fbpx
Browsing Category

Featured

ପ୍ରଚାର ରାଲିରେ ପାଳନ ହେଉନି କରୋନା ନିୟମ, ତାଗିଦ୍ କଲେ ନିର୍ବାଚନ ଆୟୋଗ

ନୁଆଦିଲ୍ଲୀ, ୧୦ା୪ (ଓଡିଶା ଭାସ୍କର) : ନିର୍ବାଚନ ପ୍ରଚାରରେ କୋଭିଡ୍ କଟକଣାକୁ ଖୁଲମଖୁଲା ଉଲଂଘନ କରୁଛନ୍ତି ନେତା ମନ୍ତ୍ରୀ ମାନେ । ବର୍ତ୍ତମାନ କିଛି ରାଜ୍ୟରେ ନିର୍ବାଚନ ଜାରି ରହିଛି । ତେଣୁ ପ୍ରାର୍ଥୀମାନେ କରୋନା…

ଭିଜିଲାନ୍ସ ଜାଲରେ କୋଟିପତି କିରାଣି ; ୩ କୋଟିରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର ୧୦ା୪ (ଓଡିଶା ଭାସ୍କର) : କୋଟିପତି କିରାଣି ଗିରଫ । ଭୁବନେଶ୍ୱର ସିସିଏଫ୍ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ…

ଏହି ରାଜ୍ୟରେ ଆଜିଠାରୁ ଲାଗିଲା ସାପ୍ତାହିକ ଲକଡାଉନ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ?

ମୁମ୍ବାଇ,୧୦ ।୪ : ଦେଶରେ କରୋନା ମହାମାରୀ ପୁଣି ହୁ ହୁ ହୋଇ ବଢିଚାଲିଥିବା ବେଳେ ସର୍ବାଧିକ ପଜିଟିଭ୍ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକେର…

ଛତିଶଗଡକୁ ବସ୍ ଚଳାଚଳ ହେବ ବନ୍ଦ

ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ରାଜ୍ୟରେ କ୍ରମାଗତ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିବା ନେଇ ତତ୍ପରତା ପ୍ରକାଶ ପାଇଛି । କାରଣ ଛତିଶଗଡରେ କରୋନା…

ପଶ୍ଚିମବଙ୍ଗ ନିର୍ବାଚନରେ ହିଂସାକାଣ୍ଡ;ସୁରକ୍ଷାକର୍ମୀ ଗୁଳିରେ ୪ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗ ୧୦ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ହିଂସାକାଣ୍ଡ । ପଶ୍ଚିମବଙ୍ଗର କୁଚ ବିହାର ସ୍ଥିତ ସୀତାଲକୁଚି ମତଦାନ କେନ୍ଦ୍ର ବାହାରେ ତୃଣମୂଳ କଂଗ୍ରେସ ଓ…

ପୋଲିସ୍ କରୁଛି ସାବାଡ, ମାନୁନାହାନ୍ତି ଅମାନିଆ

ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋଭିଡ ଗାଇଡ ଲାଇନ ଜାରି କରିଛନ୍ତି । ହେଲେ କିଛି ଅମାନିଆ ଗାଇଡଲାଇନ୍ ମାନୁନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢ଼ିବାରେ ଲାଗିଛି ।…

ପୁଣି ରହସ୍ୟ ଘେରରେ ଏମାର ମଠ: ମିଳିଲା ରୁପା ଇଟା ଓ ବ୍ରୋଞ୍ଜ ମୂର୍ତ୍ତି

ପୁରୀ, ୧୦ା୪ (ଓଡିଶା ଭାସ୍କର): ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ଏମାର ମଠ । ପୁରୀ ଏମାର ମଠରୁ ରୂପା ଇଟା ମିଳିଛି । ମଠର ମୁଖ୍ୟ ଗାଦି ପଛପଟ ଖୋଳା ଚାଲିଥିବା ବେଳେ ଏହି ରୁପା ଇଟା ମିଳିଥିବା ଜଣାପଡ଼ିଛି । ତେବେ…

ବଡ ଖବର: ପିପିଲି କଂଗ୍ରେସ ପ୍ରାର୍ଥୀଙ୍କୁ ହେଲା କରୋନା

ପିପିଲି,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢି ଚାଲିଥିବା ବେଳେ ପିପିଲି ଉପନିର୍ବାଚନ ବି ଏଥିରୁ ବାଦ୍ ପଡିନି । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆସିଛି ବଡ ଖବର ।…

ନୁଆ ଲକ୍ଷଣ ସହ ଫେରିଛି କରୋନା

କରୋନା ମହାମାରୀ ବର୍ଷେ ତଳେ ସାରା ଦେଶରେ ତାର କାୟା ମେଲାଇବା ଆରମ୍ଭ କରିଥିଲା । ପଡୋଶୀ ଦେଶ ଚୀନରୁ ଧୀରେ ଧୀରେ ସାରା ବିଶ୍ୱରେ ବିସ୍ତାର ହୋଇଗଲା । ପ୍ରାୟ ୮ରୁ ୯ ମାସ କାଳ ଲୋକେ ହନ୍ତସନ୍ତ ହେବାପରେ ସଂକ୍ରମଣ ହାର…