Browsing Category

Featured

ରାଶିଫଳ(ମଙ୍ଗଳବାର ,୩୧ ଅଗଷ୍ଟ , ୨୦୨୧)

ମେଷ - ଶତୃମାନେ ମୁଣ୍ଡ ନୂଆଇଁବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ…

ସିନ୍ଧୁଙ୍କ ପାଇଁ ପାର୍ଟି ରଖିଲେ ଚିରଞ୍ଜିବୀ ଓ ରାମଚରଣ

ନୂଆଦିଲ୍ଲୀ: ଭାରତୀୟ ସଟଲ କୁଇନ ପିଭି ସିନ୍ଧୁଙ୍କ ପାଇଁ ପାର୍ଟି ରଖିଛନ୍ତି ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ଓ ରାମଚରଣ । ଏକମାତ୍ର ମହିଳା ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର…

ସେପ୍ଟେମ୍ବର ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି; ରବିବାର ସମୁଦ୍ରକୂଳ ଯିବା ଉପରେ କଟକଣା

ନୂଆଦିଲ୍ଲୀ: ଆଉ ଏକ ରାଜ୍ୟରେ ବଢିଛି ଲକଡାଉନ ଅବଧି । ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି…

ଭାବରେ ମୀରା, ହୃଦୟେ କୃଷ୍ଣ ଆଉ ଅଧରରେ ରାଧା ଓଡ଼ିଆ ଝିଅ ପ୍ରିୟଙ୍କା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ନିଜର ଅନନ୍ୟ କଳାକୃତି ଜରିଆରେ ରାଧା, ମୀରା ଏବଂ କୃଷ୍ଣଙ୍କୁ ଜୀବନ୍ତ କରିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା ସାହାଣୀ । ଭଗବାନ କୃଷ୍ଣଙ୍କ ଜନ୍ମଦିନ ପୂର୍ବରୁ ଏପରି…

ଆମେରିକୀୟ ଡ୍ରୋନ ଆକ୍ରମଣରେ ମରିଛନ୍ତି ନୀରିହ ନାଗରିକ; ନିନ୍ଦା କଲା ତାଲିବାନ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନରେ ହୋଇଥିବା ଡ୍ରୋନ ଆକ୍ରମଣକୁ କଡା ନିନ୍ଦା କରିଛି ତାଲିବାନ । ଆମେରିକୀୟ ଆକ୍ରମଣରେ ସାଧାରଣ ନୀରିହ ଲୋକ ପ୍ରାଣ ହରାଇଛନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ରବିବାର…

ଏହି ତାରିଖରେ ଦେଶରେ ହେବ ଚକା ଜାମ୍; ଡାକରା ଦେଲେ ଚାଷୀ ସଙ୍ଗଠନ

ନୂଆଦିଲ୍ଲୀ : ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା…

କାର-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ସାଲେପୁର (ଭାସ୍କର ନ୍ୟୁଜ୍): କନ୍ଦରପୁର ଥାନା ଅନ୍ତର୍ଗତ ଫକୀରପଡା ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ୍ୟୁ ଘଟିଛି । ପଛରେ…

ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ : ୨୫ କେଜ ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି (ଭାସ୍କର ନ୍ୟୁଜ୍):  ଏକ ବାଇକ୍‌ରେ ୨୫ କିଲେରୁ ଅଧିକ ଓଜନର ଗଞ୍ଜେଇକୁ ବ୍ରହ୍ମପୁର ଚୋରାଚାଲାଣ ବେଳେ ଯୁବକଙ୍କୁ ଧରିଲା ଦାରିଙ୍ଗବାଡ଼ି ପୋଲିସ। ଗଞ୍ଜେଇ ଓ ବାଇକ୍ ଜବତ ହୋଇଛି। ଅଭିଯୁକ୍ତ ଅଜିତ…

ମା’ କିଣୁଥିଲା ରାସନ; ଟଙ୍କା ବଦଳରେ ଝିଅକୁ ଦୁଷ୍କର୍ମ କରୁଥିଲା ଦୋକାନୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ମହୀଶୂର ଗଣ ଦୁଷ୍କର୍ମ ମାମଲା ଲୋକଙ୍କ ମନରୁ ଲିଭିନଥିବା ବେଳେ ଚେନ୍ନାଇରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣ ମହିଳା ରାସନ ସାମଗ୍ରୀ ଆଣୁଥିବା ଦୋକାନୀକୁ ନିଜ ଝିଅକୁ ଦୁଷ୍କର୍ମ…