Browsing Category

Featured

ଆଜିଠୁ ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ବ୍ୟାଟିଂ ବିଫଳତା ଦୂର କରିବ ଘରୋଇ ଦଳ

ଲିଡ୍ସ (ହେଡିଙ୍ଗଲେ): ବୁଧବାରଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ।  ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନରେ…

ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଆତଙ୍କ ଖେଳାଉଛି ତାଲିବାନ୍ । ତାଲିବାନ୍ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ଅନ୍ତର୍ଜାତୀୟ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏଥିରେ ଜି-୭, ୟୁରୋପୀୟ ୟୁନିୟନ, ଏନଏଟିଓ,…

ଅଗଷ୍ଟରେ ନାହିଁ ବଡ଼ ବର୍ଷା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ…

ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କୁ ‘ଚାପୁଡ଼ା’ ମାରିବାକୁ କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ୍ ମିଳିଛି । ରାଣେଙ୍କୁ ମହଦ ମାଜିଷ୍ଟ୍ରେଟ କୋର୍ଟ…

ରାଶିଫଳ (ବୁଧବାର ,୨୫ ଅଗଷ୍ଟ ,୨୦୨୧)

ମେଷ - ଜାଗାବାଡି ଏବଂ ଗୃହନିର୍ମାଣ ବ୍ୟବସାୟରେ ଲାଭ ହେବ, ଦୁରଯାତ୍ରା ସଫଳ ରହିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ, ମନ ଉଗ୍ରସ୍ବଭାବ ଭରା…

RBI ଜାରି କଲା ନୂଆ ଗାଇଡଲାଇନ୍ PPS, ଏଣିକି Cheque କ୍ଲିୟରିଂ ବେଳେ ଡିଟେଲ୍ସ ନଦେଲେ ବ୍ୟାଙ୍କ କରିଦେବ ରିଜେକ୍ଟ

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଆପଣଙ୍କୁ ଚେକ୍ ପେମେଂଟ ସମୟରେ ଡିଟେଲ୍ଟ ଦେବାକୁ ପଡ଼ିବ । ନଚେତ୍ ଚେକ୍ କ୍ଲିୟରିଂ ହେବ ନାହିଁ । ୫୦ ହଜାରରୁ ଅଧିକ ଟଙ୍କାର…

ସୁଶାନ୍ତ ଓ ଦିଶା ମର୍ଡର ପଛରେ ଏହି ବ୍ୟକ୍ତିଙ୍କର ହାତ ଥିଲା? ରାଣେ-ଠାକରେଙ୍କ ବିବାଦରୁ ବାହାରିଲା ନୂଆ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବାଦ ଚରମ ସୀମାରେ ପହଂଚିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଥପଡ଼ ମାରିବା ବୟାନ ଦେଇ ରାଣେ ଫସିଯାଇଥିଲେ । ରତ୍ନାଗିରି…

ଛୋଟ ଛୋଟ କଥାରେ ରାଗିବା ଓ ଚିଡ଼ିବା ମାନସିକ ରୋଗ ନୂହେଁ ତ! ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣଙ୍କ ଚାରିପାଖରେ କିଛି ଲୋକ ନିଶ୍ଚୟ ଭାବରେ ରହିଥିାବେ ଯେଉଁ ମାନେ ଛୋଟ ଛୋଟ କଥାରେ ପାଟି କରିବା ଏବଂ ଚିଡ଼ି ଯିବା ପରି ବ୍ୟବହାର କରୁଥିବେ । ଏହା ଛଡ଼ା କିଛି ଜଣ ଦିନ ତମାମ ରାଗରେ ମୁଡ଼୍ ରେ…

ବିପଦ ଘଣ୍ଟି ହେଉଛି ହ୍ୱାଟସଆପକୁ ଆସୁଥିବା ଏହି ମେସେଜ୍, ହ୍ୟାକର୍ସ ମାନଙ୍କ ନୂଆ ଚାଲ୍

ନୂଆଦିଲ୍ଲୀ: ଯଦି ଆପଣ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସତର୍କ ଘଣ୍ଟି । ହ୍ୟାକର୍ ମାନେ ଏବେ ୟୁଜର୍ସଙ୍କ ଡିଟେଲ୍ସ ପାଇବା ପାଇଁ ନୂଆ ତରିକା ଆପଣାଉଛନ୍ତି । ଚିନ୍ତାର କଥା…

ଏହି ଗାଁରେ ମାତ୍ର ୮୭ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ କିପରି କିଣିବେ

ରୋମ୍: ଦୁନିଆର କୋଣ ଅନୁକୋଣରେ ଜନସଂଖ୍ୟା ବୃଦ୍ଧି କାରଣରୁ ଲୋକମାନଙ୍କ ଜୀବନଯାପନ ଶୈଳୀ ଖୁବ୍ ମହଙ୍ଗ ହୋଇଗଲାଣି । ଘରଟିଏ କିଣିବା ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ମଧ୍ୟରେ ଇଟାଲୀରେ ଏକ…