fbpx
Browsing Category

Featured

ବନ୍ଦ ହୋଇପାରେ ସାମସଙ୍ଗ ଗାଲାକ୍ସି ନୋଟ ସିରିଜ

ନୂଆଦିଲ୍ଲୀ, ୨ା୧୨: ଦକ୍ଷିଣ କୋରିଆର ପ୍ରସିଦ୍ଧ ମୋବାଇଲ ହାଣ୍ଡସେଟ୍ ନିର୍ମାତା କମ୍ପାନୀ ସାମସଙ୍ଗ ଏହାର ଗାଲାକ୍ସି ନୋଟ ସିରିଜକୁ ବନ୍ଦ କରିବାକୁ ଯାଉଛି । ଯଦିଓ ବିଶ୍ୱବ୍ୟାପି ମାର୍କେଟରେ ଏହି ସିରିଜର ଚାହିଦା ଅଧିକ…

ଯୋଗୀ-ଅକ୍ଷୟ ସାକ୍ଷାତ: ୟୁପିରେ ନିର୍ମାଣ ହେବ ଫିଲ୍ମ ସିଟି

ନୂଆଦିଲ୍ଲୀ, ୨ା୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଏକ ଫିଲ୍ମ ସିଟି ନିର୍ମାଣ ଉଦ୍ଦେଶ୍ୟରେ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମୁମ୍ବାଇର…

ଭୁବନେଶ୍ୱରରୁ ୨୪ ପଜିଟିଭ, ୪୨ ସୁସ୍ଥ

ଭୁବନେଶ୍ୱର, ୨।୧୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୨୪ କରୋନା…

୮ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨ା୧୨: ପଞ୍ଜାବ ସରକାରଙ୍କ ତରଫରୁ ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଆସିଛି । ସମୁଦାୟ ୮୩୯୩ଟି ପଦବୀ ରହିଛି । ଏହାର ଆବେଦନ ପ୍ରକ୍ରିୟା ୧ ଡିସେମ୍ବର ଠାରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ…

ହଠାତ୍ କମିଗଲା ସୁନା ଦର, ଜାଣନ୍ତୁ କେତେ ?

ଭୁବନେଶ୍ୱର, ୨ା୧୨ (ଓଡିଶା ଭାସ୍କର): ବଜାରରେ ସୁନା ଓ ରୂପା ଦାମ ଲଗାତର ଭାବେ କମିବାରେ ଲାଗିଛି । ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୯୨୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ…

୩ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ୩ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର…

ୟାହୁ ଇଣ୍ଡିଆ ସର୍ଚ୍ଚ ଲିଷ୍ଟରେ ସୁଶାନ୍ତ ସିଂ ରାଜପୁତ ଶୀର୍ଷରେ

ନୂଆଦିଲ୍ଲୀ, ୨ା୧୨: ଚଳିତ ବର୍ଷ ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁ ଘଟିବା ପରେ ଅନେକ ବିବାଦ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କୁ ନେଇ ଏକ ରୋଚକ ଖବର ଆସିଛି ।…

ଲକଡାଉନରେ ‘ସେକ୍ସ’ ପାର୍ଟି କରି ଧରାପଡିଲେ ସାଂସଦ, ଆଉ ତା’ପରେ

କରୋନା ଯୋଗୁଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ ଲାଗିଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । କିନ୍ତୁ ହଙ୍ଗେରୀର ୟୁରୋପୀୟ ସାଂସଦ ଜୋସେଫ ଜାଜେର ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ‘ସେକ୍ସ’ ପାର୍ଟି…