CHARIDHAM
Browsing Category

Featured

ରାଜ୍ୟ ସରକାରଙ୍କ ଘୋଷଣା- ପ୍ରମୋଦ ଭଗତଙ୍କୁ ଦିଆଯିବ ୬ କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା…

ରାଜ୍ୟର ସ୍କୁଲରେ କେତେ ଶିକ୍ଷକ ପଦ ଖାଲିପଡିଛି? ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟର ବିଭିନ୍ନ ସ୍କୁଲରେ ୧୪ ହଜାର ୧୨୫ ଶିକ୍ଷକ ପଦ ଖାଲି ପଡିଛି । ମଞ୍ଜୁରୀପ୍ରାପ୍ତ ୩୮,୯୨୬ ଶିକ୍ଷକ ପଦରୁ ୧୪ ହଜାର ୧୨୫ ପଦ ଖାଲି ରହିଛି । ଏନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ…

କରୋନାରେ ହୋଇଥିବା ସମସ୍ତ ମୃତ୍ୟୁର କାରଣ ମେଡିକାଲ ଅବହେଳା ନୁହେଁ, କ୍ଷତିପୂରଣ ଆଦେଶ ଦେବାକୁ ମନା କଲେ SC

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଦାଲତ କହିଛନ୍ତି, ଦ୍ୱିତୀୟ ଲହରରେ କରୋନାରେ ହୋଇଥିବା ସବୁ ମୃତ୍ୟୁର କାରଣ ମେଡିକାଲର…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ୧୮୮ ଶିକ୍ଷକ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି…

ଘର ଘର ବୁଲି ଭ୍ୟାକ୍ସିନ ଦେବା ସମ୍ଭବ ନୁହେଁ, ଦେଶରେ ସଠିକ୍ ଦିଗରେ ଚାଲିଛି ଟିକାକରଣ ଅଭିଯାନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ଟିକାକରଣ ଅଭିଯାନକୁ ନେଇ ସୁପ୍ରିମକୋର୍ଟ ବୁଧବାର ବଡ ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଘର ଘର ବୁଲି ଟିକାକରଣ କରିବା ପାଇଁ ସରକାରଙ୍କୁ ଆଦେଶ ଦେବାକୁ ମନା କରି ଦେଇଛନ୍ତି ।…

ବିଶ୍ୱ କପ୍ ପାଇଁ ଟିମ୍ ଇଣ୍ଡିଆରେ ୧୦ ଖେଳାଳିଙ୍କ ଜାଗା ପକ୍କା, ୫ ସ୍ଥାନ ପାଇଁ ୧୬ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପାଇଁ ବୁଧବାର ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯିବ । ବିସିସିଆଇ ଅଧିକାରୀ ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିବେ । ୧୫ ଜଣିଆ ଦଳ ସହ ୩…

ଐତିହାସିକ ନିଷ୍ପତ୍ତି: ଏଣିକି NDAରେ ଝିଅଙ୍କୁ ଅନୁମତି

ନୂଆଦିଲ୍ଲୀ: ଜାତୀୟ ପ୍ରତିରକ୍ଷା ଏକାଡେମୀ-ଏନଡିଏରେ ଝିଅଙ୍କୁ ମିଳିବ ପ୍ରବେଶ ଅନୁମତି । ଏନେଇ ଗତକାଲିର ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କୁ ଆଜି ଜଣାଇଛନ୍ତି କେନ୍ଦ୍ର ସରକାର । ୩ ବାହିନୀର ମୁଖ୍ୟଙ୍କ ପରାମର୍ଶ କ୍ରମେ ଏହି…

ଆଫଗାନିସ୍ତାନ ମାମଲାରେ ଭାରତଠୁ ଗୁଇନ୍ଦା ତଥ୍ୟ ଚାହୁଁଛି ଆମେରିକା, ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ

ନୂଆଦିଲ୍ଲୀ : କାବୁଲରେ ତାଲିବାନର ଅକ୍ତିକାର ପରେ ଭାରତର ଭୂମିକା ବିଶ୍ୱ ସମୁଦାୟ ପାଇଁ ବହୁତ ଗୁରୁତ୍ୱ ବହନ କରୁଛି । ଏହି କ୍ରମରେ ଦିଲ୍ଲୀ ଆସିଥିବା ଆମେରିକା ଇଣ୍ଟେଲିଜେନ୍ସ ସିଆଇଏର ମୁଖ୍ୟ ୱିଲିୟମ ବର୍ଣ୍ଣସ ଭାରତର…

ଆସିଲା ନୂଆ SOP, ରାତି ୯ଟା ବଢ଼ିଲା ଜଗା ଦର୍ଶନ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଜାରି ହୋଇଛି ନୂଆ ଏସଓପି । ଏଣିକି ସକାଳ ୭ଟାରୁ ରାତି ୯ଟା ଯାଏଁ ଜଗା ଦର୍ଶନ ପାଇଁ ବ୍ୟବସ୍ଥା ହେବ । ଅର୍ଥାତ୍ ଏଣିକି ସନ୍ଧ୍ୟା ୭ଟା ପରିବର୍ତ୍ତେ…

ବନ୍ଧୁ ପାଲଟିଲା ସଇତାନ ! କଲେଜରୁ ଘରେ ଛାଡିଦେବା ବାହାନାରେ କଲା ଦୁଷ୍କର୍ମ, ଭିଡିଓ କରି କଲା ବ୍ଲାକମେଲ୍

ଭୋପାଳ : ଜଣେ ୨୬ ବର୍ଷୀୟ ନର୍ସିଂ ଛାତ୍ରୀଙ୍କ ସହିତ ସେହି କଲେଜର ଜଣେ ପୁରୁଷ ବନ୍ଧୁ ଦୁଷ୍କର୍ମ କରିବା ପରି ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ପୀଡିତାଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ଯୁବତୀଙ୍କ ବଳାକ୍ରାର…