବଢ଼ିଥିଲା ବିକ୍ରମଙ୍କ ମାନସିକ ଚାପ

ବଲାଙ୍ଗିର, (ଓଡିଶା ଭାସ୍କର): ଗତକାଲି ବଲାଙ୍ଗିରରେ ଘଟିଥିବା ଆତଙ୍କରାଜ ଘଟଣାର ସୃଷ୍ଟିକର୍ତ୍ତା ବିକ୍ରମ ପଣ୍ଡାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସଭିଙ୍କ ମନରେ ବର୍ତ୍ତମାନ ଗୋଟିଏ ପ୍ରଶ୍ନ- କିଏ ଏହି ବିକ୍ରମ,…

‘ଭାଣିଜୀ’କୁ ପାଇବାକୁ ବିକ୍ରମ ମୁଣ୍ଡରେ ‘ବେତାଳ’, ମାମୁ-ମାଇଁଙ୍କ ମୁଣ୍ଡରେ ପିସ୍ତଲ ରହିଲା ୩ ଘଣ୍ଟା

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ମୋତେ ତୁମ ଭାଣିଜୀକୁ ଦିଅ। ନହେଲେ ଛାଡ଼ିବିନି। ସମସ୍ତଙ୍କୁ ମାରିଦେବି। ପୁଅର ମୁଣ୍ଡରେ ପିସ୍ତଲ ଲଗାଇ ‘ମାମୁ-ମାଇଁ’ଙ୍କୁ ଧମକ। ଫିଲ୍ମ ଷ୍ଟାଇଲ୍‌ରେ ରିଅଲ୍‌ କାହାଣୀ। ତଥାକଥିତ…

ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ECMO ମେସିନ୍ ସମସ୍ୟା: ହାତ ମିଳାଇଲେ ସରକାରୀ ଓ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟକୁ ଆସିବ ୧୫ଟି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଇସିଏମଓ) ମେସିନ୍ । ଏନେଇ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଛି । ଭୁବନେଶ୍ୱରରେ ମାତ୍ର ଦୁଇଟି ଘରୋଇ…

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୫୩୫ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସଂକ୍ରମଣ ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା ।…

WTC ଫାଇନାଲ ମୁକାବିଲା ପାଇଁ ୱିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ୍‌ ଦଳ ଘୋଷଣା,ସ୍ଥାନ ପାଇଲେ ଏହି ଖେଳାଳି

ଲଣ୍ଡନ(ଓଡ଼ିଶା ଭାସ୍କର): ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମ୍ୟାଚ ପାଇଁ ମଙ୍ଗଳବାର ଦିନ ଅଧିନାୟକ କେନ୍‌…