fbpx
Browsing Category

Featured

ଜିମରେ ଏକ୍ସରସାଇଜ କରୁଥିବା ବେଳେ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ପ୍ରାଣ, ମୁଣ୍ଡ ବୁଲାଇଲା ପରେ ତଳେ ପଡିଯାଇ ଛଟପଟ ହେଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଜିମ କରୁଥିବା ଯୁବକଙ୍କର ପ୍ରାଣହାନି ଘଟିଛି । ଏହି ୩୨ ବର୍ଷୀୟ ଯୁବକ ଜଣକ ଜିମରେ ଏକ୍ସରସାଇଜ କରୁଥିଲେ । ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ତଳେ ପଡିଯାଇ କଷ୍ଟ…

ଟାଣ ଖରାରେ ଘରକୁ ଫେରିଛନ୍ତି କି ? ଏହି କାମ ଠାରୁ ଦୂରେଇ ରୁହନ୍ତୁ

ଓଡ଼ିଶା ଭାସ୍କର: ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରିଦେଇଛି । କେବଳ ଅଫିସ୍‌, ସ୍କୁଲ ଏବଂ ଜରୁରୀ କାମ ବ୍ୟତୀତ ଘରୁ ବାହାରିବା କଷ୍ଟକର…

ବିଜେପିରେ ସାମିଲ ହେଲେ ଦୁଲାଲ ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି…

ଆଜିଠାରୁ ଆରମ୍ଭ ହେଉଛି ପଞ୍ଚକ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୁଲରେ ବି କରନ୍ତୁନି ଏହି ପାଞ୍ଚଟି କାମ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଶୁଭ-ଅଶୁଭ ଯୋଗ ଦେଖିବାର ପରମ୍ପରା ରହିଛି । ଯେଭଳି ବିବାହ ପାଇଁ ଶୁକ୍ର ବା ଗୁରୁ ଗ୍ରହର ଶୁଭ ସ୍ଥିତି ଦେଖାଯାଏ । ତେବେ ପ୍ରତ୍ୟେକ ମାସରେ…

ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା, ୫୦୨ଟି ତ୍ରୁଟି ଦେଖୁଛନ୍ତି ୟୁଜର୍ସ । ୟୁଜର୍ସଙ୍କ କହିବା ଅନୁଯାୟୀ, ଗୁଗଲ ସର୍ଚ୍ଚ ଇଞ୍ଜିନ କାମ କରୁନାହିଁ । ସେମାନେ ଗୁଗୁଲ ସହିତ ଗୁଗୁଲର…

ୟୁଟ୍ୟୁବରେ କରନ୍ତୁ ଏହି ସେଟିଙ୍ଗ, ପିଲାମାନେ ଦେଖିପାରିବେନି ଖରାପ ଭିଡ଼ିଓ

ବର୍ତ୍ତମାନ ଯୁଗରେ ୟୁଟ୍ୟୁବ ପାଇଁ ସମସ୍ତେ ପାଗଳ। ମନୋରଞ୍ଜନ ପାଇଁ ଏହି ଆପ୍‌‌ ଏକ ପ୍ରମୁଖ ମାଧ୍ୟମ ସାଜିଛି। କାରଣ ନିଜର ପସନ୍ଦ ଅନୁଯାୟୀ ଅନେକ ପ୍ରକାରର ବିଷୟବସ୍ତୁ ଉପରେ ଖୁବ ସହଜରେ ଭିଡ଼ିଓ ୟୁଟ୍ୟୁବରେ ଉପଲବ୍ଧ…

କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ, ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ଚାକିରିରୁ ବିଦାହେଲେ ୨ ସିଆରପି

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ହେଲେ ବିଦା । ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ବିଦାହେଲେ ୨ ସିଆରପି । ୨ ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆଙ୍କୁ…

କଫ ସିରପ ଯୋଗୁଁ ପିଲାଙ୍କଠାରେ ହୋଇପାରେ ଏହିସବୁ ସମସ୍ୟା, ଜାଣନ୍ତୁ

ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି।…

ସଲମାନ୍ ଖାନ୍‌ଙ୍କ ଘର ଉପରକୁ ଗୁଳିକାଣ୍ଡ ଘଟଣା; ପୁଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ

ମୁମ୍ୱାଇ: ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ବୁଧବାର ପୋଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଅନୁଜ କୁମାରଙ୍କୁ ତୁରନ୍ତ ଥାପନ ହସ୍ପିଟାଲନିଆଯାଇଥିବା…

ପୁଅ ଆତ୍ମହତ୍ୟା କରିବାରୁ ନିୟମ ବଦଳାଇଲେ ହାଇକୋର୍ଟ, ୫୯ ବର୍ଷ ବୟସ୍କ ପିତା IVF ମାଧ୍ୟମରେ ସନ୍ତାନ ପ୍ରସବ କରିବାକୁ ପାଇଲେ ଅନୁମତି

କୋଲକାତା: ବୃଦ୍ଧ ଦମ୍ପତିଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ମଧ୍ୟ ନିଜର ନିୟମ ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ଏହି ଦମ୍ପତିଙ୍କ ପୁଅ (୧୯) ଆତ୍ମହତ୍ୟା କରିଥିଲେ। ଏହା ପରେ ଦମ୍ପତି ସନ୍ତାନ ଜନ୍ମ ଆଶାରେ ହାଇକୋର୍ଟରେ ଏକ…