
Browsing Category
Featured
ଚୀନ ମିଡିଆର ଚେତାବନୀ- ଆମକୁ ଶତ୍ରୁ ଭାବିବାର ଭୁଲ ନକରୁ ଆମେରିକା, ପୁଣି ହୋଇପାରେ ୯/୧୧ ପରି ଆତଙ୍କବାଦୀ ହମଲା
ନୂଆଦିଲ୍ଲୀ : ୯/୧୧ ଆତଙ୍କବାଦୀ ହମଲାର ୨୦ ବର୍ଷ ପୂର୍ତ୍ତିକୁ ନେଇ ବଡ ବୟାନ ଦେଲା ଚୀନ ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ । ଏହାର ସଂପାଦକ ହୁ ଜିଜିନ କହିଛନ୍ତି ଯେ, ଆମେରିକା ଚୀନକୁ ନିଜର ଶତ୍ରୁ ମାନିବାର ଭୁଲ୍ ନକରୁ…
କଟକ SCBରେ ଖସିଲା ସିଲିଂ
କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ସର୍ଜରୀ ଆଉଟଡୋର ଟିକେଟ ଛାତ ସିଲିଂ ଖସିଯାଇଛି । ଓପିଡିରେ ଟିକେଟ କଟାଯାଉଥିବା ବେଳେ ଲଗାଣ ବର୍ଷା କାରଣରୁ ସିଲିଂ ଖସିଛି । ତେବେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି ।…
ତୃତୀୟ ଲହରର ଆଶଙ୍କା ବହୁତ କମ, ତଥାପି ସ୍କୁଲ ଖୋଲିବାରେ ତର ତର ହୁଅନ୍ତୁ ନାହିଁ : ବୈଜ୍ଞାନିକ
ନୂଆଦିଲ୍ଲୀ : ଦେଶରେ ତୃତୀୟ ଲହରର ଆଶଙ୍କା କମ ରହିଛି । ଯଦି ବି ଆସେ ତେବେ ଏହାର ପ୍ରଭାବ ଦ୍ୱିତୀୟ ଲହରଠୁ ଦୁର୍ବଳ ରହିବ । ଏହା କହିଛନ୍ତି ଆଇସିଏମଆରର ପୂର୍ବତନ ବୈଜ୍ଞାନିକ ଡ. ରମନ ଗଙ୍ଗାଖେଡକର । ସେ ଦାବି କରିଛନ୍ତି…
ଲୁଚି ଲୁଚି ଯାଇ ମହିଳାଙ୍କୁ ସ୍ପର୍ମ ଥିବା ଇଞ୍ଜେକସନ୍ ଦେଇଦେଲା ଅଭିଯୁକ୍ତ, ସିସିଟିଭିରେ କଏଦ୍ ହେଲା ପୂରା ଦୃଶ୍ୟ
ୱାଶିିଂଟନ: ଅନେକ ସମୟରେ କିଛି ଅପରାଧି ଏମିତି କିଛି କାଣ୍ଡ କରନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ସେହିଭଳି କିଛି ଅଜବ କାଣ୍ଡ କରିଛନ୍ତି ଆମେରିକାର ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ସୁପରମାର୍କେଟରେ ଥିବା ଜଣେ…
ଦିଲ୍ଲୀରେ ପରିବା ମଣ୍ଡିରେ ଭୁଶୁଡିଲା ଚାରି ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର ପରିବା ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ମୃତାହତର କୌଣସି ସୂଚନା ମିଳିନାହିଁ ।…
ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ ଏନେଇ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି…
ପ୍ରବଳ ବର୍ଷାର ପ୍ରଭାବ: ନାଳରେ ଭାସିଗଲେ ଚାଷୀ
ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ…
ଲଗାଣ ବର୍ଷାକୁ ନେଇ କ’ଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଜାଣନ୍ତୁ
ଭୁବନେଶ୍ୱର,(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ…
ଶାଶୁକୁ ହତ୍ୟା କରିବାପରେ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇଦେଲା ଜ୍ୱାଇଁ
ମୁମ୍ବାଇ: ମୁମ୍ବାଇର ବିଲେ ପାର୍ଲେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ଜ୍ୱାଇଁ ପ୍ରଥମେ ନିଜ ଶାଶୁକୁ ହତ୍ୟା କରିବା ପରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିବା ଜଣାପଡ଼ିଛି ।…
ପ୍ରକାଶ ପାଇଲା +୨ ପ୍ରଥମ କଟ୍ ଅଫ୍ ମାର୍କ
ଭୁବନେଶ୍ୱର,(ଓଡିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି +୨ ପ୍ରଥମ କଟ୍ ଅଫ୍ ମାର୍କ । www.samsodisha.gov.in ୱେବସାଇଟରେ ତାଲିକା ଉପଲବ୍ଧ ହୋଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର…