fbpx
Browsing Category

Featured

ଦେଶରେ ଦିନକରେ ୨୨୪ ମୃତ, ୧୯ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୨୧୮କୁ ବୃଦ୍ଧି ପାଇଛି । ଦିନକରେ ୧୯ ହଜାର ୭୯ ଜଣ ଆକ୍ରାନ୍ତ ଚିହ୍ନଟ…

ରାଶିଫଳ (ଶନିବାର, ୨ ଜାନୁଆରୀ ୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ େହେବ । ଆପଣ ନିଜ ଲକ୍ଷେର ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପୋର । ବେିଶଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବେିତଇଲା ପେର ଅନ୍ୟାନ୍ୟ କ୍ଷେତ୍ରେର ଓ…

ନୂଆବର୍ଷରେ ବଢିଲା ଏଲପିଜି ସିଲିଣ୍ଡରର ଦାମ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧ ।୧: ତୈଳ କମ୍ପାନୀଗୁଡିକ ନୂଆବର୍ଷର ପ୍ରଥମ ଦିନରେ ହିଁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଗତ ମାସରେ ଗ୍ୟା ସିଲିଣ୍ଡରର ଦାମ୍ ପ୍ରାୟ ୧୦୦ ଟଙ୍କା ବଢିଥିଲା । ଜାନୁଆରୀ ୧ ଅର୍ଥାତ୍…

ଜାଣନ୍ତୁ କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ

ଶରୀରକୁ ସୁସ୍ଥ ରଖିବାରେ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରେ କ୍ୟାଲସିୟମ, ଭିଟାମିନ ଡି, ଫସଫରସ ଭଳି ପୋଷକ ତତ୍ତ୍ୱ ଭରି ରହିଛି । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର ହାଡ଼କୁ…

ଏହି କାରଣରୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି, ଜାଣନ୍ତୁ କାହିଁକି

କର୍ମମୟ ଜୀବନରେ ବିଶ୍ରାମ ନେବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ଅନୁସାରେ, ଦୈନିକ ୬-୮ ଘଣ୍ଟା ଶୋଇବା ଦରକାର । ତେବେ ଏକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ…

ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି, ଭାରତକୁ ମିଳିଲା ପ୍ରଥମ ଭ୍ୟାକସିନ୍

ନୂଆଦିଲ୍ଲୀ,୧ ।୧: ଅକ୍ସଫୋର୍ଡ ଟିକାକୁ ଆଜି ଅନୁମତି ଦେଇଛି ବିଶେଷଜ୍ଞ କିମଟି । ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସିଲ୍ଡ’ । ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମତି ଦେଇଛି…

ଗର୍ଭରେ ଥିଲେ ଯାଆଁଳା ଶିଶୁ, ଡେଲିଭରୀ ପୂର୍ବରୁ ପୁଣି ଗର୍ଭବତୀ ହୋଇଗଲେ ମହିଳା

ଆମେରିକାର ଜଣେ ମହିଳାଙ୍କ ସହ ଏକ ଦୁର୍ଲଭ ଘଟଣା ଘଟିଛି । ବାସ୍ତବରେ, ଯାଆଁଳା ଗର୍ଭଧାରଣର ଏକ ସପ୍ତାହ ପରେ ସେ ଜାଣିବାକୁ ପାଇଲେ ଯେ ସେ ତୃତୀୟ ସନ୍ତାନ ବି ଗର୍ଭରେ ରହିଛି । ଟିକଟକରେ ଭାଇରାଲ ହୋଇଥିବା ଏହି ଲୋକପ୍ରିୟ…

ଭାରତରେ ପୁଣି ୪ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ,୧ ।୧: ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପୂର୍ବରୁ ଦେଶରେ ୨୫ ବ୍ରିଟେନ୍ ଷ୍ଟ୍ରେନ୍ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିସହ ଦେଶରେ କରୋନାର ନୂଆ ଷ୍ଟ୍ରେନ୍…