
Browsing Category
Featured
ଧଳାଜହର ବେପାର ପାଇଁ ଆସିଥିବା ବେଳେ ୨ ବେପାରୀଙ୍କୁ ମାଡି ବସିଲା ପୋଲିସ, ୧୩ ଗ୍ରାମ ବ୍ରାଉନ୍ସୁଗର ସହ ବାଇକ ଜବତ
ପାରାଦୀପ (ଭାସ୍କର ନ୍ୟୁଜ):ପାରାଦୀପ ଅଞ୍ଚଳରେ ବ୍ରାଉନ୍ସୁଗର ଚୋରା ବେପାରର ପେଣ୍ଠସ୍ଥଳୀ ପାଲଟିଥିବା ନେଇ ବହୁ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଆଦର୍ଶ ଥାନା ପୋଲିସ୍କୁ ଏକ ବଡ ସଫଳତା ମିଳିଛିା ପାରାଦୀପ…
ଦୀର୍ଘ ୭ ଘଣ୍ଟା ଧରି ଇଣ୍ଟରନେଟ ଡାଉନ୍ ରହିବା ପରେ ସ୍ୱାଭାବିକ ହେଉଛି ସ୍ଥିତି
ନୂଆଦିଲ୍ଲୀ: ଦୀର୍ଘ ୭ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ହଠାତ୍ ଏହି ୩ ସୋସିଆଲ ମିଡିଆ ସଂସ୍ଥାର ସର୍ଭର ସାରା…
ଜୁଏଲାରୀ ଉପରେ ଜିଏସ୍ଟି ଚଢାଉ, ଡକୁମେଂଟ ଯାଞ୍ଚ ବେଳେ ତୃଟି ବାହାରିଲେ କାର୍ଯ୍ୟଷ୍ଠାନ
ନିଆଳୀ (ଭାସ୍କର ନ୍ୟୁଜ୍): ଜୁଏଲାରୀ ଉପରେ ଜିଏସ୍ଟି ଚଢାଉ । ନିଆଳୀ ବଜାରରେ ଥିବା ବାଲୁଙ୍କେଶ୍ୱର ଜୁଏଲାରୀ ଉପରେ ଜିଏସ୍ ଟି ଚଢାଉ କରାଯାଇଛି । ସିଟି ଜିଏସ୍ ଟି ଏନଫୋର୍ସମେଂଟ ପକ୍ଷରୁ ଏହି ଚଢାଉ କରାଯାଇଛି ।…
ରାଜଧାନୀରେ ଆହୁରି କଡ଼ାକଡ଼ି ହେଲା କରୋନା ଗାଇଡ୍ଲାଇନ୍, ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗଦେଇପାରିବେନି ୫୦ରୁ ଊଦ୍ଧ୍ୱର୍ ଲୋକ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଏଣିକି ଭୁବନେଶ୍ୱରରେ ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଆଦି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ଏହାଠାରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇପାରିବେନି । ଭୁବନେଶ୍ୱର…
ଆସୁଛି ଶସ୍ତା ଇଲେକ୍ଟ୍ରିକ୍ କାର୍ ନାନୋ ଇଭି, ମାତ୍ର ଏତିକି ଟଙ୍କାରେ ଭାରତୀୟ ବଜାରରେ ଉପଲବ୍ଧ ହେବ
ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରକୁ ଆସୁଛି ଶସ୍ତା ଇଲେକ୍ଟ୍ରିକ୍ କାର । ଚାଇନାର କାର ମେକର୍ କମ୍ପାନୀ ୱିଲିଂ ହୋଙ୍ଗଗୁଆଙ୍ଗ୍ମିନି ଇଲେକ୍ଟ୍ରିକ୍ କାର ଉତ୍ପାଦନରେ ବେଶ ସଫଳତା ପାଇଛି । ୨୦୨୦ରେ ୧,୧୯,୨୫୫ଟି…
ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍ ପାଟାପୋଟିଆନଙ୍କୁ ମେଡ଼ିସିନ୍ ପାଇଁ ନୋବେଲ ପୁରସ୍କାର
ଷ୍ଟକ୍ହାମ୍ : ୨୦୨୧ ବର୍ଷ ପାଇଁ ଘୋଷଣା ହୋଇଛି ବିଶ୍ୱର ସବୁଠାରୁ ସମ୍ମାନସ୍ପଦ କୁହାଯାଉଥିବା ନୋବେଲ ପୁରସ୍କାର ବିଜେତାଙ୍କ ନାମ । ମେଡିସିନ୍ କ୍ଷେତ୍ରରେ ଆମେରିକାର ଦୁଇ ବୈଜ୍ଞାନିକ ଡେଭିଡ୍ ଜୁଲିୟସ୍ ଓ ଆର୍ଡେମ୍…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପୂର୍ବ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ ଉପରେ ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି ଏବଂ ଏହା ସମୁଦ୍ର ପତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଏହାର…
ଆଇପିଏଲ୍ ପ୍ଲେ- ଅଫ୍ ପର୍ଯ୍ୟାୟର ଅବଶିଷ୍ଟ ଗୋଟିଏ ସ୍ଥାନ: ୪ ଦଳ ମଧ୍ୟରେ ଜୋର୍ଦାର୍ ଲଢ଼େଇ
ଦୁବାଇ: ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ରହିଲା । ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ ଶେଷ ଲିଗ ମ୍ୟାଚ । ଉକ୍ତ ଦିନ ଦୁଇ ମ୍ୟାଚ ଅନୁଷ୍ଠିତ ହେବ । ଦିଲ୍ଲୀ…
ରାଶିଫଳ (ମଙ୍ଗଳବାର,୦୫ ଅକ୍ଟୋବର ,୨୦୨୧)
ମେଷ - ଅଚାନକ ଖୁସିଖବର ମିଳିବ, ନୂତନ କର୍ମସଂସ୍ଥାନର ସୁଯୋଗ ଷୃଷ୍ଟି ହେବ, ପିଲାଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବ ମାତ୍ର ଚାକିରି ବ୍ୟବସାୟରେ ସତର୍କ ରହିଥିବେ ନଚେତ କ୍ଷୟକ୍ଷତି ହେବ, ମହିଳାମାନେ ଦୁର୍ବଳତା…