fbpx
Browsing Category

Featured

ପୁଣି ଶିଶୁ ନିଖୋଜ: ୭ ବର୍ଷର ଶିଶୁପୁତ୍ରର ପତ୍ତା ମିଳୁନି

ଗଜପତି, ୧୭ା୧୨ (ଓଡିଶା ଭାସ୍କର): ନୟାଗଡ଼ ପରେ ଏବେ ଗଜପତିରୁ ଜଣେ ଶିଶୁପୁତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ପରେ ପୋଲିସ ଘଟଣାର ତନାଘନା ଜାରି ରଖିଥିବା ଜଣାପଡ଼ିଛି । ସୂଚନା…

କରୋନା ନେଲା ୩୫୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୭ା୧୨: ୨୪ ଘଣ୍ଟା ମଧ୍ୟରେ କରୋନା ୩୫୫ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୪୫୧ରେ ପହଞ୍ଚିଛି । ଦିନକରେ ୨୪ ହଜାର ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ମୋଟ…

ରାଶିଫଳ (ଗୁରୁବାର, ୧୭ ଡିସେମ୍ବର ୨୦୨୦)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ନୂଆବର୍ଷରୁ ଏହି ସ୍ମାର୍ଟଫୋନରେ ଚାଲିବ ନାହିଁ ହ୍ୱାଟ୍ସଆପ୍, ଦେଖନ୍ତୁ ଲିଷ୍ଟରେ ନାହିଁତ ଆପଣଙ୍କ ଫୋନ୍

ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ହ୍ୱାଟ୍ସଆପ୍ ପୁରୁଣା ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ ନିଜର ସପୋର୍ଟ ବନ୍ଦ କରିଦିଏ | ପ୍ରତିବର୍ଷ ପରି କମ୍ପାନୀ ପୁଣି ଥରେ ମେସେଜିଙ୍ଗ ଆପ ତାଲିକା ଜାରି କରିଛି। ନୂଆବର୍ଷର ଆରମ୍ଭ ଅର୍ଥାତ…

ସେଲଫି ହେଲା କାଳ: ଟ୍ରେନ୍ ସହ ଜଳିଗଲେ ଯୁବକ

ପାରଳାଖେମୁଣ୍ଡି,୧୬ ।୧୨(ଓଡିଶା ଭାସ୍କର): ଆଜିକାଳିର ଯୁବପିଢିମାନଙ୍କୁ ସେଲଫି ନିଶା ଘାରିଛି । ଏଥିପାଇଁ କେତେ ଯେ ଜୀବନ ଗଲାଣି, ତାହାର ଠିକଣା ନାହିଁ । ଏହାରି ମଧ୍ୟରେ ଟ୍ରେନ ବଗିରେ ଚଢି ସେଲଫି ନେବା ଜଣେ ଯୁବକଙ୍କୁ…

ରାଜ୍ୟରେ ଆଉ ୩୫୮ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୬।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଫେବ୍ରୁଆରି ୨୩ରୁ ଓଡିଆରେ JEE ମେନ୍ ପରୀକ୍ଷା

ନୂଆଦିଲ୍ଲୀ,୧୬ ।୧୨: ଫେବ୍ରୁଆରି ୨୩ରୁ ୨୬ ତାରିଖ ଯାଏଁ ହେବ JEEଇ ମେନ୍ ପରୀକ୍ଷା । ଓଡିଆ ସମେତ ମୋଟ ୧୩ଟି ଭାଷାରେ JEE ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ…

ପୁଣି ଜେଲ ଗଲେ ଆକାଶ ପାଠକ

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ମାମଲାର ଛାନଭିନରେ ଲାଗିଛି କ୍ରାଇମବ୍ରାଞ୍ଚ । ଗିରଫ ହେବା ପରେ ଉଭୟଙ୍କ…