Browsing Category

Featured

ହାଜତ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ୨ ପୋଲିସ

ବ୍ରହ୍ମପୁର, ୫ା୫ (ଓଡିଶା ଭାସ୍କର): ଦାୟିତ୍ୱରେ ଅବହେଳା ପାଇଁ ୨ ଜଣ ପୋଲିସଙ୍କୁ ନିଲମ୍ବନ କରାଯାଇଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ପରେ ଏହି ପଦକ୍ଷେପ…

ଅକ୍ସିଜେନ ଅଭାବରୁ ହାହାକାର: ପୁଣି ୧୯ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୫: ବର୍ତ୍ତମାନ ସମଗ୍ର ଦେଶରେ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଚେଙ୍ଗଲପଟ୍ଟୁରେ…

ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ପଳାତକ ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତକୁ ଫେରେଇଆଣିବା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆଲୋଚନା…

ପିତା ସାଜିଲେ ପିଶାଚ: ୨ ବର୍ଷର ପୁତ୍ରକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରି ଭ୍ରମଣ କଲେ ଦେଶ

ବେଜିଂ, ୫ା୫: କୁହାଯାଏ ଏ ଦୁନିଆଁରେ ପିତାମାତାଙ୍କର ବିକଳ୍ପ ନାହିଁ । ମାତ୍ର ଏହି ଉକ୍ତିଟି ଭୁଲ ବୋଲି ପ୍ରମାଣିତ ହୋଇଛି । ଜଣେ ପିତା ମଧ୍ୟ ରାକ୍ଷସ ସାଜିବାର ଜ୍ୱଳନ୍ତ ଉଦାହରଣ ମିଳିଛି ଚାଇନାର ଜେଜିଆଙ୍ଗରେ । ଜଣେ…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା, ୫ା୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ମମତା ବାନାର୍ଜୀ ଶପଥ ଗ୍ରହଣ କରିବେ । ଅନ୍ୟ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଆସନ୍ତା ୬ ଓ ୭ ତାରିଖ ଦିନ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବରେ…

ଓଡ଼ିଶାରେ ଆଜିଠୁ ଲାଗିଲା ଲକ-ଡାଉନ୍

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ଲକ-ଡାଉନ। ଓଡିଶାରେ ମେ’୫ରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୪୦ ଲକ୍ଷ ପାର

ନୂଆଦିଲ୍ଲୀ, ୫। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୪୦ ହଜାର ୬୨୨ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୪୯ ଲକ୍ଷ…

ଓଡିଶାରେ ବଢୁଛି ସଂକ୍ରମଣ: ଆଜି ୯,୮୮୯ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ପୁଣି ରାଜ୍ୟରେ ୯ ହଜାର ୮୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧…

ରାଶିଫଳ (ବୁଧବାର ,୦୫ ମଇ ,୨୦୨୧)

ମେଷ: ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି । ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚିତ୍ । ବୃଷ: ସବୁ ଚିନ୍ତା ପରିତ୍ୟାଗ କରି କିଛି…

ଭାରତର ୮୬ଟି ପ୍ରତିଷ୍ଠାନକୁ ପଠାଗଲା ୪୦ ଲକ୍ଷ ବିଦେଶୀ କୋଭିଡ ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ,୪ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ବଢି ବଢି ଚାଲିଛି । କରୋନା ବିରୋଧରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି ‘ସମ୍ପୂର୍ଣ୍ଣ ସରକାର’ ନୀତି ସହ ଲଢୁଛନ୍ତି । ଦେଶରେ ଦ୍ରୁତ ଗତିରେ…